ସଂସଦରେ ବଜେଟ୍‌ ଅଧିବେଶନ: ରାହୁଲ୍‌ ଗାନ୍ଧୀଙ୍କ ଇଂଲଣ୍ଡ ମନ୍ତବ୍ୟ ପାଇଁ ହଟ୍ଟ‌ଗୋଳ ଯୋଗୁଁ ଦିନ ୨ଟାଯାଏଁ ଲୋକସଭା ମୁଲତବୀ

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ୍‌ ଅଧିବେଶନର ଦ୍ବୀତିୟାର୍ଦ୍ଧ ଆରମ୍ଭ ହେବା କ୍ଷଣି ଇଂଲଣ୍ଡ୍‌ରେ ଭାରତକୁ ଅପମାନିତ କରିଥିବା ସାଂସଦ ରାହୁଲ୍‌ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଲୋକସଭାରେ ‘ବିଜେପି’ ସାଂସଦମାନେ ଦାବି କରି ହଟ୍ଟଗୋଳ କରିବାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହକୁ…

ଲାଲୁ ଯାଦବଙ୍କ ପରିବାର ଉପରେ ଚଢ଼ଉ ଯୋଗୁଁ ନୀତୀଶ କୁମାର ଖୁସି; ତାଙ୍କର ଇଚ୍ଛା ତେଜସ୍ବୀ ଜେଲ୍‌ ଯାଆନ୍ତୁ: ସୁଶୀଲ୍‌ ମୋଦୀ

ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ସଦସ୍ୟମାନଙ୍କ ଘରେ ହେଉଥିବା ଚଢ଼ଉ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆନନ୍ଦିତ ଓ ତାଙ୍କର ଇଚ୍ଛା ତେଜସ୍ବୀ ଯାଦବ ଜେଲ୍‌ ଯାଆନ୍ତୁ। ଏ କଥା ‘ବିଜେପି’ ନେତା ସୁଶୀଳ ମୋଦୀ କହିଛନ୍ତି। ‘ଜମି…

ଦିଲ୍ଲୀରେ ମନ୍ତ୍ରୀଙ୍କ ୧୩୬ ଓ ବିଧାୟକଙ୍କ ୬୭ ପ୍ରତିଶତ ଦରମା ବୃଦ୍ଧି ପାଇଲା

ନୂଆଦିଲ୍ଲୀ: ଦିଲ୍ଲୀର ମନ୍ତ୍ରୀ ଏବଂ ବିଧାୟକଙ୍କ ପାଇଁ ଖୁସି ଖବର। କାରଣ ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଛି। ବୃଦ୍ଧି ପାଇଥିବା ଦରମା ଅନୁଯାୟୀ ବର୍ତ୍ତମାନ ବିଧାୟକମାନେ ପ୍ରତି ମାସରେ ୯୦ ହଜାର ଟଙ୍କା ପାଇବେ। ଏଥିସହିତ ମନ୍ତ୍ରୀ ଏବଂ…

କୋଭିଡ ଭଳି ସ୍ଥିତି ସୃଷ୍ଟି କରିପାରେ ଏଚ୩ଏନ୨ ଭାଇରସ

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ ଇନଫ୍ଲୁଏଞ୍ଜା ଏଚ୩ଏନ୨ ଭାଇରସର ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଥିଯୋଗୁ ଲୋକମାନେ ଥଣ୍ଡା,କାଶ ଓ ଜ୍ୱରରେ ପୀଡ଼ିତ ହେଉଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକମାନଙ୍କୁ ସତର୍କ କରାଇଛନ୍ତି ସରକାର। ତେବେ ପଦ୍ମଶ୍ରୀ ଡାକ୍ତର ରଣଦୀପ ଗୁଲେରିଆ ଏହି…

ବରିଷ୍ଠ ପୁଲିସ ଅଫିସର୍‌ଙ୍କୁ ବାହାହେବେ ପଞ୍ଜାବ ଶିକ୍ଷାମନ୍ତ୍ରୀ

ଚଣ୍ଡୀଗଡ଼: ଚଳିତ ମାସ ଶେଷ ଭାଗରେ ‘ଆପ୍‌’ ବିଧାୟକ ହର୍‌ଜୋତ୍‌ ସିଂହ ବୈଂସ୍‌ ‘ଆଇପିଏସ୍‌’ ଅଫିସର୍‌ ଜ୍ୟୋତି ଯାଦବଙ୍କୁ ବିବାହ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଅଳ୍ପ ଦିନ ତଳେ ଦୁହଁଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି ବୋଲି ସେମାନେ କହିଛନ୍ତି।…

ରାହୁଲଙ୍କ ବୟାନକୁ ନେଇ ହଙ୍ଗାମା, ରାଜନାଥ କହିଲେ- କ୍ଷମା ମାଗନ୍ତୁ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲଣ୍ଡନରେ ଦେଇଥିବା ବୟାନକୁ ନେଇ ସଂସଦରେ ଝଡ଼। ତାଙ୍କ ବୟାନକୁ ନେଉ ସଂସଦର ଉଭୟ ଗୃହରେ ହୋଇଛି ଜୋରଦାର ହଙ୍ଗାମା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ନେତା ଦେଇଥିବା ବୟାନକୁ ବିରୋଧ…

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଏପର୍ଯ୍ୟନ୍ତ ‘ଆନ୍ତରିକତା’ ଦେଖାଇନାହିଁ: ବୈଦେଶିକ ମନ୍ତ୍ରାଳୟ ରିପୋର୍ଟ

ନୂଆଦିଲ୍ଲୀ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୋମବାର (ମାର୍ଚ୍ଚ ୧୩, ୨୦୨୩) ଏହାର ବାର୍ଷିକ ରିପୋର୍ଟ ଜାରି କରି କହିଛି ଯେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ଦେବାରେ ପାକିସ୍ତାନ ବିଫଳ ହୋଇଛି। ମନ୍ତ୍ରାଳୟର ପଲିସି ପ୍ଲାନିଂ…

ଗଣ୍ଡକୀ ନଦୀ ଓ ଶାଳଗ୍ରାମ ଶିଳା

‘ମହାଭାରତ’ର ବନପର୍ବରେ ବର୍ଣ୍ଣିତ ହୋଇଛି, “ଗଣ୍ଡକୀତୁ ସମାସାଦ୍ୟ ସର୍ବତୀର୍ଥଜଳୋଦ୍‌ଭବାମ୍ (୮୪/୧୧୪)। ଅର୍ଥାତ୍ ସମଗ୍ର ତୀର୍ଥଜଳ ଏକତ୍ର ହୋଇ ଏହି ନଦୀକୁ ସୃଷ୍ଟି କରିଥିଲେ। ବହୁ ପ୍ରାଚୀନ କାଳର ଏକ ପୁରାଣ ବର୍ଣ୍ଣିତ ଉପାଖ୍ୟାନରୁ ଏହି ନଦୀର ଜନ୍ମ ବିବରଣୀର ସୂଚନା ମିଳିଥାଏ।…

ପ୍ରସିଦ୍ଧ ପଞ୍ଚୁଦୋଳ ଓ ହୋଲି ପାଇଁ ପ୍ରଶାସନିକ ପ୍ରସ୍ତୁତି

ଆଠଗଡ଼: ଆଠଗଡ଼ ଗଡ଼ଜାତର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଏବଂ ହୋଲି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରବିବାର ପଞ୍ଚୁଦୋଳ ଉପଲକ୍ଷେ ଆଠଗଡ଼ ସହରକୁ ଧବଳେଶ୍ୱର ଓ ସର୍ପେଶ୍ୱର ସମେତ ବିଭିନ୍ନ ଗ୍ରାମାଞ୍ଚଳରୁ ୫୬ଟି ବିମାନରେ ଦିଅଁ ଆଠଗଡ଼ ଆସିବା…

ଇନ୍‌ଫ୍ଲୁଏଞ୍ଜା ପାଇଁ ସତର୍କ ସୂଚନା ଜାରି କଲେ କେନ୍ଦ୍ର ସରକାର, ଏସ୍‌ଏଆରଆଇ/ଆଇଏଲ୍‌ଆଇ ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ଦେଲେ ନିର୍ଦେଶ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରି ଇନ୍‌ଫ୍ଲୁଏଞ୍ଜା ଜନିତ ରୋଗ(ଆଇଏଲ୍‌ଆଇ) ଓ ଗୁରୁତର ନିଶ୍ବାସ ପ୍ରଶ୍ବାସ ଜନିତ ରୋଗ(ଏସ୍‌ଏଆରଆଇ) ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। ଦେଶବ୍ୟାପୀ ଇନ୍‌ଫ୍ଲୁଏଞ୍ଜା-ଏ(ଏଚ୍‌୧ଏନ୍‌୧, ଏଚ୍‌୩ଏନ୍‌୨) ସମେତ ଏଡିନୋଭାଇରସ୍ ଭଳି…