ମାଟ୍ରିକ୍‌ ପରୀକ୍ଷାରେ ଅନିୟମିତତା ପାଇଁ ୪ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ, ପରୀକ୍ଷକ ଓ କିରାଣି ନିଲମ୍ବିତ

ପୁରୀ : ମାଟ୍ରିକ୍‌ ପରୀକ୍ଷାରେ ଅନିୟମିତତା ପାଇଁ ୪ ପରୀକ୍ଷା କେନ୍ଦ୍ରର ବହୁ ସୁପରିଟେଣ୍ଡେଣ୍ଟ, ପରୀକ୍ଷକଙ୍କ ସମେତ ଜଣେ କିରାଣି ନିଲମ୍ବିତ ହୋଇଛନ୍ତି। କପି ପାଇଁ ମୁଲଚାଲ ଅଡିଓ ଭାଇରାଲ ଘଟଣାରେ ତଥା ରାଜ୍ୟ ମୁକ୍ତାକାଶ ବିଦ୍ୟାଳୟ(ଏସ୍‌ଓଏସ୍‌) ପରୀକ୍ଷା ଅନିୟମିତତା ପାଇଁ…

ଓଡ଼ିଶାରେ କେତେ ଅଛନ୍ତି ବାଂଲାଦେଶୀ? ଉତ୍ତର ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାରେ କେଉଁ ଜିଲ୍ଲାରେ କେତେ ବାଂଲାଦେଶୀ ଅଛନ୍ତି? ସେମାନଙ୍କ ଭିତରୁ କେତେ ଜଣ ବେଆଇନ୍‌ ଭାବେ ଅଛନ୍ତି? ଆଜି ବିଧାନସଭାରେ ଧମାନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ଏପରି ପ୍ରଶ୍ନର ଉତ୍ତର ଦେଇଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ସେ କହିଛନ୍ତି,…

‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍’ ପାଇଲା ଭାରତୀୟ ଚଳଚ୍ଚିତ୍ର ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’

ନୂଆଦିଲ୍ଲୀ: କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କ ‘ନେଟ୍‌ଫ୍ଲିକ୍ସ୍‌’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଛି। ଏହା ଭାରତୀୟ ସିନେପ୍ରେମୀଙ୍କ ମହଲରେ ଆନନ୍ଦ ଖେଳାଇ ଦେଇଛି।…

ପରୀକ୍ଷାମୂଳକ ଭାବେ ବୁଡ଼ାଜାହାଜରୁ ୨ଟି ‘ଷ୍ଟ୍ରାଟେଜିକ୍‌ କ୍ରୁଜ୍‌ ମିସାଇଲ୍‌’ ଉତ୍‌କ୍ଷେପଣ କଲା ଉତ୍ତର କୋରିଆ

ସିଓଲ୍‌: ଆମେରିକା ଓ ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଆରମ୍ଭ କରିବା ଆଗରୁ ଶକ୍ତି ପ୍ରଦର୍ଶନପୂର୍ବକ ଉତ୍ତର କୋରିଆ ଗୋଟାଏ ବୁଡ଼ାଜାହାଜରୁ ଦୁଇଟି ‘‌ଷ୍ଟ୍ରାଟେଜିକ୍‌ କ୍ରୁଜ୍‌ ମିସାଇଲ୍‌’ ପରୀକ୍ଷାମୂଳକ ଉତ୍‌କ୍ଷେପଣ କରିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ‘କେସିଏନ୍‌ଏ’…

ଦିଲ୍ଲୀ ମହିଳା କମିସନ ମୁଖ୍ୟଙ୍କ ପୂର୍ବତନ ସ୍ବାମୀ ସ୍ବାତୀଙ୍କ ନାର୍କୋ ପରୀକ୍ଷା ପାଇଁ ଦାବି

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିସନ ମୁଖ୍ୟ ସ୍ବାତୀ ମାଲିୱାଲ ଗତ ଶନିବାର ତାଙ୍କ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ସ୍ବାତୀଙ୍କ ପୂର୍ବତନ ସ୍ବାମୀ ନବୀନ ଜୟହିନ୍ଦ ନା‌ର୍କୋ ପରୀକ୍ଷା ପାଇଁ ଦାବି କରିଛନ୍ତି। ନବୀନ ଜୟହିନ୍ଦ…

ପିଆଜ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା କ୍ଷତିପୂରଣ ଦେବେ ସରକାର

ମହାରାଷ୍ଟ୍ର : ‌ଅକ୍ଲାନ୍ତ ପରିଶ୍ରମ କରି ମହାରାଷ୍ଟ୍ରର ଚାଷୀମାନେ ପିଆଜ ଉତ୍ପାଦନ କରିଥିଲେ ମଧ୍ୟ ସେମାନଙ୍କୁ ଉଚିତ ଦାମ ମିଳୁନି। ପିଆଜ ଏତେ କମ ଦାମରେ ବିକ୍ରି ହେଉଛି ଯେ ଚାଷୀମାନେ ନିଜର ଉତ୍ପାଦନ ଖର୍ଚ୍ଚ ମଧ୍ୟ ପାଉନାହାନ୍ତି। ଏପରି ସ୍ଥିତିରେ…

ଆପଣ ପ୍ରଧାନମନ୍ତ୍ରୀ, ବିଧାତା ନୁହନ୍ତି: ରାହୁଲ୍‌ ଗାନ୍ଧୀଙ୍କୁ ବିଦ୍ରୂପ କରିଥିବା ମୋଦୀଙ୍କୁ କହିଲା କଂଗ୍ରେସ

ନୂଆଦିଲ୍ଲୀ: ସରକାରଙ୍କ ନୀତିକୁ ସମାଲୋଚନା କରିବା କ‌େବେଠାରୁ ଦେଶକୁ ସମାଲୋଚନା କରିବାରେ ପରିଗଣିତ ହେଲାଣି ବୋଲି ରବିବାର ଦିନ କଂଗ୍ରେସ ରାହୁଲ୍‌ ଗାନ୍ଧୀଙ୍କୁ ପରୋକ୍ଷରେ ବିଦ୍ରୂପ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କୁ ପଚ‌ାରିଛି। କର୍ଣ୍ଣାଟକରେ କଂଗ୍ରେସ ନେତା ପବନ ଖେରା କହିଛନ୍ତି,…

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଆବେଦନ: ଏପ୍ରିଲ ୧୮ରେ ସୁପ୍ରିମ୍‌କୋର୍ଟଙ୍କ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବ ଶୁଣାଣି

ନୂଆଦିଲ୍ଲୀ: ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପ୍ରସଙ୍ଗରେ ଚୂଡ଼ାନ୍ତ ଯୁକ୍ତି ଉପରେ ଏପ୍ରିଲ ୧୮ ତାରିଖରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ। ଏହି ବିଷୟରେ କୌଣସି ନିଷ୍ପତ୍ତି ସମାଜ ଉପରେ ବହୁତ ପ୍ରଭାବ ପକାଇବ ବୋଲି…

‘ନାଟୁ ନାଟୁ’ର ଲୋକପ୍ରିୟତା ବିଶ୍ବବିଦିତ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ‘ଶ୍ରେଷ୍ଠ ମୌଳିକ ଗୀତ’ ବର୍ଗରେ ଏକାଡେମି ପୁରସ୍କାର (ଓସ୍କାର୍‌) ପାଇଥିବା ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତର ‌ଜନପ୍ରିୟତା ବିଶ୍ବବିଦିତ ବୋଲି ଆଜି ଟୁଇଟ୍‌ ଆନନ୍ଦ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବିଭାଗରେ ‘ଓସ୍କାର୍‌’ ପାଇଲା ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଛି। ଏଥିସହ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍‌ଆର୍‌ଆର୍‌’ ଇତିହାସ…