ସ୍ତ୍ରୀଙ୍କୁ ହତ୍ୟା କରି କାନ୍ଦି କାନ୍ଦି ଗଡ଼ୁଥିଲେ ସ୍ୱାମୀ!
କୋରାପୁଟ : ସ୍ତ୍ରୀଙ୍କୁ ହତ୍ୟା କରି କାନ୍ଦି କାନ୍ଦି ଗଡି ଯାଇଥିଲେ ସ୍ୱାମୀ! ଆଉ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଚେଷ୍ଟା କରୁଥିଲେ। ହେଲେ ହତ୍ୟାକାରୀ ସ୍ୱାମୀଙ୍କ ସବୁ ଅଭିନୟର ପୋଲ୍ ଖୋଲିଗଲା। ପୁଲିସ୍ର ସନ୍ଦେହୀ ଆଖିରୁ ଖସି ପାରିଲା ନାହିଁ…