Month: December 2023

କଂଗ୍ରେସରେ ବଡ଼ ଧରଣର ସାଂଗଠନିକ ଅଦଳବଦଳ, ଡ. ଅଜୟ କୁମାର ଓଡ଼ିଶା ପ୍ରଭାରୀ

ନୂଆଦିଲ୍ଲୀ: ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ତାହାକୁ ଦୃଷ୍ଟିରେ ରଖି କଂଗ୍ରେସର ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରିୟଙ୍କା ଗାନ୍ଧୀଙ୍କଠାରୁ ଉତ୍ତରପ୍ରଦେଶର ଦାୟିତ୍ୱ ପ୍ରତ୍ୟାହାର କରିନେଇଛନ୍ତି ଏବଂ ତାଙ୍କ ସ୍ଥାନରେ…

ଦିଲ୍ଲୀରେ ପ୍ରବଳ କୁହୁଡି, ୧୬ ବିମାନ ଉଡାଣରେ ବିଳମ୍ବ

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ପ୍ରାନ୍ତରେ ଶୀତର ପ୍ରକୋପ। ଜାଡରେ ଥରୁଛି ପୂରା ଭାରତ। ଆଜି ଦିଲ୍ଲୀରେ ଘନ କୁହୁଡି କାରଣରୁ ଷୋହଳଟି ବିମାନ ଉଡାଣ ବିଳମ୍ବ ହୋଇଛି। ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳର ତାପମାତ୍ରା ହ୍ରାସ ପାଇବା…

ମୋଟିଭେସନାଲ ସ୍ପିକରଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ, ସ୍ତ୍ରୀକୁ ଦେଉଥିଲେ ନିର୍ଯାତନା

ନୂଆଦିଲ୍ଲୀ : ଲୋକପ୍ରିୟ ମୋଟିଭେସନାଲ୍ ସ୍ପିକର୍ ତଥା ସୋଶାଲ ମିଡିଆରେ ପରିଚିତ ଚେହେରା ବିବେକ ବିନ୍ଦ୍ରାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ସ୍ତ୍ରୀକୁ ମାର୍ ପିଟ୍ ସହ ନିର୍ଯ୍ୟାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି। ବିବେକଙ୍କ ଶଳା ଏହି ଅଭିଯୋଗ…

ପିଲାମାନଙ୍କ ଗେମିଙ୍ଗ ଟାଇମ୍ ହ୍ରାସ କରିବାକୁ ନିୟମ ଆଣିଲା ଚୀନ, ପୁରସ୍କାର ଦେଇ ପାରିବେନି ପ୍ଲାଟଫର୍ମ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଭିଡିଓ ଗେମିଂର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଯୁବପିଢି, କିଶୋର-କିଶୋରୀମାନେ ଏହି ସବୁ ପ୍ଲାଟଫର୍ମରେ ଅର୍ଥ ବିନିଯୋଗ ସହ ସମୟ ଅପଚୟ କରୁଛନ୍ତି। ଏହା ଗେମିଙ୍ଗ ଇଣ୍ଡଷ୍ଟ୍ରିକୁ ଲାଭ ଯୋଗାଉଛି ସତ, କିନ୍ତୁ…

ଇସ୍ରାଏଲର ଆକ୍ରମଣରେ ଗୋଟିଏ ପରିବାରର ୭୬ ଜଣ ସଦସ୍ୟଙ୍କ ମୃତ୍ୟୁ

ତେଲ ଅଭିଭ୍ : ଗାଜା ସହର ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି ରହିଛି । ବେଳେବେଳେ ଏହି ଆକ୍ରମଣର ଏକ ଅତି ଦୟନୀୟ ଚିତ୍ର ଦେଖିବାକୁ ମିଳୁଛି । ଗତ ଶୁକ୍ରବାରଦିନ ଗାଜା ଉପରେ ହୋଇଥିବା ଇସ୍ରାଏଲର ଏକ ବଡ଼…

ବିଧାନସଭା ନିର୍ବାଚନରେ ବିଜେପି ନଜିତିବା ପର୍ଯ୍ୟନ୍ତ ଖାଲିପାଦରେ ରହିଥିବା ରାମଦାସଙ୍କ ସଂକଳ୍ପ ହେଲା ପୂରା

ନୂଆଦିଲ୍ଲୀ: ବିଜେପିର କର୍ମକର୍ତ୍ତାମାନେ ନିଜର ଦଳକୁ ସବୁବେଳେ ବଜାୟ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥାଆନ୍ତି। ଏମିତି ଅନେକ କର୍ମକର୍ତ୍ତା ଅଛନ୍ତି ଯେଉଁମାନେ ନିର୍ବାଚନ ସମୟରେ ଦଳର ବିଜୟ ପାଇଁ ଭୋକଶୋଷ ଭୁଲି ଯାଇଥାଆନ୍ତି। ବିଜେପିର ଏମିତି ଜଣେ କର୍ମକର୍ତ୍ତାଙ୍କୁ ନେଇ…

ଭାରତ ବିରୋଧୀ କାର୍ଯ୍ୟ ପାଇଁ ବିଦେଶରୁ ଅର୍ଥ ଆଣୁଥିଲା ପିଏଫଆଇ, ଇଡିର ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ: ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ସହ ଜଡ଼ିତ ୫ ଜଣଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ସେମାନେ ହେଲେ ଇଏମ୍ ଅବଦୁଲ ରେହମାନ, ଅନିସ ଅହମ୍ମଦ, ଅଫସର ପାଶା, ଏଏସ୍…

‘ମୁଁ ମୋ ଭଉଣୀ ଓ ଦେଶର ଝିଅ ପାଇଁ ପଦ୍ମଶ୍ରୀ ଫେରାଇ ଦେବି’: ବୀରେନ୍ଦ୍ର ସିଂହ

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ କୁସ୍ତି ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ) ନିର୍ବାଚନରେ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଂଜୟ ସିଂହ ସଭାପତି ଭାବେ ନିର୍ବାଚିତ ହେବାରୁ ପ୍ରତିବାଦ ଆରମ୍ଭ ହୋଇଯାଇଛି। ଏହାକୁ ନେଇ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କାନ୍ଦିକାନ୍ଦି ଅବସର ଘୋଷଣା କରିଥିଲେ।…

‘ନମୋ ଆପ୍‌’ରେ ଯୋଡ଼ି ହୋଇ ‘ଜନ ମନ ସର୍ଭେ’ରେ ସାମିଲ ହେବାକୁ ନାଗରିକଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନମୋ ଆପରେ ଯୋଡି ହୋଇ ଭାରତ ସରକାରଙ୍କ ପକ୍ଷରୁ ଦେଶର ଅଭବୃଦ୍ଧି ପାଇଁ ଆରମ୍ଭ ହୋଇଥିବା ‘ଜନ ମନ ସର୍ଭେ’ରେ ନିଜର ମତ ପ୍ରକାଶ କରିବା ସହ…

ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଆଉମାତ୍ର କେଇ ମାସ ବାକି ଥିବାବେଳେ ଦଳ ପାଇଁ ୫୦% ଭୋଟ୍‌ ସଂଗ୍ରହ ଲକ୍ଷ୍ୟରେ ରଖିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଏକ ରୁଦ୍ଧଦ୍ୱାର ବୈଠକରେ ଉଦବୋଧନ…