
ସୂଚନା ମୁତାବକ, ଚଢ଼ାଉ ବେଳେ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି ଙ୍କ ଭଡ଼ାଘରୁ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ସହ ଏକାଧିକ ବ୍ୟାଙ୍କ୍ ଏକାଉଣ୍ଟର ପାସ୍ ବୁକ ଓ ୩୦ ଟି ଏଟିଏମ୍ ଜବତ କରିଛି ଭିଜିଲାନ୍ସ । ଏଥିସହ ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ମିଳିଥିବା ସୂଚନା ମିଳିଛି । ଭିଜିଲାନ୍ସର ୮ ଟି ଟିମ୍ ଏହି ଚଢାଉ ଜାରି ରଖିଛି ।