Month: November 2023

ପ୍ରଦୂଷଣ ସ୍ଥିତିରେ ଆସିଲା ସୁଧାର, ଏବେ ଲାଗୁ ହେବନି ଯୁଗ୍ମ-ଅଯୁଗ୍ମ ଫର୍ମୁଲା

ଦେଶର ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ସାଂଘାତିକ ପ୍ରଦୂଷଣ ସ୍ଥିତିରେ ଆସିଛି ସୁଧାର। ଭୋର ସମୟରେ ବର୍ଷା ହେବାରୁ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। ୨୪ ଘଣ୍ଟା ତଳେ ବାୟୁର ଗୁଣବତ୍ତା ୪୦୦ ଥିବା ବେଳେ ଏବେ ଏହା ତଳକୁ ଖସି…

ପଞ୍ଜାବ ଓ ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ମନଇଚ୍ଛା ବର୍ଷିଲେ ସୁପ୍ରିମକୋର୍ଟ

ନିର୍ବାଚିତ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ପଦକ୍ଷେପ ନେଉଥିବା ଅଭିଯୋଗରେ ଫସିଥିବା ପଞ୍ଜାବ ଓ ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ଆଜି ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ଦୁଇ ରାଜ୍ୟର ରାଜ୍ୟପାଳ ରାଜ୍ୟ ସରକାର ପାରିତ କରିଥିବା ବିଲ୍‌ ଉପରେ ମୋହର ମାରିବାରେ ବିଳମ୍ବ…

ପତ୍ନୀଙ୍କୁ ଭେଟିବାକୁ ଜେଲରୁ ଆସିବେ ମନୀଷ ସିସୋଦିଆ

ଜେଲରୁ ଆସିବେ ମନୀଷ ସିସୋଦିଆ। ପତ୍ନୀ ଅସୁସ୍ଥ ଥିବାରୁ ତାଙ୍କୁ ଭେଟିବାକୁ ଜେଲରୁ ଆସିବେ ଆପ୍ ନେତା ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସର୍ତ୍ତ ରଖି ସିସୋଦିଆଙ୍କୁ ଛଅ ଘଣ୍ଟାର ସମୟ ଦେଇଛନ୍ତି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ।…

ନନ୍ଦନକାନନରେ ଆଖି ବୁଜିଲା ସିଂହୀ ‘ବିନି’

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ବିନିର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନୀତ କାରଣରୁ ସେ ଅସୁସ୍ଥ ଥିଲା । ବିନିର ମୃତ୍ୟୁ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୧ କୁ ଖସିଆସିଛି । ବିନିର ମୃତ୍ୟୁ ପରେ ଏଣିକି ଆଉ ନନ୍ଦନକାନନରେ…

ମଝି ରାସ୍ତାରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ପାରାଦୀପ : ପାରାଦୀପ ହାତି ତେଲଟାଙ୍କି ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଏଲପିଜି ବୋଝେଇ ଟ୍ୟାଙ୍କର ମଝି ରାସ୍ତାରେ ଓଲଟି ପଡିଛି । ଟ୍ୟାଙ୍କରଟି ପାରାଦୀପ ତୈଳ ବିଶୋଧନାଗାରରୁ ଏଲପିଜି ଲୋଡ କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା ।…

ଧନତେରସରେ ଲୁଟି ନେଲେ 20 କୋଟି ଟଙ୍କାର ଅଳଙ୍କାର

ରାତି ପାହିଲେ ପାଳନ ହୋଇଥାନ୍ତି ଧନତେରସ୍। ଏଥିପାଇଁ ଗ୍ରାହକଙ୍କଠୁ ବ୍ୟବସାୟୀ ସମସ୍ତେ ପ୍ରସ୍ତୁତ ଥିଲେ। ହେଲେ ଧନତେରସ୍ ପାଳନ ପୂର୍ବରୁ କଳାକନା ବୁଲାଇ ଦେଲା ଲୁଟେରା। ବନ୍ଧୁକ ମୁନରେ ଲୁଟି ନେଲେ 20 କୋଟି ଟଙ୍କାର ଅଳଙ୍କାର। ଏପରି ଏକ ଘଟଣା…

ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ଠେଲାପେଲା, ୧୦ରୁ ଅଧିକ ହବିଷ୍ୟାଳୀ ଆହତ

ପୁରୀ : ପୁରୀ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ଠେଲାପେଲା। ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା। ୧୦ରୁ ଅଧିକ ହବିଷ୍ୟାଳୀ ଆହତ । ବଗଲା ଧର୍ମଶାଳା ସରକାରୀ ହବିଷ୍ଯାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ଯାଳୀଙ୍କ ଗୋଡରେ ଲାଗିଛି ଶକ୍ତ ଆଘାତ। ଆହତ…

ଓଡ଼ିଶା ଫେରିଲା ଅଷ୍ଟଧାତୁରେ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି

ଯାଜପୁର: ଓଡ଼ିଶା ଫେରିଲା ଅଷ୍ଟଧାତୁରେ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି । ଅଢ଼େଇ ବର୍ଷ ପୂର୍ବରୁ ଚୋରି ହୋଇଥିବା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣ ଗ୍ରାମର ଅଷ୍ଟଧାତୁରେ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଶେଷରେ ଓଡିଶାରେ ପହଞ୍ଚିଛି । ଗତକାଲି କେନ୍ଦ୍ରମନ୍ତ୍ରୀ…

ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହେଲେ ୧୧ ବର୍ଷର ନାବାଳିକା

ନବରଙ୍ଗପୁର: ଶିକ୍ଷକ ସାଜିଲେ ଶିକାରୀ । ଶିକ୍ଷକଙ୍କ ଲୋଲୁପ ଦୃଷ୍ଟିର ଶିକାର ହେଲା ୧୧ ବର୍ଷର ନାବାଳିକା । ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ ମିଶି ନାବାଳିକାକୁ ଗଣ ଦୁଷ୍ମର୍ମ କରିବା ପରି ଲଜ୍ଜାଜନକ ଘଟଣା ଆସିଛି ନବରଙ୍ଗପୁର ଜିଲ୍ଲାରୁ ।…

କାଳୀ ପୂଜା ଲାଗି ଚଳଚଞ୍ଚଳ ଭଦ୍ରକ ସହର : ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଭଦ୍ରକ : ଆଉ ଗୋଟିଏ ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମାଆ କାଳୀ । ଏଥିଲାଗି ଚଳଚଂଚଳ ହୋଇଉଠିଛି ଗାଁଠୁ ସହର । ଭଦ୍ରକରେ ବଡ ଧୂମଧାମ ସହକାରେ ପାଳିତ ହୁଏ ମାଆଙ୍କର ପୂଜା । ଏଥିଲାଗି ପ୍ରସ୍ତୁତି ପ୍ରା୍ୟ…