Month: December 2024

ଆଦିବାସୀଙ୍କ ସମ୍ପତ୍ତି ହସ୍ତାନ୍ତର ନିଷ୍ପତ୍ତି ପ୍ରସ୍ତାବ ନାମଞ୍ଜୁର, ତର୍ଜମା ହେବ ପେସା ଚିଠା ରୁଲ୍

ଭୁବନେଶ୍ବର : ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ବିଜେଡି ସରକାର ଅମଳରେ ହୋଇଥିବା ତ୍ରୁଟିକୁ ସୁଧାରିଛନ୍ତି ବିଜେପି ସରକାର । ଏହାସହିତ ପେସା ଆଇନ-୧୯୯୬ର…

୨୦୨୪ର ଶେଷ ଦିନରେ ନନ୍ଦନକାନନରେ ପ୍ରାୟ ୩୦ ହଜାର ପର୍ଯ୍ୟଟକ ବୁଲିଲେ ନନ୍ଦନକାନନ

ବାରଙ୍ଗ: ୨୦୨୪ର ଅନ୍ତିମ ଦିନରେ ନନ୍ଦନକାନନରେ ଜମିଲା ପର୍ଯ୍ୟଟକଙ୍କ ଭିଡ଼। ମଙ୍ଗଳବାର ରାଜ୍ୟ ତଥା ରାଜ୍ୟ ବାହାରୁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଥିଲା। ସୂଚନା ଅନୁଯାୟୀ, ଚିଡ଼ିଆଖାନାକୁ…

ଆସନ୍ତା ଜାନୁଆରୀ ୨୦ ତାରିଖରୁ ଧାଡି ଦର୍ଶନ

ପୁରୀ ୩୧।୧୨: ନୂଆବର୍ଷ ଆସୁଥିବାରୁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଆସନ୍ତା ୨୦ ତାରିଖରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି…

ପ୍ରବାସୀ ଭାରତୀୟ ଦିବସ ସମାରୋହ: ମୁଖ୍ୟ ଅତିଥି ହେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି, ଓଡ଼ିଶା ଆସିବେ ୭ହଜାର ଅତିଥି

ଭୁବନେଶ୍ବର :ଆସନ୍ତା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ସମ୍ପତ୍ତିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ୨୨ରେ

ଭୁବନେଶ୍ବର : ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାର ଏକ ରିପୋର୍ଟ ପ୍ରକାଶ କରିଛି ଏଡିଆର- ଆସୋସିଏସନ୍ ଫର୍ ଡେମାକ୍ରାଟିକ୍ ରିଫର୍ମସ। ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ସମ୍ପତ୍ତି…

ମହିଳାଙ୍କ ECG କରୁଥିଲେ ସଫେଇ କର୍ମଚାରୀ, ମାଡ଼ି ବସିଲେ ପୂର୍ବତନ କର୍ପୋରେଟର

ମୁମ୍ବାଇ : ସରକାରୀ ସ୍ୱାସ୍ଥ୍ୟ ସେବାର ଆଉ ବିକଳ ଚେହେରା ସାମ୍ନାକୁ ଆସିଛି। ମୁମ୍ବାଇର ଏକ ସରକାରୀ ହସ୍ପିଟାଲରେ ସଫେଇ କର୍ମଚାରୀ କରୁଛନ୍ତି ECG। ସଫେଇ କର୍ମଚାରୀ…

୨୦୨୫କୁ ନେଇ ସମାନ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା ଓ ନୋଷ୍ଟ୍ରାଡାମସ

ନୂଆଦିଲ୍ଲୀ : ବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି। ନୂଆ ବର୍ଷକୁ ନେଇ ସମସ୍ତେ ଉତ୍ସାହିତ। ଏହାରି ଭିତରେ ସଠିକ୍ ଭବିଷ୍ୟବାଣୀ ପାଇଁ ଜଣାଶୁଣା ବାବା ଭେଙ୍ଗା…

୨୦୨୪ ବର୍ଷ ଲାଗି ଭାରତୀୟ ରାଜନୀତି ପରିକ୍ରମା

ନୂଆଦିଲ୍ଲୀ : ୨୦୨୪ ବର୍ଷ ଭାରତୀୟ ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ନିର୍ବାଚନ ଆୟୋଗ ବିଶ୍ୱର ସର୍ବବୃହତ ନିର୍ବାଚନୀ ଆୟୋଜନ କରିଥିଲେ ଏବଂ ଆଗାମୀ ପାଞ୍ଚ…

କେରଳ ନର୍ସଙ୍କ ମୃତ୍ୟୁ ଦଣ୍ଡକୁ ୟେମେନ ରାଷ୍ଟ୍ରପତିଙ୍କ ଅନୁମୋଦନ, ପ୍ରତିକ୍ରିୟା ରଖିଲା ଭାରତ

ନୂଆଦିଲ୍ଲୀ : ୟେମେନରେ ଜଣେ ନାଗରିକଙ୍କ ହତ୍ୟା ମାମଲାରେ କେରଳର ନର୍ସ ନିମିଷା ପ୍ରିୟାଙ୍କୁ ସେଠାରେ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ନିମିଷାଙ୍କ ପରିବାର ନିଜ ଝିଅକୁ ବଞ୍ଚାଇବାକୁ…

କନ୍ୟାକୁମାରୀଠାରେ ସମୁଦ୍ର ଉପରେ ଦେଶର ପ୍ରଥମ କାଚ ବ୍ରିଜ୍ ଉଦଘାଟିତ

ଚେନ୍ନାଇ : ତାମିଲନାଡୁର କନ୍ୟାକୁମାରୀଠାରେ ସମୁଦ୍ର ଉପରେ ଦେଶର ପ୍ରଥମ କାଚ ବ୍ରିଜ ନିର୍ମାଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଗ୍ଲାସ ବ୍ରିଜକୁ ଉଦଘାଟନ କରିଛନ୍ତି।…