Month: July 2026

ବ୍ୟାଙ୍କରେ ଖାତା ଖୋଲି ୪୪ ଶ୍ରମିକ ଠକେଇର ଶିକାର, ଆକାଉଣ୍ଟରେ କୋଟି କୋଟି ଟଙ୍କାର ନେଣଦେଣ

ଢେଙ୍କାନାଳ : ଚାକିରି ଲୋଭରେ ବ୍ୟାଙ୍କରେ ଖାତା ଖୋଲି ୪୪ ଜଣ ଶ୍ରମିକ ଠକେଇର ଶିକାର । ରାଜ୍ୟ ଓ ରାଜ୍ୟ ବାହାରୁ ଆକାଉଣ୍ଟରେ ହୋଇଛି କୋଟି କୋଟି ନେଣଦେଣ । ଏଭଳି ଠକାମୀର ଶିକାର ହୋଇଛନ୍ତି ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକର…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ, କଟ୍ ଅଫରେ ରେଭେନ୍ସା ସବୁଠୁ ଆଗରେ

ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ ଦୁଇ ମେରିଟ୍ ଲିଷ୍ଟ । ରାଜ୍ୟରେ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । କଟ୍ ଅଫ୍ ଶୀର୍ଷରେ ରହିଛି ରେଭେନ୍ସା । କଳାରେ ୮୧%, ବାଣିଜ୍ୟରେ ୮୨.୪୦%…

ଭୁବନେଶ୍ବର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲରେ ଧମକ

ଭୁବନେଶ୍ବର: ଭୁବନେଶ୍ବର କୋର୍ଟକୁ ବୋମା ଧମକ । କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲରେ ଧମକ ଆସିଛି । ଧମକ ମିଳିବା ପରେ କୋର୍ଟ ପରିସରରେ ହଇଚଇ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ, ସନ୍ଧାନୀ କୁକୁର ଓ…

ଭିଜିଲାନ୍ସ ଜାଲରେ ରେଞ୍ଜର, ୪ଟି ସ୍ଥାନରେ ଚଢ଼ାଉ

କେନ୍ଦ୍ରାପଡ଼ା : ଭିଜିଲାନ୍ସ ଜାଲରେ ରେଞ୍ଜର । କେନ୍ଦ୍ରାପଡ଼ା ବନାଞ୍ଚଳର ବନପାଳ ରବୀନ୍ଦ୍ର କୁମାର ନାୟକଙ୍କ ଘରେ ଚଢାଉ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚାଲିଛି…

ଛାତ୍ର ଉପରେ ମାଡ଼ିଗଲା ବସ୍ , ଘଟଣାସ୍ଥଳରେ ଚାପା ଉତ୍ତେଜନା

ବରଗଡ଼: ଛାତ୍ର ଉପରେ ମାଡ଼ିଗଲା ବସ୍ । ବରଗଡ଼ ସହର ସ୍ଥିତ ଗାନ୍ଧୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତ ଛାତ୍ର ହେଲେ ରଗବିନ । ରଗବିନ୍ ସ୍କୁଲ ଯାଉଥିବା ବେଳେ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା ।…

ଝାଞ୍ଜ ପାହାଡରୁ ୨ ଯୁବକ ନିଖୋଜ

ପଦ୍ମପୁର: ଝାଞ୍ଜ ପାହାଡରୁ ୨ ଯୁବକ ନିଖୋଜ । ପଦ୍ମପୁର ଉପଖଣ୍ଡ ବରିହାପାଲି ପଞ୍ଚାୟତର ଝାଞ୍ଜ ପାହାଡରୁ ୨ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ରାଜ ମଲ୍ଲିକ ଓ ଗଣେଶ ଡୁଡୁକା । ସୂଚନାଅନୁଯାୟୀ, କନସିଂହା ଗାଁର…

ଭିଜିଲାନ୍ସ ଜାଲରେ ଜୟପୁର ମାଇନ୍ସ ଡେପୁଟି ଡିରେକ୍ଟର, ୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଜୟପୁର : କୋରାପୁଟ ଭିଜିଲାନ୍ସର ବଡ଼ ଆକ୍ସନ । ଧରାପଡିଲେ ଖଣି ଉପନିର୍ଦ୍ଦେଶକ । ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ । ଜୟପୁର ମାଇନ୍ସ ଡେପୁଟି ଡିରେକ୍ଟର ସତ୍ୟଜିତ ରାଉତଙ୍କ ଘରେ ଚଢ଼ାଉ ବେଳେ ମିଳିଲା ଆଉ…

ବୃଦ୍ଧଙ୍କୁ ଘରୁ ଟାଣି ଆଣି ଦଳି ଦେଲା ଦନ୍ତା

ବଣାଇ : କେବଲାଙ୍ଗ ଥାନା ଜାମୁଡିହି ପଞ୍ଚାୟତ ଡିମ୍ବାଟୋଲା ଠାରେ ଆଜି ଭୋରରେ ଜଣେ ବୃଦ୍ଧ ଜୋଲ ଓରାମଙ୍କୁ ଘରୁ ଟାଣି ଆଣି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା । ଘଟଣା ସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । କ୍ଷତିପୂରଣ ଦାବିରେ ପରିବାର…

ପେପରଲେସ୍ ଓ କ୍ୟାସଲେସ୍ ହେବ ଜମିଜମା ପଞ୍ଜୀକରଣ ବ୍ୟବସ୍ଥା: ଖୁବ୍ ଶୀଘ୍ର ଆସିବ ଏସଓପି

ଭୁବନେଶ୍ୱର: ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟ (ରେଜିଷ୍ଟ୍ରେସନ ଅଫିସ)କୁ ସ୍ଵଚ୍ଛ ଏବଂ ଦୁର୍ନୀତିମୁକ୍ତ କରିବା ଲକ୍ଷ୍ୟରେ ଜମିଜମା ପଞ୍ଜୀକରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ପେପରଲେସ୍ ଓ କ୍ୟାଶଲେସ୍ କରାଯିବ। ଏହି ବ୍ୟବସ୍ଥାର ପ୍ରଚଳନ ଏବଂ କାର୍ଯ୍ୟକାରିତା ନିମନ୍ତେ ଲୋକସେବା ଭବନଠାରେ ରାଜସ୍ୱ…

ସାଇବର ଅପରାଧ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହେଲା E-Zero FIR

କଟକ: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ସାଇବର ଆର୍ଥିକ ଠକେଇ। ଏହି ଠକେଇକୁ ରୋକିବା ପାଇଁ ଓଡ଼ିଶା ପୋଲିସ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ବୁଧବାର ଦିନ ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ସାଇବର ଆର୍ଥିକ…