Month: July 2026

ଗଡ଼ିଲା ଦେଶର ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହରିୟାଣାର ଜିନ୍ଦ ଏବଂ ସୋନିପତ ମଧ୍ୟରେ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିଛି ଦେଶର ପ୍ରଥମ ସ୍ୱଦେଶୀ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍…

ସୋନମଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ପରିବେଶବିତ୍ ତଥା ଲଦାଖର ସ୍ୱର ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସୋନମ ୱାଙ୍ଗଚୁକଙ୍କ ଦୀର୍ଘ ୧୯ ଦିନର ଅନଶନ ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ୱାଙ୍ଗଚୁକଙ୍କ…

ଫାଟକରେ ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ, ୨ ଛାତ୍ରଙ୍କ ସମେତ ୩ ମୃତ

କୋଲକତା : କୋଲକତା ମୁର୍ଶିଦାବାଦର ଗୋବିନ୍ଦପୁର ରେଳ ଫାଟକରେ ବଡ଼ ଅଘଟଣ । ଲେଭେଲ କ୍ରସିଂ ପାର ହେଉଥିବାବେଳେ ଏକ ସ୍କୁଲ୍ ଭ୍ୟାନକୁ ଧକ୍କା ଦେଇଛି ଟ୍ରେନ୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣ ସ୍କୁଲ୍ ଛାତ୍ରଙ୍କ ସହ ଜଣେ…

ପାକିସ୍ତାନୀ ସେନା ଉପରେ ବାଲୁଚ୍ ସେନାର ଆକ୍ରମଣ, ୪୫ ମୃତ

ବେଲୁଚିସ୍ତାନ : ବେଲୁଚିସ୍ତାନରେ ପାକିସ୍ତାନର ସୁରକ୍ଷା ଚ୍ୟାଲେଞ୍ଜ ବଢିବାରେ ଲାଗିଛି । ବେଲୁଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାର ଖାଡକୋଚା ଅଞ୍ଚଳରେ ପାକିସ୍ତାନୀ ସୁରକ୍ଷା ବାହିନୀର ଏକ କନଭୟ ଉପରେ ବଡ଼ ଆକ୍ରମଣ କରିଥିବା BLA ଦାବି କରିଛି । ଏହି ଆକ୍ରମଣରେ ୪୫…

ଇଣ୍ଡିଗୋ ବିମାନକୁ ବୋମା ଧମକ, ଟଏଲେଟରୁ ମିଳିଲା ଧମକପୂର୍ଣ୍ଣ ଚିଠି

ବେଙ୍ଗାଲୁରୁ: ପୁଣି ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଅହମ୍ମଦାବାଦ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏୟାର ଇଣ୍ଡିଗୋ ବିମାନର ଟଏଲେଟରୁ ମିଳିଲା ଧମକପୂର୍ଣ୍ଣ ଚିଠି । ଏହି ଖବର ପ୍ରସାର ପରେ ଯାତ୍ରୀ ମାନଙ୍କ…

ATS ର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦର ୫ ଆତଙ୍କବାଦୀ ଗିରଫ

ଅହମ୍ମଦାବାଦ: ଗୁଜୁରାଟ ATS କୁ ମିଳିଛି ବଡ଼ ସଫଳତା। ଦେଶବ୍ୟାପୀ ବିସ୍ଫୋରଣ ଯୋଜନା କଲେ ପଣ୍ଡ। ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)ର ଏକ ମଡ୍ୟୁଲ୍ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୁଜୁରାଟ ଆତଙ୍କବାଦ ନିରୋଧୀ ଦଳ…

ପ୍ରକାଶ ପାଇଲା NEET UG 2026 ଫଳ : ଦେଶରେ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ସଫଳ, ପୁଅଙ୍କୁ ପଛରେ ଛାଡିଲେ ଝିଅ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଗୁରୁବାର NEET UG 2026 ପୁନଃପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଚଳିତ ବର୍ଷ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ଯୋଗ୍ୟତା ହାସଲ କରିଛନ୍ତି। ଏହି ଯୋଗ୍ୟ ପ୍ରାର୍ଥୀମାନେ MBBS, BDS, AYUSH ଏବଂ ଅନ୍ୟାନ୍ୟ ସ୍ନାତକସ୍ତରୀୟ…

ନିଟ ପରୀକ୍ଷାରେ ବିଫଳ ହୋଇ ଜୀବନ ହାରିଲେ ଛାତ୍ରୀ

ବ୍ରହ୍ମପୁର : ବ୍ରହ୍ମପୁର ନିକଟ ହଳଦିଆପଦର ଅଞ୍ଚଳର ଜଣେ ଛାତ୍ରୀ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ନିଟ ପରୀକ୍ଷାରେ ବିଫଳ ହେବା ପରେ ସେ ଗତକାଲି ରାତିରେ ଆତ୍ମହତ୍ୟା କରିଦେଇଥିଲେ। ମୃତକ ହେଲେ ହଳଦିଆ ପଦର ତିରୁପତି ନଗରର ଶର୍ମିଷ୍ଠା ସାହୁ(୧୯)।…

୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା

ଭୁବନେଶ୍ବର: ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୪ ଲକ୍ଷ ୨୯ ହଜାର ୨୧୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୮୨…

ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭଦ୍ରକ: ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ନିକଟ ସମ୍ପର୍କୀୟଙ୍କ ପକ୍ଷରୁ ଜଣାଯାଇଛି। ସୂଚନ‌ାନୁସାରେ, ପୂର୍ବାହ୍‌ଣରେ ତାଙ୍କର ଛାତିରେ ଯନ୍ତ୍ରଣା…