୩୩ ମିନିଟ୍ରେ ଆମେରିକାରେ ପଡ଼ିବ ଉତ୍ତର କୋରିଆରୁ ନିକ୍ଷେପ କରାଯାଉଥିବା ଆଣବିକ କ୍ଷେପଣାସ୍ତ୍ର: ଚୀନା ଅଧ୍ୟୟନ
ନୂଆଦିଲ୍ଲୀ: ଉତ୍ତର କୋରିଆରୁ ଆମେରିକାର ଦୂରତ୍ବ ସମୁଦାୟ ପୃଥିବୀର ଅଧା ହେଲେ ବି ଉତ୍ତର କୋରିଆ ନିକ୍ଷେପ କରୁଥିବା ‘ଇଣ୍ଟର୍କଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍’ ପ୍ରାୟ ୩୩ ମିନିଟ୍ରେ ଆମେରିକାର ‘ମେନ୍ଲାଣ୍ଡ୍’ରେ ପହଞ୍ଚି ପାରିବ ବୋଲି ଚୀନ୍ର ଏକ ଅଧ୍ୟୟନରୁ ଜଣାପଡ଼ିଛି। ‘ଓପେନ୍…
ଜଣେ ବଙ୍ଗାଳୀ ଶ୍ରମିକ କେରଳରେ ୭୫ ଲକ୍ଷ ଟଙ୍କା ମୂଲ୍ୟର ଲଟେରୀ ଜିତିବା ପରେ ପୁଲିସ ସୁରକ୍ଷା ଲୋଡ଼ିଲେ
ତିରୁବନନ୍ତପୁରମ: ପଶ୍ଚିମବଙ୍ଗର ଜଣେ ଶ୍ରମିକ କେରଳରେ ୭୫ ଲକ୍ଷ ଟଙ୍କା ମୂଲ୍ୟର ଲଟେରୀ ଜିତିଛନ୍ତି। ଲଟେରୀ ଜିତିବା ବିଷୟରେ ଜାଣିବା ପରେ ଶ୍ରମିକ ଜଣକ ସିଧା ପୁଲିସ ଷ୍ଟେସନକୁ ଯାଇ ତାଙ୍କର ସୁରକ୍ଷା ଦାବି କରିଛନ୍ତି | ସେ କହିଛନ୍ତି ଯେ…
‘ବିଜୟର ପ୍ରତୀକ’ ଭାବେ ‘ନିୟୁ ଟାୱାର୍ ଅଫ୍ ଲଣ୍ଡନ୍’ରେ ପ୍ରଦର୍ଶନ ହେବ ‘କୋହିନୂର’ ହୀରା
ଲଣ୍ଡନ୍: ସର୍ବସାଧାରଣଙ୍କ ନିମନ୍ତେ ମେ’ ମାସରେ ଉନ୍ମୁକ୍ତ ହେବାକୁ ଥିବା ‘ଟାୱାର୍ ଅଫ୍ ଲଣ୍ଡନ୍’ରେ ବ୍ରିଟେନ୍ ରାଜାଙ୍କ ରତ୍ନର ନୂତନ ପ୍ରଦର୍ଶନରେ ‘ବିଜୟର ପ୍ରତୀକ’ ଭାବେ ‘କୋହିନୂର୍’ ହୀରା ପ୍ରଦର୍ଶନ କରାଯିବ। ବ୍ରିଟେନ୍ ରାଜପ୍ରାସାଦଗୁଡ଼ିକର ପରିଚାଳନା କରୁଥିବା ଦାତବ୍ୟ ସଂସ୍ଥାନ ‘ହିଷ୍ଟୋରିକ୍…
ଦିଲ୍ଲୀ ବିଧାନସଭାରେ ହଟ୍ଟଗୋଳ; ଗୃହରୁ ବାହାରି ଯିବାକୁ ୩ ‘ବିଜେପି’ ବିଧାୟକଙ୍କୁ ଆଦେଶ ଦେଲେ ବାଚସ୍ପତି
ନୂଆଦିଲ୍ଲୀ: ଉପରାଜ୍ୟପାଳ ଭି. କେ. ସାକ୍ସେନା ଉଦ୍ବୋଧନ ଦେବା ବେଳେ ‘ବିଜେପି’ ଓ ‘ଆପ୍’ ବିଧାୟକମାନେ ପରସ୍ପର ବିରୋଧରେ ସ୍ଲୋଗାନ୍ ଦେବାରୁ ଦିଲ୍ଲୀ ବିଧାନସଭାରେ ବଡ଼ ଗୋଳମାଳିଆ ପରିସ୍ଥିତିରେ ଆଜି ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦିଲ୍ଲୀ ‘ବିଜେପି’ ସଭାପତି ଆଦେଶ…
କେନ୍ଦ୍ରମନ୍ତ୍ରୀଙ୍କ ଭଉଣୀ ବିବାହ ଭୋଜିରେ ପ୍ରଧାନମନ୍ତ୍ରୀଙ୍କ ସମେତ ପହଞ୍ଚିଥିଲେ ଏହି ସବୁ ମାନ୍ୟଗଣ୍ୟ ବ୍ୟକ୍ତି
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀଙ୍କ ଭଉଣୀ ବିବାହରେ ବଡ଼ବଡ଼ ରାଜନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ନିମନ୍ତ୍ରଣ ରକ୍ଷା କରି ପହଞ୍ଚିଥିଲେ। ରାଜଧାନୀ ନୂଆଦିଲ୍ଲୀରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ରାଜ୍ୟ ମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ବଙ୍ଗଳାରେ ସାନ ଭଉଣୀର ରିସେପସନ ପାଇଁ ବଡ଼ ଭୋଜିର…
ଯୋଗୀ ସରକାର : ୬ ବର୍ଷରେ ୧୦ ହଜାର ଏନକାଉଣ୍ଟର, ୧୭୮ ଅପରାଧୀ ମୃତ
ଲକ୍ଷ୍ନୌ : ପ୍ରୟାଗରାଜର ଉମେଶ ପାଲ ହତ୍ୟା କାଣ୍ଡ ପରେ ଉତ୍ତରପ୍ରଦେଶ ପୁଲିସର ଏନକାଉଣ୍ଟର ପୁଣି ଥରେ ଚର୍ଚ୍ଚାରେ ରହିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟରରେ ନିପାତ କରିଥିଲା । ଅନ୍ୟ ଫେରାର ଅଭିଯୁକ୍ତ ମାନେ…
ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ୧୦୦ରୁ ଅଧିକ ନମ୍ବର ରଖିଲେ ପିଲା
ମୁମ୍ବାଇ : ପରୀକ୍ଷାରେ ପଡ଼ଥିଲା ୧୦୦ ମାର୍କର ପ୍ରଶ୍ନ। ହେଲେ ଅନେକ ପିଲା ୧୦୦ରୁ ଅଧିକ ନମ୍ବର ପାଇଛନ୍ତି। କିଏ ୧୦୪ ପାଇଛି ତ ଆଉ କିଏ ୧୧୫। ଏହା ପୁଣି କୌଣସି ଛୋଟ ଶିକ୍ଷାନୁଷ୍ଠାନରେ ଘଟିନାହିଁ। ମୁମ୍ବାଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ…
ସ୍ପାଇନିଶ ଫ୍ଲୁ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ଦେଖିଥିବା ମହିଳା ୧୨୧ ବର୍ଷରେ ଆଖି ବୁଜିଲେ
ନୂଆଦିଲ୍ଲୀ : ମହାମାରୀ ସ୍ପାଇନିଶ ଫ୍ଲୁ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟଙ୍କର ଦୃଶ୍ୟକୁ ନିଜ ଆଖିରେ ଦେଖିଥିବା ମହିଳା ଆଉ ନାହାନ୍ତି। ୧୨୧ ବର୍ଷୟ ବୟସରେ ନାଗାଲାଣ୍ଡରେ ରହୁଥିବା ଏହି ମହିଳାଙ୍କ ଦେହାନ୍ତ ହୋଇଛି। ପୁପିରେଇ ଫୁଖା ଏତେ ଦିନ ବଞ୍ଚିଥିଲେ…
ରାହୁଳଙ୍କୁ ସଂସଦରେ କୁହାଇ ନେଦବାକୁ ପଣ କରିଛି ବିଜେପି, କଂଗ୍ରେସ ବି ନଛୋଡ଼ ବନ୍ଧା
ନୂଆଦିଲ୍ଲୀ : ନିଜ ନିଜ ଜିଦରେ ଅଟଳ କଂଗ୍ରେସ ଓ ବିଜେପି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଅଚଳ ହେଲା ସଂସଦର ଉଭୟ ସଦନର କାର୍ଯ୍ୟ। ଲଣ୍ଡନରେ ଭାରତର ଗଣତନ୍ତ୍ରକୁ ନେଇ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ନେଇ ଆଟାକିଂ ମୁଡରେ…
ଆଉ ୫ ଦିନ ସିସୋଦିଆଙ୍କୁ ରିମାଣ୍ଡରେ ନେଲା ଇଡି
ନୂଆଦିଲ୍ଲୀ : ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଆଉ ୫ ଦିନ ପାଇଁ ନିଜ ହେପାଜତକୁ ନେଇଛି ଇଡି। ଦିଲ୍ଲୀର ଗୋଟିଏ କୋର୍ଟ ଆଜି ସିସୋଦିଆଙ୍କୁ ଆଉ ୫…