ଡ୍ରାଇଭର ସଂଘ ପକ୍ଷରୁ ଆସନ୍ତାକାଲିର ବନ୍ଦ ଡାକରାକୁ ସହଯୋଗ କରିବେନି ଅଟୋ ଚାଳକ
ଭୁବନେଶ୍ବର: ଡ୍ରାଇଭର ସଂଘ ପକ୍ଷରୁ ଆସନ୍ତାକାଲିର ବନ୍ଦ ଡାକରାକୁ ବିରୋଧ କରିଛି ନିଖିଳ ଓଡ଼ିଶା ଅଟୋ ମହାସଂଘ। ଆନ୍ଦୋଳନରୁ ଡ୍ରାଇଭର ଆସୋସିଏସନ ଓହରିବାକୁ ସଂଘ କହିଥିବା ବେଳେ ଆସନ୍ତାକାଲି ଆନ୍ଦୋଳନରେ ସହଯୋଗ କରିବେ ନାହିଁ ବୋଲି ସଂଘ କହିଛି। ଏନେଇ ନିଖିଳ…
୧୦ ବର୍ଷରେ ୭୮୪ ହାତୀ ମୃତ
ଭୁବନେଶ୍ବର: ୨୦୧୭-୧୮ରୁ ୨୦୨୧-୧୧ ବର୍ଷ ମଧ୍ୟରେ ରାଜ୍ୟର ୩୯ଟି ଜଙ୍ଗଲ ଡିଭିଜନରେ ବିଭିନ୍ନ କାରଣରୁ ୪୧୬ଟି ହାତୀ ମୃତ୍ୟୁବରଣ କରିଛନ୍ତି। ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରରେ ଉତ୍ତର ରଖି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦୀପ ଅମାତ…
ଅର୍ଚ୍ଚନା ନାଗ କେସର ଷ୍ଟାଟର୍ସ ରିପୋର୍ଟ ମାଗିଲେ ହାଇକୋର୍ଟ
କଟକ: ହାଇକୋର୍ଟରେ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ମାମଲାର ଶୁଣାଣି କରି କୋର୍ଟ ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ନୟାପଲ୍ଲୀ ଥାନାରେ ଅକ୍ଷୟ ପରିଜାଙ୍କ ମାମଲାର ରିପୋର୍ଟ ଦାଖଲ…
ସେବାଶ୍ରମରେ ଗରମ ଡାଲି ପଡ଼ି ଛାତ୍ର ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷୟିତ୍ରୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ନିଲମ୍ବିତ
କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳାସ୍ଥିତ ସେବାଶ୍ରମରେ ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟଣାରେ ଆଦିବାସୀ ଉନ୍ନୟନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି। ସେବାଶ୍ରମର ପ୍ରଧାନଶିକ୍ଷୟିତ୍ରୀ କାର୍ମେଲା ବିଲୁଙ୍ଗ ଓ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ…
ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବାକୁ ଏସ୍ଏଚଜିଙ୍କ ସହାୟତା ନିଆଯାଇଛି : ପ୍ରଦୀପ ଅମାତ
ଭୁବନେଶ୍ୱର: ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବାକୁ ଏସ୍ଏଚଜିଙ୍କ ସହାୟତା ନିଆଯାଇଛି । ବିଧାନସଭାରେ ପ୍ରଶ୍ନକାଳରେ ଉତ୍ତର ଦେଲେ ଜଙ୍ଗଳ ମନ୍ତ୍ରୀ ପ୍ରଦୀପ ଅମାତ । ଧାନ କାଟିଲା ପରେ ବଳକା ଅଂଶରେ ଚାଷୀଚ ନିଆଁ ଲଗାଇ ଦେଉଛି । ଯେଉଁଥି ପାଇଁ…
ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍
ନବରଙ୍ଗପୁର: ପୁଣି ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ନବରଙ୍ଗପୁର ଜିଲ୍ଲାରେ ହିନ୍ଦୀ ଓ ସଂସ୍କୃତ ପେପର୍ ପ୍ରଶ୍ନ ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମେ ହିନ୍ଦୀ ପ୍ରଶ୍ନପତ୍ର ଓ ପରେ ସଂସ୍କୃତ ପ୍ରଶ୍ନର ଅବଜେକଟିଭ୍ ଉତ୍ତର ଲିକ୍…
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତିନି ବର୍ଷରେ ୨୦୮୭ଟି ରାସ୍ତା ନିର୍ମାଣ ହୋଇଛି: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ବର: ଗତ ୩ ବର୍ଷରେ (୨୦୨୦-୨୦୨୩) ରାଜ୍ୟରେ ୨୪୨୨ କୋଟି ବ୍ୟୟରେ ୭୫୦ଟି ରାସ୍ତା ନିର୍ମାଣ ହୋଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ ବିଧାନସଭାରେ ସୂଚନା ଦେଇଛନ୍ତି। ଆଜି ଗୃହରେ ଏକ ମୁଲତବୀ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି,…
ଜୟନାରାୟଣ ମିଶ୍ରଙ୍କୁ ଆସନ୍ତା ୧୭ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
ଭୁବନେଶ୍ଵର: ବଢ଼ିଲା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଡୁଆ । ୨୦୧୮ ବିଜେପୁର ଉପନିର୍ବାଚନ ବେଳେ ହୋଇଥିବା ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ତାଙ୍କୁ ହାଜର ହେବାକୁ ନୋଟିସ୍ ହୋଇଛି । ଆସନ୍ତା ୧୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ…
ଭାରତ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ରେ: ଜୁନ୍ ୭ରୁ ଓଭାଲରେ ଅଷ୍ଟ୍ରେଲିଆ ସହ ଫାଇନାଲ୍
ଅହମଦାବାଦ: ଶେଷ ମ୍ୟାଚ୍କୁ ଅମୀମାଂସିତ ରଖିବା ପରେ ଭାରତ ଲଗାତାର ଚତୁର୍ଥ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଜିତିଛି। କିନ୍ତୁ ଖ୍ରୀଷ୍ଟଚର୍ଚ୍ଚରେ ଚାଲିଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଶ୍ରୀଲଙ୍କାର ପରାଜୟ ଯୋଗୁଁ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଦଳ ଆଇସିସି ବିଶ୍ବ…
‘ଯଦି ମୁଁ ଜେଲ ନଯିବି; ସେମାନେ ମୋତେ ହତ୍ୟା କରିବେ…’ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତାରେ କହିଲେ ଇମ୍ରାନ ଖାନ୍
ଲାହୋର/ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ତାଙ୍କ ଲାହୋର ବାସଭବନରୁ ଗିରଫ କରିବା ପାଇଁ ପାକିସ୍ତାନ ପୁଲିସର ପ୍ରୟାସକୁ ତାଙ୍କ ସମର୍ଥକମାନେ ଅବରୋଧ କରୁଥିବା ବେଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି, ଯେଉଁଥିରେ ସେ…