ଡ୍ରେନେଜ ଚ୍ୟାମ୍ବର ସଫା କରୁଥିବା ବେଳେ ଚାଲିଗଲା ୪ ଜଣଙ୍କ ଜୀବନ
ପୁଣେ : ପୁଣେର ବାରାମତୀ ତହସିଲରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ଥିବା ବ୍ରିଟିଶ ଅମଳର ଗୋଟିଏ ଡ୍ରେନେଜ ଚ୍ୟାମ୍ବର ସଫା କରୁଥିବା ବେଳେ ୪ ଜଣ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ଏହି ଚ୍ୟାମ୍ବରଟି ପ୍ରାଣ ହରାଇଥିବା ଜଣେ…
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଓ ଏନଏସଏଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ
ନୂଆଦିଲ୍ଲୀ : ଏପ୍ରିଲ ମାସରେ ଭାରତରେ ଆୟୋଜିତ ହେବ ସଙ୍ଘାଇ କୋପୋରେସନ ଅର୍ଗାନାଇଜେସନ(ଏସସିଓ) ସମ୍ମିଳନୀ। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବାକୁ ଭାରତ ସରକାର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଅସିଫ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସ୍ଏ)ଙ୍କୁ…
ଡ୍ରାଇଭର ସଂଘ ସହ ଆଲୋଚନାକୁ ଆମେ ଗୁରୁତ୍ବର ସହ ନେଉଛୁ: ପରିବହନ ମନ୍ତ୍ରୀ
ଭୁବନେଶ୍ବର: ରାତି ପାହିଲେ ଓଡ଼ିଶା ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବ। ମାର୍ଚ୍ଚ ୧୫ଠାରୁ ଆରମ୍ଭ ହେବାକୁ ଥିବା ଏହି ଆନ୍ଦୋଳନ ପାଇଁ ମହାସଂଘ ଚେତାବନୀ ଦେଇଛି। ତେବେ ଏହି ଆନ୍ଦୋଳନ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି…
ଜଙ୍ଗଲ ନିଆଁ ଲିଭାଉ ଲିଭାଉ ଜଳିଗଲା ବନ ବିଭାଗ ଜିପ୍
ସୁନ୍ଦରଗଡ଼ : ଜଙ୍ଗଲ ନିଆଁ ଲିଭାଉ ଲିଭାଉ ଜଳିଗଲା ବନ ବିଭାଗ ଜିପ୍। ଆଜି ଏପରି ଖବର ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ। ତେବେ ଜିପ୍ଟି ଜଙ୍ଗଲ ନିଆଁରେ ଜଳିଛି ନା କିଏ ନିଆଁ ଲଗାଇ ଦେଇଛି, ତାହା ଜଣାପଡ଼ି ନାହିଁ। ସୁନ୍ଦରଗଡ…
ନିଆଳିରେ ଅଜଣା ଜନ୍ତୁ ଆତଙ୍କ
ନିଆଳି: ନିଆଳି କଣ୍ଟାପଡ଼ାରେ ଅଜଣା ଜନ୍ତୁ ଆତଙ୍କ । ରାତିରେ ଗୁହାଳରେ ପଶି ମାରିଲା ମେଣ୍ଢା l କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଗାଁରେ ଘଟିଛି ଏପରି ଘଟଣା l ଗାଁର ଶରତ ଚୌଧୁରୀଙ୍କ ୧୦ଟି ମେଣ୍ଢାକୁ…
ଜଙ୍ଗଲରେ ନିଆଁ ଲଗାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ; ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ବର: ରାଜ୍ୟରେ ଚିନ୍ତା ବଢ଼ାଇଛି ଜଙ୍ଗଲ ନିଆଁ । ବିଭିନ୍ନ ସ୍ଥାନରେ ଲିଭୁନି ବନାଗ୍ନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭ଶହ ୫୭ଟି ସ୍ଥାନରେ ନିଆଁ ଲାଗିଛି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ସାଟେଲାଇଟ୍ ଚିତ୍ରରୁ ଏକଥା ଜଣା…
H3N2 ଭାଇରସ : ମନଇଚ୍ଛା ଆଣ୍ଟି ବୟୋଟିକ୍ ନ ଖାଇବାକୁ ସତର୍କ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟରେ ଇନଫ୍ଲୁଏଞ୍ଜା ଭୟ।ରାଜ୍ୟରେ ଏହାରି ଭିତରେ ଚିହ୍ନଟ ହେଲେଣି ୫୯ ରୋଗୀ । ସିମଟମ ବଢ଼ୁଥିବାରୁ ବଢ଼ାଯିବ ଆଇଏଲଏସ ସର୍ଭିଲାନ୍ସ । ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅନ୍ୟପଟେ ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ଔଷଧ…
ମାଟ୍ରିକ୍ ଡ୍ରପଆଉଟ୍ ପିଲାମାନେ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା
ଭୁବନେଶ୍ବର : ମାଟ୍ରିକ୍ ଡ୍ରପଆଉଟ୍ ପିଲାମାନେ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା। ଆଜି ବିଧାନସଭାରେ ଆଜି ଏନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ସେ କହିଛନ୍ତି, ୨୦୨୧-୨୨ ମସିହାରେ ମାଟ୍ରିକ୍ ପରୀକ୍ଷା ପାଇଁ ୫ ଲକ୍ଷ…
ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ – ତୁରନ୍ତ ଲକ୍ଷ୍ମୀ ମାର୍କେଟ ଉଚ୍ଛେଦ କରି ହସ୍ତାନ୍ତର କର
ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଏହି ଘଟଣାରେ ଆସିଛି ଟ୍ୱିଷ୍ଟ। ଉଚ୍ଛେଦ ହେବ ଲକ୍ଷ୍ମୀ ମାର୍କେଟ। ଉଚ୍ଛେଦ ପରେ ଏହାକୁ ତୁରନ୍ତ ହସ୍ତାନ୍ତର କରିବାକୁ ଶ୍ରୀମନ୍ଦି ପ୍ରଶାସନ ପକ୍ଷରୁ ଏପରି…
ପଶ୍ଚିମା ଝଡ଼ ପ୍ରଭାବରେ ୧୫ରୁ ୧୯ ପର୍ଯ୍ୟନ୍ତ ବର୍ଷା; ଭିଜିବ ସାରା ରାଜ୍ୟ
ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି (୧୫ ମାର୍ଚ୍ଚ/ ବୁଧବାର) ଠାରୁ ରାଜ୍ୟର ପାଗ ବଦଳିବ। ସାରା ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୧୫ ତାରିଖରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କୋରାପୁଟ,…