ଏଥିରେ କୌଣସି ଅଘଟଣ ଘଟିନଥିବା ସୂଚନା ମିଳିଛି । ପରେ ଖବର ପାଇ ଲକଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସିଲ କରିଛି । ଏବଂ ଅଗ୍ନିଶମବାହିନୀ ଟ୍ୟାଙ୍କରଟିକୁ ଉଠାଇବାକୁ ପ୍ରୟାସ ଜାରି ରଖିଛି ।ସେପଟେ ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ପରିସ୍ଥିତି ସୃଷ୍ଟି ହୋଇଛି ।