Month: December 2024

କେଜ୍ରିୱାଲଙ୍କୁ ‘ନିର୍ବାଚନୀ ହିନ୍ଦୁ’ କହି ଫଟୋ ପୋଷ୍ଟ କଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମନ୍ଦିର ପୂଜକଙ୍କୁ ମାସିକ ୧୮ ହଜାର ଟଙ୍କା ଦରମା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଯାହାକୁ ନେଇ ତେଜିଛି ରାଜନୀତି। କେଜ୍ରିୱାଲଙ୍କୁ ‘ଚୁନାବି ହିନ୍ଦୁ’ (ନିର୍ବାଚନୀ ହିନ୍ଦୁ) ବୋଲି…

ବନ୍ଦ ହେବ ବିଚାରପତିଙ୍କ ସମ୍ପର୍କୀୟ ବିଚାରପତି ହେବା !

ନୂଆଦିଲ୍ଲୀ : ବିଚାରପତିଙ୍କ ସମ୍ପର୍କୀୟ ବିଚାରପତି ହେବା ଭଳି ଧାରାକୁ ବନ୍ଦ କରିବା ଦିଗରେ ସୁପ୍ରିମକୋର୍ଟ ବିଚାର କରୁଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ହାଇକୋର୍ଟ କଲେଜିୟମ୍‌ ଗୁଡିକ ଆବଶ୍ୟକ ଅସ୍ଥାୟୀ ନିର୍ଦେଶାବଳୀ ଜାରି କରିବାକୁ ଯାଉଛନ୍ତି। ନିର୍ଦେଶାବଳୀରେ ଯେଉଁ ଓକିଲ କିମ୍ବା…

ଇସ୍ରାଏଲ ଉପରେ ୟେମେନ ସେନାର ବଡ଼ ଆକ୍ରମଣ, ବିମାନ ଚଳାଚଳ ବାଧାପ୍ରାପ୍ତ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଅଶାନ୍ତି ଜାରି ରହିଥିବାବେଳେ ୟେମେନ ସେନା ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଇସ୍ରାଏଲର ବିମାନବନ୍ଦର ଏବଂ ପାୱାର ଷ୍ଟେସନ ଉପରେ ମିଶାଇଲ ମାଡ କରିଛି ୟେମେନ ସେନା। ଅପରପକ୍ଷେ ଇସ୍ରାଏଲ ସେନା ଦାବି କରିଛି…

ବିଜେପି ନେତାଙ୍କ ‘କେରଳ ମିନି ପାକିସ୍ତାନ’ ବୟାନକୁ ନିନ୍ଦା କଲେ ପିନରାୟି ବିଜୟନ

ତ୍ରିଭେନ୍ଦ୍ରମ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରି କେରଳକୁ ମିନି ପାକିସ୍ତାନ କହିବା ପରେ ବିବାଦରେ ବିଜେପି ନେତା ତଥା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନୀତେଶ ରାଣେ। ଏହାକୁ ନେଇ ଜାତୀୟ ରାଜନୀତି…

ବିଜେପିର ବଡ଼ ଦାବି: ବେଆଇନ ଭାବେ ଦିଲ୍ଲୀରେ ଭୋଟ ଦେଇଛନ୍ତି ଆପ୍‌ ସାଂସଦଙ୍କ ପତ୍ନୀ

ନୂଆଦିଲ୍ଲୀ : ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବା ବେଳେ କ୍ଷମତାସୀନ ଆପ୍‌ ଓ ବିଜେପି ମଧ୍ୟରେ ଭୋଟର ତାଲିକାକୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ଭୋଟର ତାଲିକାରୁ ବିଜେପି ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ପତ୍ନୀଙ୍କ ନାଁ…

୨୦୨୪ର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ

ଇମ୍ଫାଲ : ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେଲା ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷକୁ ନେଇ ମଣିପୁର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଏସବୁ ଭିତରେ ୨୦୨୪ର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ।…

ରାସ୍ତା ମଝିରେ ଦୁଇ ବାଇକ୍‌ ମୁହାଁମୁହିଁ; ୨ ଯୁବକଙ୍କ ମୃତ୍ୟୁ

ନବରଙ୍ଗପୁର : ମଝି ରାସ୍ତାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଯାଇଛି ୨ ଯୁବକଙ୍କ ଜୀବନ। ଅନ୍ୟ ଜଣେ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁରରେ ଘଟିଛି। ତେନ୍ତୁଳିଖୁଣ୍ଟି…

ଲୋକସେବା ଭବନରେ ସାମ୍ବାଦିକଙ୍କୁ ମିଳିଲା ପ୍ରବେଶ ଅନୁମତି

ଭୁବନେଶ୍ବର : ଦୀର୍ଘ ବର୍ଷର ପରିଶ୍ରମର ଅନ୍ତ ହେବାକୁ ଯାଉଛି। ନୂଆ ସରକାର ନେଇଛନ୍ତି ନୂଆ ନିଷ୍ପତ୍ତି। ଦୀର୍ଘ ବର୍ଷ ହେଲା ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ନୋ ଏଣ୍ଟ୍ରି ଥିବା ବେଳେ ଏବେ ତାହା ପୁଣି ଥରେ ଉନ୍ମୁକ୍ତ ହେବାକୁ…

ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ

ପୁରୀ: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ଆପ୍ରନ ପିନ୍ଧିଷ୍ଟେଥୋ ସ୍କୋପ ପକାଇ ୭ ଦିନ ହେଲା ସେ ମେଡ଼ିକାଲରେ ବୁଲୁଥିଲେ। ଏହାସହିତ ସେ ୱାର୍ଡରେ ରୋଗୀଙ୍କୁ ଦେଖୁଥିଲେ, ହେଲେ ଔଷଧ ଲେଖୁନଥିଲେ। ଏହି ନକଲି…

ଚୋରାମଦ କାରବାରକୁ ନେଇ ତାତିଲେ ମହିଳା, ଟାୟାର ଜାଳି ରାସ୍ତାରୋକ

ରାଜନଗର: ଚୋରାମଦ ବ୍ୟବସାୟୀଙ୍କ ପାଦୁର୍ଭାବରେ ଅତିଷ୍ଠ ହୋଇ ରାସ୍ତାରୋକ କଲେ ମହିଳା। ଭିତରକନିକା ଓ ପେଣ୍ଠ ମୁଖ୍ୟ ରାସ୍ତାର କୁରୁଣ୍ଟି ଛକଠାରେ ଶତାଧିକ ମହିଳା ମଙ୍ଗଳବାର ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଇଂରାଜୀ ନୂତନ ବର୍ଷକୁ ନେଇ ପର୍ଯ୍ୟଟକମାନେ ଭିତରକନିକା, ପେଣ୍ଠ…