Month: November 2024

ଜୟନାରାୟଣଙ୍କ ବିସ୍ଫୋରକ ବୟାନ, କହିଲେ- ଦଳର ମୁଁ ଜଣେ ତଡ଼ାଖିଆ ନେତା

କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶର ୨୪ ଘଣ୍ଟା ପୂର୍ବରୁ ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ସାଂଘାତିକ ବୟାନ। ସମୀର ଦେଙ୍କ ଶୋକ ସଭାରେ ବିଷ ଉଗାରିଲେ ଜୟନାରାୟଣ। କହିଲେ ବିଜେପିରୁ ସାଇଡ୍‌ ଲାଇନ୍‌ ହୋଇ…

ବଢ଼ିଲା ଆଳୁ ସଙ୍କଟ, ବଜାରରେ ୫୦ ଛୁଇଁଲାଣି ଦର

ଭୁବନେଶ୍ଵର: ବଢ଼ିଲା ଆଳୁ ସଙ୍କଟ, ବଢ଼ିଲା ଆଳୁ ଦର। ଖାଉଟି ଅସନ୍ତୋଷ। ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ ଓଡ଼ିଶାରେ ଗୋଦାମରେ ଆଉ ନାହିଁ ଷ୍ଟକ୍। ଯେତିକି ଆଳୁ ବଢ଼ିଛି ତିନି ଦିନ ଯିବ। ଏପଟେ ଏକ ନମ୍ବର ହାଟକୁ…

ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ବର : ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ସରକାର ଖର୍ଚ୍ଚ ବୃଦ୍ଧି କରିଛନ୍ତି। ମଧ୍ୟାହ୍ନଭୋଜନ ବାବଦରେ ପୂର୍ବରୁ ପିଲା ପିଛା ଯେତିକି ଟଙ୍କା ଖର୍ଚ୍ଚ ହେଉଥିଲା ଏବେ ସେଥିରେ ବୃଦ୍ଧି ଘଟିଛି। ପ୍ରଥମରୁ ୫ମ…

ମିଶନ-୩୬, ଆଉ ଭିଜନ-୩୬ ପାଇଁ ବାଟ ବତାଇଲେ ମୋଦି

ଭୁବନେଶ୍ବର : ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଠଶାଳା। ହସି ହସି କହିଲେ ମଞ୍ଜ କଥା। ସାଧାରଣ କାର୍ଯ୍ୟକର୍ତ୍ତାରୁ ଦେଶର ପ୍ରଧାନମନ୍ତ୍ରୀ ଯାଏଁ ଯାତ୍ରା। ରାଜନୈତିକ ଜୀବନୀର କାହାଣୀ କହି ଦେଲେ ଗୁରୁମନ୍ତ୍ର। ମିଶନ-୩୬, ଆଉ ଭିଜନ-୩୬ ପାଇଁ ବାଟ ବତାଇଲେ…

ହେମଗିର ତହସିଲଦାର ନିଲମ୍ଵିତ

ସୁନ୍ଦରଗଡ : ଲୋକଙ୍କୁ ଦୁର୍ବ୍ୟବହାର ଓ କାର୍ଯ୍ୟରେ ଅବହେଳା ମହଙ୍ଗା ପଡ଼ିଲା। ନିଲମ୍ବିତ ହେଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତି। ସେ ନିୟମିତ ଅଫିସକୁ ଆସୁ ନଥିବା ଓ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ…

ବାଲୁକା କଳା ଉତ୍ସବ ପାଇଁ ସଜେଇ ହେଉଛି ଚନ୍ଦ୍ରଭାଗା ବେଳାଭୂମି

କୋଣାର୍କ : ରାତି ପାହିଲେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜନ ହେବ ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ। ସେଥିପାଇଁ ସଜେଇ ହୋଇଛି ଚନ୍ଦ୍ରଭାଗା। ଚକାଚକ୍‌ ହୋଇଛି ରାସ୍ତା ଘାଟ। ଆଉ ବେଳାଭୂମିରେ ପ୍ରତିଯୋଗୀଙ୍କ ପାଇଁ ଗଦା ହୋଇଛି ବାଲି। ଚଳିତବର୍ଷ ୮…

୨୦୨୭ ଡିସେମ୍ବର ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ, ଷ୍ଟେସନରେ ଝଲସିବ ଓଡ଼ିଶାର କଳା, ସଂସ୍କୃତି

ଭୁବନେଶ୍ବର ୩୦।୧୧: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଅଗ୍ରଗତି ନେଇ ସମୀକ୍ଷା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବର୍ତ୍ତମାନ ସୁଦ୍ଧା ଏହା କେତେ ଆଗେଇଛି, କ’ଣ ଡିପିଆର ଅଛି, କିଏ ମେଟ୍ରୋ ରେଳ ପ୍ରକଳ୍ପ କାମ ନେଇଛି, କେତୋଟି…

କଲରାପତରିଆ ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

ଫୁଲବାଣୀ : କଲରାପତରିଆ ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ। ଦୁଇଜଣ ଶିକାରୀଙ୍କୁ ଗିରଫ କରିଥିବା ବେଳେ ଦେଶୀ ବନ୍ଧୁକ ସମେତ ବହୁ ମାରଣାସ୍ତ୍ର ଜବତ କରିଛି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବନାଞ୍ଚଳକୁ ଏହି ସଫଳତା ମିଳିଛି।…

ଡିସେମ୍ବର ୪ରେ ସମୁଦ୍ର ସ୍ନାନ ଉପରେ କଟକଣା, ତୀକ୍ଷ୍ନ ନଜର ରଖିବ ପୋଲିସ

ପୁରୀ ୩୦/୧୧: ଡିସେମ୍ବର ୪ରେ ନୌସେନା ଦିବସ । ଉତ୍ସବ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା । ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ ଶ୍ରୀକ୍ଷେତ୍ର । ସୁରକ୍ଷା ଦାୟିତ୍ବରେ ବରିଷ୍ଠ ପୋଲିସ ଅଧିକାରୀ…

ମିଛଟାରେ କାନ୍ଦୁଥିଲେ ମହିଳା, ମେଡିକାଲ୍‌ରୁ ଚୋରି ହୋଇନି ପିଲା!

ନୟାଗଡ : ନବଜାତର ଶିଶୁ ପୁତ୍ରଙ୍କ ଫଟୋ ଦେଖାଉଛନ୍ତି। ଆଉ ବୁକୁ ଫଟାଇ କାନ୍ଦୁଛନ୍ତି। କହୁଛନ୍ତି, ମୋ’ ପୁଅ ଚୋରି ହୋଇଯାଇଛି। ମୋ ପୁଅକୁ ମୋତେ ଦିଅ ବୋଲି କହି କାନ୍ଦୁଛନ୍ତି। ହେଲେ ତଦନ୍ତ ପରେ ଜଣାପଡ଼ିଛି, ମହିଳାଙ୍କ କାନ୍ଦ ମିଛ…