ହୋଲି ପାଇଁ ୧୪୪ ଧାରା ଜାରି
ଜୟପୁର : ହୋଲି ଖେଳକୁ ନେଇ ଲାଗୁ ହେଲା କଟକଣା। ପ୍ରଶାସନ ଜାରି କଲେ ୧୪୪ ଧାରା। ରାଜସ୍ଥାନର ବାଡମୋରାରେ ହୋଲିକୁ ନେଇ ନିଆଯାଇଥିବା ଏଭଳି ଏକ ନିଷ୍ପତ୍ତିକୁ ନେଇ ବିବାଦ ଘନେଇବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଏଠାରେ ୧୪୪ ଧାରା…
ମାର୍ଚ୍ଚ ୧୨ରେ କର୍ଣ୍ଣାଟକ ଯିବେ ପ୍ରଧାନମନ୍ତ୍ରୀ, ଆଗକୁ ନିର୍ବାଚନ
ବେଙ୍ଗାଲୁରୁ : ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ରହିଛି। ପ୍ରଚାର ପାଇଁ ସବୁ ଦଳ ତତ୍ପର ହେଉଥିବା ବେଳେ ଆସନ୍ତା ମାର୍ଚ୍ଚ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମାଣ୍ଡିଆ ଏବଂ ହୁବୁଲି-ଧରୱାଡ ଜିଲ୍ଲା ଗସ୍ତରେ ଯିବେ। କେନ୍ଦ୍ର ସଂସଦୀୟ ବ୍ୟାପାର…
ବଢ଼ିଲା କଙ୍ଗନାଙ୍କ ଅଡୁଆ! ଜାବେଦଙ୍କୁ ମିଳିଲା ମଞ୍ଜୁରୀ
ମୁମ୍ବାଇ : ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ। ସେ ସର୍ବଦା ନିଜ ରୋକଠୋକ ମନ୍ତବ୍ୟ ପାଇଁ ବେଶ୍ ଜଣାଶୁଣା। ସେ ଅଧିକାଂଶ ପ୍ରସଙ୍ଗରେ ନିଜ ମତ ରଖନ୍ତି। କିନ୍ତୁ ବେଳେ ବେଳେ ଏହା ତାଙ୍କ ଉପରେ ଭାରି ପଡିଯାଏ। ଏହାକୁ…
ଦେଶର ଗଣତନ୍ତ୍ର ଢାଞ୍ଚା ପ୍ରତି ନିଷ୍ଠୁର ଆକ୍ରମଣ କରାଯାଉଛି: ରାହୁଲ ଗାନ୍ଧି
ନୂଆଦିଲ୍ଲୀ : ଭାରତର ଗଣତନ୍ତ୍ରର ଢାଞ୍ଚା ଗୁଡ଼ିକ ଅତି ନିଷ୍ଠୁର ଆକ୍ରମଣରେ ଶିକାର ହେଉଛି। ଆଉ ବିରୋଧୀମାନେ ଗଣତନ୍ତ୍ର ସଂସ୍ଥା ଗୁଡ଼ିକର ସୁରକ୍ଷା ପାଇଁ ଉଦ୍ୟମ କରୁଛନ୍ତି। ବ୍ରିଟେନରେ ଏକ ଅଧିବେଶନରେ ଭାରତୀୟ ସାମ୍ବାଦିକ ସଙ୍ଘକୁ ଏହା କହିଛନ୍ତି କଂଗ୍ରେସ ନେତା…
ପ୍ରତୀକ୍ଷାର ଅନ୍ତ : ରଙ୍ଗେଇଲୁଣ୍ଡାରୁ ଉଡ଼ିଲା ବିମାନ
ବ୍ରହ୍ମପୁର : ଅନେକ ଦିନର ପ୍ରତୀକ୍ଷା ପରେ ଶେଷରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡାରୁ ଉଡ଼ିଲା ବିମାନ। ବିମାନସେବା ଉଡାଣର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରଙ୍ଗେଇଲୁଣ୍ଡାରୁ ୯ ସିଟ୍ ବିଶିଷ୍ଟ ଏକ ବିମାନ ଉଡ଼ାଣ ଭରିଛି ।…
ଡବ୍ଲୁପିଏଲରେ ଛକା ଓ ଚୌକା ବର୍ଷା ପଛର ରହସ୍ୟ
ମୁମ୍ବାଇ: ପୁରୁଷ କ୍ରିକେଟରଙ୍କ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଥିବା ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍) ଆରମ୍ଭର ଠିକ୍ ୧୫ ବର୍ଷ ପରେ ଶନିବାରଠାରୁ ମହିଳା ପ୍ରିମିୟର୍ ଲିଗ୍ (ଡବଲ୍ୟୁପିଏଲ୍)ର ଶୁଭାରମ୍ଭ ହୋଇଛି। ତେବେ ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ…
ଫୋନ୍ରେ ନୁହେଁ ତାଙ୍କ ମନରେ ‘ପେଗାସସ୍’ ଅଛି: ରାହୁଲ୍ ଗାନ୍ଧୀଙ୍କୁ ସମାଲୋଚନା କରି କହିଲେ ଶିବରାଜ ଚୌହାନ୍
ଭୋପାଳ: ଫୋନ୍ରେ ନୁହେଁ ତାଙ୍କ ମନରେ ‘ପେଗାସସ୍’ ଥିବା କଥା ଶନିବାର ଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ସମାଲୋଚନା କରି କହିଛନ୍ତି। ସୂଚନାଯୋଗ୍ୟ, ଇଜ୍ରାଏଲୀୟ ‘ସ୍ପାଏୱେର୍’ ‘ପେଗାସସ୍’ ମାଧ୍ୟମରେ ତାଙ୍କ ଫୋନ୍ କଲ୍…
ଉମେଶ ପାଲ୍ ହତ୍ୟା ଘଟଣା: କ୍ରେଟା କାରର ମାଲିକକୁ ଖୋଜି ବାହାର କଲା ପୁଲିସ
ପ୍ରୟାଗରାଜ: ‘ବିଏସ୍ପି’ ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍ ହତ୍ୟା ମାମଲାରେ ଏବେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଉମେଶଙ୍କୁ ଗୁଳି କରିିଥିବା ସୁଟର ଯେଉଁ ଗାଡ଼ି ବ୍ୟବହାର କରୁଥିଲା, ତାହା ଅତୀକଙ୍କ…
‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଥିବା ବ୍ୟାନର ଲଗାଇବାରୁ ଦିଲ୍ଲୀ ସ୍କୁଲ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: ‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଥିବା ବ୍ୟାନର ଲଗାଇବାରୁ ଦିଲ୍ଲୀର ଏକ ସ୍କୁଲ ବିରୋଧରେ ମାମଲା ରୁଜୁ। ଶନିବାର ଉତ୍ତର-ପୂର୍ବ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଥିବା ଦିଲ୍ଲୀ ସରକାରୀ ବିଦ୍ୟାଳୟର ଫାଟକରେ ‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଥିବା…
ଧୂଳି ଉଡ଼େଇ ପର୍ଯ୍ୟଟକଙ୍କ ଗାଡ଼ିକୁ ଓଲଟାଇବାକୁ ଧାଇଁ ଆସିଥିଲା ହାତୀ: ଘଟଣାସ୍ଥଳରୁ ଜୀବନ ବଞ୍ଚାଇ ଦୌଡ଼ିଲେ ଲୋକେ
ନୂଆଦିଲ୍ଲୀ: ପର୍ଯ୍ୟଟକମାନେ ଚିଡ଼ିଆଖାନରେ ପଶୁପକ୍ଷୀଙ୍କୁ ଅତି ନିକଟରୁ ଦେଖିବାର ମଜା ନେବା ପାଇଁ ଜଙ୍ଗଲ ସଫାରି ବାଛି ଥାଆନ୍ତି। କିନ୍ତୁ ସମୟସମୟରେ ଏହି ଜଙ୍ଗଲ ସଫାରି ବେଳେ ପର୍ଯ୍ୟଟକମାନେ ହିଂସ୍ରଜନ୍ତୁମାନଙ୍କ ଆକ୍ରମଣର ଶିକାର ହୋଇଥିବାର ଅନେକ ଘଟଣା ସୋସିଆଲ ମିଡିଆରେ ଦେଖିବାକୁ…