ମୋ ନାମ ଦାଉଦ ଇବ୍ରାହିମ ସହ ଯୋଡ଼ିଲେ ମାନହାନି ମକଦ୍ଦମା ଦାୟର କରିବି: ନବାବ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି | ଏହାରି ମଧ୍ୟରେ ଏନସିପି ଅଜିତ ପାୱାର ଦଳର ନେତା ନବାବ ମଲିକ ତାଙ୍କ ନାମ ଅଣ୍ଡରୱାର୍ଲ୍ଡ ଦାଉଦ ଇବ୍ରାହିମଙ୍କ ସହ ଯୋଡାଯାଉଥିବାରୁ ଅସନ୍ତୋଷ ବ୍ୟକ୍ତ…