Month: February 2024

୨୦୨୪ ଲୋକସଭା ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟରେ ଏବେ ବି ୨୭ ଦଳ ଅଛନ୍ତି: ଜୟରାମ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏବଂ ପଞ୍ଜାବରେ ବିରୋଧୀ ଦଳର ‘ଇଣ୍ଡିଆ’ ମେଣ୍ଟକୁ ନେଇ ଏପର୍ଯ୍ୟନ୍ତ ଆଲୋଚନା ଶେଷ ହୋଇନାହିଁ। ଏଥି ସହିତ ବିହାରରେ ନୀତୀଶ କୁମାର ବାଦ ପଡିବା ଇଣ୍ଡିଆ ମେଣ୍ଟକୁ ଏକ ବଡ ଝଟକା ସଦୃଶ ହୋଇଛି | ଏହାରି ଭିତରେ…

ମଝି ଆକାଶରେ ଯୁବତୀଙ୍କୁ ଅସଦାଚରଣ

ମଝି ଆକାଶରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ। ସ୍ପାଇସଜେଟ୍‌ ବିମାନରେ ଘଟିଛି ପୁଣି ଥରେ ଏଭଳି କିଛି ଲଜ୍ଜାଜନକ ଘଟଣା। କୋଲକାତରୁ ବାଗଡୋଗରା ଯାଉଥିବା ବିମାନରେ ଜଣେ ମହିଳା ତାଙ୍କ ସହଯାତ୍ରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ, ଜାନୁଆରୀ ୩୧…

‘ବିଜେପିକୁ ଯିବା ପାଇଁ ବାଧ୍ୟ କରାଯାଉଛି, କିନ୍ତୁ ମୁଁ ନଇଁବିନି’

‘ଯଦି ମୁଁ ବିଜେପବିରେ ଯୋଗ ଦେବି ତେବେ ମୋର ସମସ୍ତ ଦୋଷ କ୍ଷମା ହୋଇଯିବ। ବିଜେପିକୁ ଯିବା ପାଇଁ ବାଧ୍ୟ କରାଯାଉଛି। ମୋର ବିଜେପିକୁ ଯିବାର ନାହିଁ। ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ନଇଁବିନି।’ ଦିଲ୍ଲୀ କ୍ରାଇମବ୍ରାଞ୍ଚର ନୋଟିସ ଭିତରେ…

ରାମ ମନ୍ଦିରକୁ ବିରୋଧ, କଂଗ୍ରେସ ନେତାଙ୍କ ଝିଅ ବିରୋଧରେ ମାମଲା ରୁଜୁ

କଂଗ୍ରେସ ନେତା ମଣିଶଙ୍କର ଆୟର ନିଜ ବୟାନକୁ ନେଇ ଅନେକଥର ବିବାଦରେ ଛନ୍ଦି ହୋଇଛନ୍ତି। ଏବେ ତାଙ୍କ ଝିଅ ମଧ୍ୟ ସମାନ ପଥ ଅନୁସରଣ କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ‘ଆପତ୍ତିଜନକ ମନ୍ତବ୍ୟ’ ପୋଷ୍ଟ କରିଥିବା ଅଭିଯୋଗରେ କଂଗ୍ରେସ ନେତା…

ରାହୁଲଙ୍କୁ ଟାର୍ଗେଟ କଲେ ଅଖିଳେଶ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟରେ ମତଭେଦ ବୃଦ୍ଧି ପାଇବାରେ ଲାଗିଛି। ନୀତୀଶ କୁମାର ଅଲଗା ହୋଇଯାଇଥିବାବେଳେ ମମତା ବାନାର୍ଜୀ ମଧ୍ୟ ଏକାକୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହଯୋଗୀମାନେ ଭାରତ…

ବେକାରୀ ଗ୍ୟାରେଣ୍ଟି ମୋଦୀ ଦିଅନ୍ତି: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମୋଦୀ ସରକାରଙ୍କ ଉପରେ ଗ୍ୟାରେଣ୍ଟିକୁ ନେଇ କଟାକ୍ଷ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଖାଲିଥିବା ସରକାରୀ ପଦବୀ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି…

୮ ମାସ ପରେ ମୁକ୍ତ ହେଲା ଚୀନ୍‌ ଗୁପ୍ତଚର ବୋଲି ସନ୍ଦେହ କରାଯାଉଥିବା କଳାପାରା

ମୁମ୍ବାଇ: ଚୀନା ଗୁପ୍ତଚର ସନ୍ଦେହରେ ମୁମ୍ବାଇର ଏକ ପ୍ରାଣୀ ଚିକିତ୍ସାଳୟରେ ୮ ମାସ ଅଟକ ଥିବା ‌ଗୋଟାଏ କଳାପାରାକୁ ମୁକ୍ତ କରାଯାଇଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ସ‌େ ପାରା ଗୋଡ଼ରେ ଲାଗିଥିବା ରିଙ୍ଗ୍‌ରେ ପ୍ରାଚୀନ ମାଣ୍ଡାରିନ୍‌ ଭାଷାରେ…

ଭଦ୍ରକରେ ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ଭଦ୍ରକ : ଭଦ୍ରକ ଜିଲ୍ଲା ରାଣୀତାଲ ଲେବୁଲ୍ କ୍ରସିଁ ପଡ଼ିଆରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବିଶାଳ ସମାବେଶରେ ହଜାର ହଜାର କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏହି ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ…

RBI ରାଡାର୍‌ରେ Paytm, ଗୋଟିଏ PANରେ ୧୦୦୦ ଆକାଉଣ୍ଟ

ଆର୍‌ବିଆଇ ରାଡାର୍‌ରେ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ। ପେଟିଏମ୍‌ ଉପରେ ଆକ୍ସନ ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଜାନୁଆରୀ ୩୧ ତାରିଖରେ ଆର୍‌ବିଆଇ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଉପରେ ବ୍ୟାନ୍‌ ଲଗାଇଥିଲା। ଫାଷ୍ଟ୍ୟାଗ୍‌, ଓ୍ୱାଲେଟ୍‌ ଏବଂ ଏହାର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା…

କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ନକ୍ସଲ, ଜଣେ ନକ୍ସଲ ନିହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମ୍ବିରୀକିଆ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ବେଳେ ମୁହାଁମୁହିଁ ହୋଇଛନ୍ତି ଉଭୟ ସୁରକ୍ଷାକର୍ମୀ ଓ ନକ୍ସଲ । ଉଭୟଙ୍କ ପକ୍ଷରୁ ଗୁଳିଚାଳନା ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ…