Month: December 2023

ମାନସିକ ସ୍ବାସ୍ଥ୍ୟ ଓ ‘ଏଆଇ ଟୁଲ୍‌’ ଭାଷିଣୀ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବାରୋପ

ନୂଆଦିଲ୍ଲୀ: ମାନସିକ ସ୍ବାସ୍ଥ୍ୟ ଓ ‘ଏଆଇ ଟୁଲ୍‌’ ଭାଷିଣୀ ଉପରେ ଆଜି ‘ମନ୍‌ କୀ ବାତ୍‌’ର ୧୦୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବାରୋପ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ‘ଫିଟ୍‌ ଇଣ୍ଡିଆ ଆନ୍ଦୋଳନ’ ପ୍ରତି ଦେଶବାସୀଙ୍କ ପ୍ରତିକ୍ରିୟାକୁ ପ୍ରଶଂସା କରି…

୨୪ ଘଣ୍ଟାରେ ଦେଶରେ ୮୪୧ ନୂଆ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଆଜି ଦେଶରେ ୮୪୧ଜଣ ନୂଆ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍‌ସାଇଟ୍‌ ସୂଚନାରୁ ଜଣାପଡ଼ିଛି। ଗତ ୨୨୭ ଦିନ ବା ୭ ମାସରେ ଏହା ହେଉଛି ସର୍ବାଧିକ ସଂକ୍ରମଣ ବୃଦ୍ଧି ‌ରିପୋର୍ଟ। ଶନିବାର ଦିନ…

ଆଇଆଇଟି ବିଏଚ୍‌ୟୁ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା, ବନ୍ଧା ହେଲେ ୩ ଜଣ

ଧରାପଡିଲେ ଆଇଆଇଟି ବିଏଚ୍‌ୟୁ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ଅଭିଯୁକ୍ତ। ୨ ମାସ ତଳେ ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ଦୁଷ୍କର୍ମ ମାମଲାରେ ସମସ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଯୁବକମାନେ ହେଲେ କୁନାଲ ପାଣ୍ଡେ, ଆନନ୍ଦ…

ଚଳନ୍ତା ଗାଡ଼ିର ଡ୍ରାଇଭରଙ୍କ ଉପରେ ଗୁଳିମାଡ଼

ସୁନ୍ଦରଗଡ଼ : ଚଳନ୍ତା ଗାଡ଼ିର ଡ୍ରାଇଭରଙ୍କ ଉପରେ ଗୁଳିମାଡ଼। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଡ୍ରାଇଭର ଭର୍ତ୍ତି। ସୁନ୍ଦରଗଡ଼ କୁତ୍ରା ଥାନା କିରିଙ୍ଗସିରାରେ ହୋଇଛି ଗୁଳିମାଡ଼। ପିକଅପ ଭ୍ୟାନ ଚଳାଇ ସୁବାସ ନାୟକ ନାମକ ଯୁବକ ଯାଉଥିବା ବେଳେ ତାଙ୍କ ଉପରେ ଫାୟାରିଂ…

ଘାଟିରେ ଓଲଟିଲା ପିକନିକ ବସ, ୪୫ରୁ ଅଧିକ ଯାତ୍ରୀ ଆହତ

ଗଞ୍ଜାମ: ଘାଟିରେ ଓଲଟିଲା ପିକନିକ ବସ। ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ପିକନିକ ବସ ଓଲଟି ୪୫ରୁ ଅଧିକ ଯାତ୍ରୀ ଆହତ। ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଯାଜପୁର ଜିଲ୍ଲା ଦଶରଥପୁରୁ ଜିରାଙ୍ଗ,…

ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ମୁକ୍ତ ଓ ସମୃଦ୍ଧଶୀଳ ଓଡ଼ିଶା ଗଠନ ହେଉଛି ନୂତନ ବର୍ଷର ଆହ୍ୱାନ: ବିଜେପି

ଭୁବନେଶ୍ୱର: ସରିଲା ବର୍ଷ ୨୦୨୩ । ରାତି ପାହିଲେ ଇଂରାଜୀ ନୂଆବର୍ଷ-୨୦୨୪ । ଏନେଇ ସମଗ୍ର ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।…

ରାତି ଗୋଟାଏରୁ ହେବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଇଂରାଜୀ ନୂଆ ବର୍ଷ ପାଇଁ ଚଳଚଞ୍ଚଳ ଶ୍ରୀ କ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ କରାଯାଉଛି ଅନେକ ପରିବର୍ତ୍ତନ। ଆଜି ରାତି ଗୋଟାଏରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି କରାଯାଇ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା। ମିଳିଥିବା ସୂଚନା…

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୫ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ। ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ ରେ ପହଞ୍ଚିଲା। ୧୯ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟର ସକ୍ରିୟ…

ନୂଆବର୍ଷ ଉପଲକ୍ଷେ ବାଲୁକାକଳାରେ ମହାପ୍ରଭୁ ଜଗନ୍ନାଥଙ୍କ ବଡସିଂହାର ବେଶ

ପୁରୀ: ନୂଆବର୍ଷ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ବଡସିଂହାର ବେଶ । ଏହି ବାଲୁକା କଳାକୃତିକୁ ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଛାତ୍ରଛାତ୍ରୀ । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ୨୫…

ରାଜ୍ୟ ବିଜେପିର ସଂଯୁକ୍ତା ମୋର୍ଚ୍ଚା ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ ବିଜେପିର ସଂଯୁକ୍ତା ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହେଉଛି। ୨୪ ଲଢ଼େଇରେ ମୋର୍ଚ୍ଚାଗୁଡ଼ିକର ଭୂମିକା କ’ଣ ରହିବ। ଲୋକଙ୍କ ପାଖକୁ କେଉଁ ପ୍ରସଙ୍ଗ ନେଇ ବିଜେପି ଯିବ ସେନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଂଟ। ରାଜ୍ୟ ବିଜେପିର କୃଷକ…