ଦଶ ଦିନ ପରେ ଖୋଲିଲା କପିଳେଶ୍ବର ମନ୍ଦିର

ଭୁବନେଶ୍ୱର: ଖୋଲିଲା କପିଳନାଥ ମନ୍ଦିର । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ବିବାଦକୁ ନେଇ ମନ୍ଦିରରେ ପଡିଥିଲା ତାଲା । ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଠାକୁରଙ୍କ ସେବାକୁ ନେଇ ବିବାଦ ଦେଖାଦେଇଥିଲା ।…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ଶତାଧିକ କର୍ମୀ

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଆଜି ବିଭିନ୍ନ ଦଳର ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି | ଢେଙ୍କାନାଳ ଜିଲ୍ଲା ସହ କଟକ ଜିଲ୍ଲା ନିଆଳି ଅଞ୍ଚଳର ଅନେକ…

ସରକାର ଡାହାଣୀ ଗୁଣିଆ କାହାଣୀ କହୁଛନ୍ତି: ଜୟନାରାୟଣ

ଭୁବନେଶ୍ୱର: କୋର୍ଟଙ୍କ ରାୟ ନେଇ ବିରୋଧି ଦଳ ନେତା ଜୟନାରାୟଣ ମନ୍ତବ୍ୟ ଦେଇଛନ୍ତି । ସରକାର ଡାହାଣୀ ହୋଇ ଲାଗୁଛନ୍ତି ଏବଂ ଗୁଣିଆ ହୋଇ ଝାଡୁଛନ୍ତି । ସରକାରଙ୍କ ଦ୍ୱାରା ଘଟଣା ପୂରା ଡାହାଣୀ ଗୁଣିଆ କହାଣୀ ଲାଗୁଛି । ଷଡଯନ୍ତ୍ର…

ହୋଲି ପର୍ବରେ ଅଘଟଣ ଏଡ଼ାଇବା ପାଇଁ ୩୪୨ ଟି ଅଗ୍ନିଶମ କେନ୍ଦ୍ରକୁ ଆଲର୍ଟ : ଅଗ୍ନିଶମ ଡିଜି

କଟକ: ଦିନକ ପରେ ସାରା ରାଜ୍ୟରେ ପାଳିତ ହେବ ପବିତ୍ର ହୋଲି ପର୍ବ। କୋଭିଡ କଟକଣା ପାଇଁ ଗତ ତିନି ବର୍ଷ ହେବ ସେଭଳି ହୋଲି ଖେଳ ହୋଇ ପାରି ନାହିଁ। ତେଣୁ ଚଳିତ ବର୍ଷ ବେଶ ଧୁମଧାମରେ ହୋଲିଖେଳ ହେବ…

ମୋହନାର ଦାଦନ ଶ୍ରମିକଙ୍କୁ ତାମିଲନାଡୁରେ ହତ୍ୟା

ମୋହାନ: ଗଜପତି ମୋହନା ଅଞ୍ଚଳରେ ଥମୁନି ଦାଦନ ଦୁଃଖ । ଘଟୁଛି ଗୋଟିଏ ପରେ ଗୋଟିଏ ଘଟଣା ।କେବେ ହାତ ପାପୁଲି କଟାଯାଉଛି ତ କେବେ ଦିଆଯାଇଛି ଶାରୀରିକ ମାନସିକ ନିର୍ଯ୍ୟାତନା । ଆଉ ଏବେ ଆସିଛି ତାଠୁ ବଡ଼ ସାଂଘାତିକ…

ମହାରାଷ୍ଟ୍ରରୁ ଔରଙ୍ଗଜେବଙ୍କ କବର ଉଠାଇନିଅ : ଶିବସେନା ବିଧାୟକ

ମୁମ୍ବାଇ : ମହାରାଷ୍ଟ୍ରର ଔରଙ୍ଗାବାଦ ସହରକୁ ଛତ୍ରପତି ଶମ୍ଭାଜୀ ନଗରଭାବେ ନାମକରଣ କରାଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏଆଇଏମଆଇଏମ ପକ୍ଷରୁ ଏହାକୁ ବିରୋଧ କରାଯାଇଛି ଓ ଔରଙ୍ଗାବାଦ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଏହି ବିକ୍ଷୋଭକୁ…

ଇନଷ୍ଟାଗ୍ରାମ ବନ୍ଧୁଙ୍କ ଦ୍ୱାରା ହୁକ୍କା ବାରରେ ଦୁଷ୍କର୍ମର ଶିକାର ହେଲେ ଡାକ୍ତରଙ୍କ ନାବାଳିକା ଝିଅ

କାନପୁର: ଉତ୍ତରପ୍ରଦେଶର କାନପୁରରେ ଜଣେ ନାବାଳିକାଙ୍କୁ ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ପିଆଇବା ପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଜନୈକ ଡାକ୍ତର ଦମ୍ପତିଙ୍କ ଝିଅ ୧୬ ବର୍ଷୀୟା ନାବାଳିକା ସୋସିଆଲ ମିଡିଆ ପ୍ଲାଟଫର୍ମ…

ମହିଳା ପ୍ରିମିୟର୍ ଲିଗ୍: ଗୁଜରାଟଠୁ ବିଜୟ ଛଡ଼ାଇନେଲା ୟୁପି

ମୁମ୍ବାଇ: ଚଳିତ ମହିଳା ପ୍ରିମିୟର୍ ଲିଗ୍ (ଡବ୍‌ଲ୍ୟୁପିଏଲ୍‌)ରେ ରବିବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟସକୁ ୟୁପି ୱାରିୟର୍ସ ରୋମାଞ୍ଚକ ଭାବେ ୩ ୱିକେଟ୍‌ରେ ପରାସ୍ତ କରିଛି। ୧୭୦ ରନ୍‌କୁ ପିଛା କରି ୟୁପି ୨୦/୩ରେ ସଂଘର୍ଷ କରୁଥିବା ବେଳେ କିରଣ…

ପାକିସ୍ତାନ ନେତାଙ୍କୁ ଚପଲରେ ପିଟୁଛନ୍ତି ଲୋକେ !

ଇସ୍ଲାମାବାଦ : ପାକିସ୍ତାନରେ ଦରଦାମ ବୃଦ୍ଧି ଚରମ ସୀମାରେ ପହଞ୍ଚିଛି ଏବଂ ଲୋକଙ୍କ ହିନସ୍ତା କହିଲେ ନ ସରେ । ଅଟା ଓ ଡାଲି ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ତ ବଢିଯାଇଛି, ତାସହିତ ବଜାରରେ ଏଗୁଡ଼ିକର ଅଭାବ ମଧ୍ୟ…

‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ କାଲି ଲାଲୁ ଯାଦବଙ୍କୁ ଜେରା କରିବ ସିବିଆଇ

ପାଟନା: ‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ କାଲି ‘ଆର୍‌ଜେଡି’ର ମୁଖ୍ୟ ଲାଲୁ ଯାଦବଙ୍କୁ ଜେରା କରିବ ସିବିଆଇ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଆଜି ପଚରାଉଚରା କରିବା ପରେ କାଲି ଜେରା ପାଇଁ ଲାଲୁ ଯାଦବଙ୍କୁ ସିବିଆଇ ସମନ…