ଗାଁ ଦାଣ୍ଡରେ ବୁଲୁଛି ହାତୀ, ଲୋକେ ଆତଙ୍କିତ
ଗାଁଦାଣ୍ଡରେ ବୁଲୁଛି ଦନ୍ତା । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପ୍ରତିମାଦେଇ ଶାସନ ଗାଁ ଦାଣ୍ଡରେ ସୋମବାର ସକାଳୁ ସକାଳୁ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ଏ ବାବଦରେ ପ୍ରଚାର ହୋଇଯିବା ପରେ ଲୋକେ ଆତଙ୍କିତ…
ଗାଁଦାଣ୍ଡରେ ବୁଲୁଛି ଦନ୍ତା । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପ୍ରତିମାଦେଇ ଶାସନ ଗାଁ ଦାଣ୍ଡରେ ସୋମବାର ସକାଳୁ ସକାଳୁ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ଏ ବାବଦରେ ପ୍ରଚାର ହୋଇଯିବା ପରେ ଲୋକେ ଆତଙ୍କିତ…
ଭୁବନେଶ୍ବର ୧।୬: ଭୁବନେଶ୍ବର ଚନ୍ଦକା ଅଞ୍ଚଳ ସଂଘର୍ଷବିହାର ଛକରେ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ । ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ଚନ୍ଦକା ଥାନା ପୋଲିସ । ସହଦେବ ବାରିକ ଓରଫ ନାଗାକୁ ଗିରଫ କରିଛି ପୋଲିସ । ନାଗା ନିକଟରୁ ପିସ୍ତଲ, ମୋବାଇଲ…
ଭୁବେନଶ୍ବର : ଛେନା ବୋଝେଇ ଅଟୋରେ ଦୁର୍ବୃତ୍ତ ତାଣ୍ଡବ ରଚିଛି। ଏକ କୁଇଣ୍ଟାଲ ଛେନାକୁ ଦୁର୍ବୃତ୍ତ ଫିଙ୍ଗି ଦେଇଛି। ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ଟା ସମୟରେ…
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ଵରରେ ରବିବାର ସକାଳେ ସିରିଜ ଦୁର୍ଘଟଣା ଘଟିଛି। ଗୋଟିଏ କାର ଅନ୍ୟ ୨ଟି କାର ଏବଂ ଏକ ଅଟୋକୁ ଧକ୍କା ଦେବା ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କାର ଚାଳକ ଜଣ ନିଶାସକ୍ତ ଅବସ୍ଥାରେ…
ଭୁବନେଶ୍ଵର: ଦିବଙ୍ଗତ ଓଲିଉଡ଼ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ତଥା ଅଭିନେତା ବାବୁସାନ୍ ମହାନ୍ତି। ପୁରୀ ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ କରି ଲଣ୍ଡା ହୋଇଛନ୍ତି ବାବୁସାନ୍। ପରମ୍ପରା ହିସାବରେ ସେ ଅସ୍ଥି ବିସର୍ଜନ କରିଛନ୍ତି। ଶ୍ୱେତଗଙ୍ଗା…
ରାୟଗଡ଼ା: ସ୍ବାମୀ ଘରେ ନଥିବା ବେଳେ ଶିକ୍ଷୟିତ୍ରୀ ସ୍ତ୍ରୀ ଘର ଭିତରେ ବେକରେ ଦଉଡ଼ି ଲଗାଇ ଜୀବନ ହାରିଛନ୍ତି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ର ଅଞ୍ଚଳରେ ଶିକ୍ଷୟିତ୍ରୀ ଜୀବନ ହାରିଛନ୍ତି। ମୃତ ଶିକ୍ଷୟିତ୍ରୀ ହେଲେ ଅତସୀ ତ୍ରିପାଠୀ। ପ୍ରାପ୍ତ ସୂଚନା ଅନୁସାରେ ମୁନିଗୁଡା…
ଭୁବନେଶ୍ୱର,୧।୬: ଭାରତୀୟ ରେଳବାଇର ଏକ ପ୍ରମୁଖ ପ୍ରକଳ୍ପ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଏକ ଐତିହାସିକ ମାଇଲଖୁଣ୍ଟରେ ପହଞ୍ଚିଛି। ନୟାଗଡ଼ ଜିଲାର ବୁଗୁଡ଼ା ଓ ଦାଶପଲ୍ଲା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T2 ର ଅନ୍ତିମ ବ୍ରେକଥ୍ରୁ ମେ…
ଭୁବନେଶ୍ୱର,୧।୬: ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍ ପ୍ରସ୍ତୁତ କରିବା ପାଇଁ ସେ…
ଲକ୍ଷ୍ମୀପୁର: ରାଜ୍ୟରେ ବେଆଇନ ମଦ କାରବାର ଚାଲିଛି। ବେଆଇନ ମଦ କାରବାରକୁ ବିଜେପି ନେତା ପ୍ରଶୟ ଦେଉଛନ୍ତି। ଏହା ଏକ ନିନ୍ଦନୀୟ ଘଟଣା। ପୁଲିସ ଓ ଅବକାରୀ ବିଭାଗର ଜାଣତରେ ଲକ୍ଷ୍ମୀପରୁରେ ବେଆଇନ ମଦ କାରବାର ହେଉଛି। ଏହାର ସ୍ଥାନୀୟ ବିଜେପି…
ସୁନ୍ଦରଗଡ଼: ‘ଅଟକ ନୁହେଁ, ଆମକୁ ଗିରଫ କରି ଜେଲ୍ ପଠାଅ । ନଚେତ କୋର୍ଟ ଆଦେଶ ଆସିବା ଯାଏଁ ରେଳ ସାଇଡିଂରେ କୋଇଲା ପରିବହନ ବନ୍ଦ କର’। ଶୁକ୍ରବାର ବରପାଲି ଆନ୍ଦୋଳନସ୍ଥଳରୁ ୭୦ ଜଣ ଗ୍ରାମବାସୀଙ୍କ ସହ ତାଙ୍କୁ ପୁଲିସ ଉଠାଇ…