ଭାରତ-ଆମେରିକା ୨+୨ ଡାଏଲଗ୍
ବସୁଛି ଭାରତ-ଆମେରିକା ମଧ୍ୟରେ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ‘ଟୁ ପ୍ଲସ୍ ଟୁ’ ବୈଠକ ବସିବାକୁ ଯାଉଛି। ପଞ୍ଚମ ଥର ପାଇଁ ଦୁଇ ଦେଶ ମଧ୍ୟରେ ବସୁଛି ଏହି ବୈଠକ। ଏଥିପାଇଁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋୟଡ ଅଷ୍ଟିନ ଏବଂ ବୈଦେଶିକ…
ବସୁଛି ଭାରତ-ଆମେରିକା ମଧ୍ୟରେ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ‘ଟୁ ପ୍ଲସ୍ ଟୁ’ ବୈଠକ ବସିବାକୁ ଯାଉଛି। ପଞ୍ଚମ ଥର ପାଇଁ ଦୁଇ ଦେଶ ମଧ୍ୟରେ ବସୁଛି ଏହି ବୈଠକ। ଏଥିପାଇଁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋୟଡ ଅଷ୍ଟିନ ଏବଂ ବୈଦେଶିକ…
ଭୁବନେଶ୍ୱର: ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ସାକ୍ଷତକୁ ନେଇ ତେଜିଲା ବିବାଦ । ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଥିବା ଅଭିଯୋଗ ଆଣିଲା କଂଗ୍ରେସ । ରାଜ୍ୟପାଳ ଗତକାଲି ଦିଲ୍ଲୀରୁ ଫେରିଲା ପରେ ଆଜି ସକାଳୁ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ତାହାର ଉତ୍ତର ରାଜ୍ୟପାଳଙ୍କ ଅଫିସ ଦେବାକୁ…
ଆସନ୍ତା ତିନି ବର୍ଷ ମଧ୍ୟରେ ଭାରତରେ ଚାଲିବ ଫୁଲ୍-ଇଲେକ୍ଟ୍ରିକ୍ ଏୟାର୍ ଟ୍ୟାକ୍ସି। ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍(InterGlobe Enterprises) ୨୦୨୬ ମସିହାରେ ସାରା ଦେଶରେ ଇ-ଏୟାର ଟ୍ୟାକ୍ସି ସେବା ଆରମ୍ଭ କରିବାକୁ ଯୋଜନା କରୁଛି। ଆମେରିକା ଭିତ୍ତିକ ‘ଆର୍ଚର ଏଭିଏସନ'(Archer Aviation) ସହଯୋଗରେ ଇଣ୍ଟରଗ୍ଲୋବ…
କେନ୍ଦ୍ରାପଡ଼ା : ନଭେମ୍ବର ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାରେ ମାଟି ନିର୍ମିତ ଇଟାଭାଟି ବଢ଼ିଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ଭାଟି ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ସ୍ଥାନୀୟ ପରିବେଶ…
ବାରିପଦା,୯।୧୧: ମୟୂରଭଞ୍ଜ ଜିଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍କୁ ଏକ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…
କଟକ,୯।୧୧: ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ଛାୟା ସରପଞ୍ଚ ବ୍ୟବସ୍ଥା ବନ୍ଦ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବିଚାରପତି ଏସକେ. ପାଣିଗ୍ରାହୀଙ୍କ ଜଣିକିଆ ଖଣ୍ଡପୀଠ କହିଛନ୍ତି, “ପଞ୍ଚାୟତ ରାଜ ବିଭାଗ ରାଜ୍ୟରେ ପଞ୍ଚାୟତ ରାଜ ବ୍ୟବସ୍ଥାରେ ମହିଳାଙ୍କ ସଂରକ୍ଷଣର ପବିତ୍ରତା…
ନୂଆଦିଲ୍ଲୀ,୯।୧୧: ନଭେମ୍ବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପାରାଦୀପ ବନ୍ଦର ପକ୍ଷରୁ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବାକୁ ଆସୁଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା। ସୂଚନାଯୋଗ୍ୟ ଚଳିତବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ରାଜ୍ୟ ବ୍ୟାପୀ…
ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ମାତ୍ର ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ଅତି ଜଘନ୍ୟ ଭାବେ ତଣ୍ଟିକାଟି ହତ୍ୟା କରିଥିବା ସୁନ୍ଦରପଦା କେଳାବସ୍ତିର ଅଭିଯୁକ୍ତ ଘନିଆ ଦାସ(୨୩)କୁ ଆଜି ଏୟାର୍ଫିଲ୍ଡ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଘଟଣା ପରେ…
ରାଉରକେଲା: ଆସନ୍ତା ଡିସେମ୍ବରରୁ ଖୋଲିବାକୁ ଯାଉଛି ମଣ୍ଡି। କଟ୍ନିଛଟ୍ନି ରୋକିବା ସହ ଚାଷୀଙ୍କଠୁ ଧାନ କିଣାରେ ସ୍ବଚ୍ଛତା ଆଣିବାକୁ ପ୍ରତ୍ୟେକ ମଣ୍ଡିରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି। କେବଳ ଏତିକି ନୁହେଁ ଚାଷୀଙ୍କ ଧାନକୁ ସୁରକ୍ଷିତ ରଖିବାକୁ ପ୍ରତ୍ୟେକ ମଣ୍ଡିରେ ସେଡ୍…
ଖୋର୍ଦ୍ଧା: ବର୍ଷା ଅଭାବରୁ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ୬ଟି ବ୍ଲକରେ ୧୦ ହଜାର ହେକ୍ଟର ଧାନଫସଲ ନଷ୍ଟ ହେବାକୁ ବସିଛି। ଏହି ପରିମାଣ ଆଗାମୀ ଦିନରେ ବୃଦ୍ଧି ପାଇବ ବୋଲି କୃଷି ବିଭାଗ ଆଶଙ୍କା ବ୍ୟକ୍ତ କରିଥିବା ବେଳେ ମାଟିରେ ଆଦ୍ରତା…