ପାୱାର ଚ୍ୟାନେଲକୁ ଡେଇଁଥିବା ଭିସୁଟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ପାୱାର ଚ୍ୟାନେଲକୁ ଡେଇଁ ଗତକାଲିଠୁ ନିଖୋଜ ଥିବା ବୁର୍ଲା ଭିସୁଟ ଛାତ୍ରୀଙ୍କ ମୃତଦେହ ଆଜି ଠାବ ହୋଇଛି। ଅଗ୍ନିଶମ କର୍ମଚାରୀ ଗତକାଲି ରାତିରୁ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଆଜି ପୂର୍ବାହ୍ନ ପ୍ରାୟ ୯ଟା ପରେ ଚିନ୍ମୟୀ ପ୍ରିୟଦର୍ଶିନୀ…

‘ମୋ’ ଝିଅ ଆତ୍ମହତ୍ୟା କରିନି, ତାକୁ ତଣ୍ଟି ଚିପି ମାରି ଦେଇଛନ୍ତି’

ସମ୍ବଲପୁର : ‘ମୋ’ ଝିଅ ବହୁତ ଷ୍ଟ୍ରଙ୍ଗା। ସେ କେବେବି ଆତ୍ମହତ୍ୟା କରିବନି। ଜୋରଜବରଦସ୍ତ ତଣ୍ଟି ଚିପି ତାକୁ ମାରିଦେଇଛନ୍ତି। କେବଳ ଜଣଙ୍କ ଦ୍ୱାରା ବି ଏହା ସମ୍ଭବ ନୁହେଁ, ଏଥିରେ ଆହୁରି କିଛି ଜଣଙ୍କ ସମ୍ପୃକ୍ତି ରହିଛି। ’ ନିଖୋଜ…

ସିସୋଦିଆଙ୍କ ପାଖରେ ଥିଲା ୧୮ଟି ବିଭାଗ , ଏବେ ସମ୍ଭାଳିବେ ୨ ମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ସିବିଆଇ ରବିବାର ଗିରଫ କରଥିଲା। ଆଜି ସିସୋଦିଆ ଦିଲ୍ଲୀ ସରକାରର ସମସ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଙ୍କୁ ତାଙ୍କ ଇସ୍ତଫାପତ୍ର…

ଇଣ୍ଟରନେଟ ଶଟଡାଉନ କରିବାରେ ଭାରତ ବିଶ୍ୱରେ ୧ନଂ

ନୂଆଦିଲ୍ଲୀ : ଡିଜିଟାଲ ଇଣ୍ଡିଆ ଓ ଜିଡିଟାଲ କାରବାର କଥା କହୁଥିବା ଭାରତରେ ଇଣ୍ଟରନେଟକୁ କେମିତି ବନ୍ଦ କରାଯାଉଛି, ତା’ର ରିପୋର୍ଟ ସାମ୍ନାକୁ ଆସିଛି। ୨୦୨୨ ବର୍ଷରେ ସମଗ୍ର ବିଶ୍ୱରେ ଭାରତ ଏମିତି ଏକ ଦେଶ ଯେଉଁଠି ସର୍ବାଧିକ ଥର ଇଣ୍ଟରନେଟ…

ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ୍‌, ୧ମ ଦିନ: ଭାରତ ୧୦୯ରେ ଅଲ୍‌ଆଉଟ୍‌

ଇନ୍ଦୋର୍‌: ଆଜି ଇନ୍ଦୋରସ୍ଥିତ ହୋଲ୍‌କର୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ‘ବର୍ଡର୍‌ ଗାଭାସ୍କର୍‌ ଟ୍ରଫି ୨୦୨୩’ର ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତୀୟ ଟିମ୍‌କୁ ୧୦୯ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ଅଷ୍ଟ୍ରେଲିଆ ବ୍ୟାଟିଙ୍ଗ୍‌ ଜାରି ରଖିଛି। ସଦ୍ୟତମ ସୂଚନା ଅନୁସାରେ, ଏଯାବତ୍‌ ୧୮…

ଭାରତ ଉପରେ ପାକିସ୍ତାନ ଉଡ଼ାଉଛି ଚୀନ ନିର୍ମିତ ଗୁପ୍ତଚର ଡ୍ରୋନ

ନୂଆଦିଲ୍ଲୀ : ପାକିସ୍ତାନପଟୁ ଡ୍ରୋନଗୁଡ଼ିକ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଭାରତ ଭିତରକୁ ଆସୁଛି । ପୁଣି ଭାରତ ଉପରେ ନିଜର ରଖିବାକୁ ପାକିସ୍ତାନ ଚୀନ ନିର୍ମିତ ଡ୍ରୋନ ବ୍ୟବହାର କରୁଛି । ଆହୁରି ଚିନ୍ତାଜନକ ବିଷୟ ହେଉଛି ପଞ୍ଜାବରେ ପୁଣି ଖଲିସ୍ତାନ ଆନ୍ଦୋଳନ…

ବିଜେପିରେ ମିଶିବେ ବେଙ୍ଗାଲୁରର ପୂର୍ବତନ ପୁଲିସ କମିଶନର

ବେଙ୍ଗାଲୁରୁ : ବିଜେପିରେ ମିଶିବେ ପୂର୍ବତନ ଆଇପିଏସ ବାବୁ। ବେଙ୍ଗାଲୁରୁର ପୂର୍ବତନ ପୁଲିସ କମିଶନର ବିଜେପିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ମଙ୍ଗଳବାର ବେଙ୍ଗାଲୁରୁର ପୂର୍ବତନ ପୁଲିସ କମିଶନର ଭାସ୍କର ରାଓ ରାଜ୍ୟ ରାଜସ୍ୱ ମନ୍ତ୍ରୀ ଆର ଅଶୋକାଙ୍କୁ ଭେଟିବା ପରେ…

ଆକ୍ସନ ମୁଡ୍‌ରେ ତାଲିବାନ, IS ଖୁରାସାନ ମିଲିଟାରୀ ମୁଖ୍ୟକୁ କଲା ହତ୍ୟା

ନୂଆଦିଲ୍ଲୀ : ଇସ୍‌ଲାମିକ ଷ୍ଟେଟ୍ ଖୁରାସାନ ଉପରେ ବଡ଼ ଆକ୍ସନ ନେଇଛି ଆଫଗାନିସ୍ତାନର ତାଲିବାନ ସରକାର। ISKPର ମିନିଷ୍ଟର ଅଫ୍ ୱାର ତଥା ମିଲିଟାରୀ ଚିଫ୍ କାରୀ ଫତେହକୁ ହତ୍ୟା କରିଛି ତାଲିବାନ୍। କାରୀ ଫତେହକୁ ୟୁଏନ୍‌ଏସ୍‌ସି ମନିଟରିଂ ଟିମ୍ ମେ’…

ଓୱେସୀ ହେଉଛନ୍ତି ସବୁଠାରୁ ବଡ଼ ଗୋ ହତ୍ୟାକାରୀ: ଟି.ରାଜା ସିଂହ

ହାଇଦ୍ରାବାଦ : ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ତେଲେଙ୍ଗାନା ବିଧାୟକ ଟି ରାଜା ସିଂ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏହି ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ଆଗରୁ ବିଜେପିରୁ ନିଲମ୍ବିତ କରାଯାଇଛି। ଏବେ ସେ…

‌ଖଲି‌ସ୍ତାନୀ ନେତା ଅମୃତ ପାଲ ସିଂହଙ୍କୁ ପାଣ୍ଠି ଦେଉଛି ଆଇଏସଆଇ !

ଚଣ୍ଡୀଗଡ଼ : ପଞ୍ଚାବରେ ଆତଙ୍କ ସୃଷ୍ଟି କରିଥିବା ‌‌ଖଲି‌ସ୍ତାନୀ ନେତା ଅମୃତ ପାଲ ସିଂହଙ୍କୁ ନେଇ ପୁଲିସ ଏବଂ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି। ଅମୃତ ପାଲ ଆଏସଆଇ ଏଜେଣ୍ଟଠାରୁ ଅର୍ଥ ପାଉଥିବା ଗୋଇନ୍ଦା ବିଭାଗ ସନ୍ଦେହ କରୁଛି। ‌ଖଲିସ୍ଥାନୀ ଆନ୍ଦୋଳନକୁ…