ଜାନୁଆରି- ଫେବ୍ରୁଆରି; ୨୬୪ ଜିଲ୍ଲାରେ ବୁନ୍ଦାଏ ବି ବର୍ଷା‌ ନାହିଁ

ନୂଆଦିଲ୍ଲୀ: ଦେଶର ୮୫ ପ୍ରତିଶତ ଅଞ୍ଚଳରେ ବର୍ଷର ପ୍ରଥମ ଦୁଇ ମାସରେ ସ୍ବାଭାବିକଠାରୁ ଖୁବ୍‌ କମ୍ ବର୍ଷା ହୋଇଛି। ସବୁଠି ବର୍ଷା ଅଭାବ ଦେଖିବାକୁ ମିଳିଛି। ଉତ୍ତର ଭାରତରେ ପଂଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଜମ୍ମୁ କାଶ୍ମୀର, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ…

କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ବକ୍ତୃତା ଦେବା ଲାଗି ନୂଆ ରୂପେନେଇ ଇଂଲଣ୍ଡରେ ପହଞ୍ଚିଲେ ରାହୁଳ

ନୂଆଦିଲ୍ଲୀ: କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ବକ୍ତୃତା ଦେବା ଲାଗି ଆଜି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଇଂଲଣ୍ଡ୍‌ରେ ପହଞ୍ଚିଛନ୍ତି। ଏଥିପାଇଁ ରାହୁଲ୍‌ ତାଙ୍କର ବେଶଭୂଷା ପରିବର୍ତ୍ତନ କରିଛନ୍ତି। ‘ଭାରତ ଯୋଡ଼ୋ ଯାତ୍ରା’ ବେଳେ ରାହୁଲ୍‌ ବଢ଼ାଇ ଥିବା ଦାଢ଼ିକୁ ଅଳ୍ପ ରଖି କାଟି…

ରାଷ୍ଟ୍ରପତିଙ୍କ ପାଖକୁ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଇସ୍ତଫାପତ୍ର ପଠାଇଲେ ଦିଲ୍ଲୀର ଉପରାଜ୍ୟପାଳ

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ସହିତ ସେ ସବୁକୁ ଗ୍ରହଣ କରାଯାଉ ବୋଲି ସୁପାରିସ କରିଥିବା କଥା ସରକାରୀ ଅଧିକାରୀମାନେ…

ଉମେଶ ପାଲ୍‌ ହତ୍ୟା ମାମଲା: ଭଙ୍ଗା ହେଲା ପ୍ରୟାଗରାସ୍ଥିତ ଗ୍ୟାଙ୍ଗ୍‌ଷ୍ଟର୍‌ ଆତିକ୍‌ ଅହମଦ୍‌ଙ୍କ ସହଯୋଗୀଙ୍କ ଘର

ପ୍ରୟାଗରାଜ: ଉମେଶ ପାଲ୍‌ ହତ୍ୟା ମାମଲାର ଅଭିଯୁକ୍ତ କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର୍‌ ଆତିକ୍‌ ଅହମଦ୍‌ଙ୍କର ଜଣେ ସହଯୋଗୀଙ୍କ ଘରକୁ ଆଜି ‘ପ୍ରୟାଗରାଜ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟି’ ଭାଙ୍ଗିବା ଆରମ୍ଭ କରିଛି। ଆତିକ୍‌ଙ୍କ ଭାଇ ଅଶରଫ୍‌ଙ୍କ ନାଁ ବି ଏହି ମାମଲାରେ ଥିବା ଜଣାପଡ଼ିଛି। ପ୍ରୟାଗରାଜର…

ସୌରଭ ଭରଦ୍ୱାଜ ଏବଂ ଆତିଶିଙ୍କୁ ମନ୍ତ୍ରୀ ପାଇଁ ସୁପାରିଶ କଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀର ଆମ ଆଦମୀ ପାର୍ଟି(ଆପ) ସରକାରଙ୍କୁ ଲାଗିଛି ଜୋରଦାର ଝଟ୍‌କା। ଦୁର୍ନୀତି ଜାଲରେ ଦଳର ଦୁଇ ହେବିୱେଟ ନେତା ଛନ୍ଦି ହେବା ପରେ ଚିନ୍ତା ବଢ଼ିଛି। ମୁଖ୍ୟତ ସମ୍ପୃକ୍ତ ୨ ନେତା ତଥା ଆପ୍‌ ସରକାରଙ୍କର ଦୁଇ କ୍ୟାବିନେଟ…

ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦର, ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ : ଦେଶରେ ବଢ଼ିବାରେ ଲାଗିଛି ଏଲପିଜି ସିଲିଣ୍ଡର ଦାମ୍‌ । ପୁଣି ଥରେ ଦେଶରେ ଏଲପିଜି ସିଲିଣ୍ଡର ଦାମ୍‌ ବୃଦ୍ଧି ପାଇଛି । ଯାହାଦ୍ୱାରା ଖାଉଟି ମାନେ ଚିନ୍ତାରେ ପଡ଼ିଛନ୍ତି। ସାରା ଦେଶରେ ରନ୍ଧନ ଗ୍ୟାସର ଦାମ୍‌ ୧୦୦୦ ଟଙ୍କା…