Month: September 2023

ସାଇବର ଅପରାଧ ନେଇ ସଚେତନ କରିବେ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ସହିତ ମିସନଶକ୍ତି ମହିଳା

ଭୁବନେଶ୍ବର: ଆଜିକାଲିର ଯୁବପିଢ଼ି କମ ପରିଶ୍ରମରେ ଶୀଘ୍ର କୋଟିପତି ହେବାକୁ ଚାହୁଁଛନ୍ତି। ସେଥିପାଇଁ ସେମାନେ ବିକଳ୍ପ ଚିନ୍ତା କରୁଛନ୍ତି। ଅନ୍ୟକୁ ବଡ଼ ‌ସ୍ବପ୍ନ ଓ ‌ଲୋଭ ଦେଖାଇ ସେମାନଙ୍କର ଜାଲରେ ଫସାଉଛନ୍ତି। ଏହି କ୍ରମରେ ଦିନକୁ ଦିନ ସାଇବର ‌ଠକେଇ ବଢ଼ିବାରେ…

ନକଲି ଜାତିଗତ, ନିବାସ ଓ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ ଅଭିଯୋଗରେ ରାଜସ୍ବ ନିରୀକ୍ଷକ ଓ ସରପଞ୍ଚଙ୍କ ସମେତ ୫ ଗିରଫ

ବରଗଡ଼: ନକଲି ଜାତିଗତ, ନିବାସ ଓ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ କରିବା ଅଭିଯୋଗରେ ବରଗଡ଼ ପୁଲିସ ଜଣେ ରାଜସ୍ବ ନିରୀକ୍ଷକ ଓ ସରପଞ୍ଚଙ୍କ ସମେତ ୫ ଅଭିଯୁକ୍ତଙ୍କୁ ବରଗଡ଼ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣ ଉତ୍ତରପ୍ରଦେଶର…

ମାନସିକ ଚାପ କାରଣରୁ ଭୁଲ ନିଷ୍ପତ୍ତି ନେଇଥିଲେ ତପନ ସାହୁ

ଭୁବନେଶ୍ବର: ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କ ନିଖୋଜ ଘଟଣାରୁ ପରଦା ହଟିଛି। ମାନସିକ ଚାପ କାରଣରୁ ଏଭଳି ଭୁଲ ନିଷ୍ପତ୍ତି ନେଇଥିବା ଶ୍ରୀ ସାହୁ ସ୍ୱୀକାର କରିଛନ୍ତି। ପରେ ନିଜେ ହୃଦୟଙ୍ଗମ କଲା ପରେ ଫୋନ କରି ପରିବାର ଲୋକଙ୍କୁ…

ଗୁଗଲରେ ସର୍ଚ୍ଚ କରୁଥିଲେ ଆତ୍ମହତ୍ୟାର ଉପାୟ, ତୁରନ୍ତ ଯୁବକଙ୍କ ପାଖରେ ପହଞ୍ଚିଲା ପୁଲିସ୍‌

ମୁମ୍ବାଇ : ମା’ ଅପରାଧିକ ମାମଲାରେ ଜେଲରେ। ତାଙ୍କର ଜାମିନ ପାଇଁ ପୁଅ ପାଖରେ ଟଙ୍କା ନାହିଁ। ଦୀର୍ଘ ୬ ମାସ ହେଲା ଚାକିରି ଖଣ୍ଡେ ବି ମିଳୁନି। ଖାଇବାକୁ ଠିକ ଭାବେ କେହି ଦେଉ ନାହାନ୍ତି। ଏମିତି ଜୀବନ ରଖିବାର…

ନେହରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନୁହନ୍ତି ବୋଲି କହିଲେ ବିଜେପି ବିଧାୟକ

ବେଙ୍ଗାଲୁରୁ : ଚର୍ଚ୍ଚାରେ କର୍ଣ୍ଣାଟକା ବିଜେପି ବିଧାୟକ ବାସନଗୌଡ଼ା ପାଟିଲ ୟାତନାଲ। ଜବାହରଲାଲ ନେହରୁ ଦେଶର ପ୍ରଧାନମନ୍ତ୍ରୀ ନୁହନ୍ତି ବୋଲି ସେ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଗୋଟିଏ ଜନସଭାକୁ ସମ୍ବୋଧନ କରି କହିଛନ୍ତି ଯେ…

ବୋଲେରୋ ସହ ମୁହାଁମୁହିଁ ଧକ୍କାରେ ବାଇକ୍ ଚାଳକ ମୃତ

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର କପାସପଡା ବାଙ୍କ ନିକଟରେ ଏକ ବୋଲେରୋ ସହ ଏକ ବାଇକର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ…

କଂଗ୍ରେସ ବିଧାୟକଙ୍କ ଗିରଫଦାରୀ ପରେ ଇଣ୍ଡିଆ ମେଣ୍ଟରେ ସଙ୍କଟ

ଚଣ୍ଡୀଗଡ଼ : ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁଖପାଲ ସିଂହ ଖଇରାଙ୍କ ଗିରଫଦାରୀ ପରେ ବିରୋଧୀ ମେଣ୍ଟ ଇଣ୍ଡିଆରେ ସଙ୍କଟ ଦେଖାଯାଇଛି। ଡ୍ରଗ୍ସ ଓ ମନିଲଣ୍ଡରିଂ ମାମଲାରେ ସୁଖପାଲଙ୍କୁ ପଞ୍ଜାବ ପୁଲିସ୍‌ ଗିରଫ କରିଛି। ପଞ୍ଜାବରେ ଏବେ ଅରବିନ୍ଦ…

ସାମ୍ନାକୁ ଆସିଲା ମଥୁରା ଟ୍ରେନ ଦୁର୍ଘଟଣା ଭିଡିଓ, ନିଶାରେ ଥିଲେ ଲୋକ ପାଇଲଟ!

ମଥୁରା : ସାମ୍ନାକୁ ଆସିଲା ମଥୁରା ଟ୍ରେନ ଦୁର୍ଘଟଣାର କାରଣ। ଇଞ୍ଜିନରେ ଥିବା ସିସିଟିଭି ଭିଡିଓ ଦୁର୍ଘଟଣାର କାରଣକୁ ସ୍ପଷ୍ଟ କରୁଛି। ଲୋକପାଇଲଟଙ୍କ ଖାମଖିଆଲି ପାଇଁ ଏପରି ଏକ ବଡ ଧରଣର ଦୁର୍ଘାଟଣା ଘଟିଛି। ସୌଭାଗ୍ୟବଶତଃ ଲୋକମାନେ ଟ୍ରେନରୁ ଓହ୍ଲାଇ ଯାଇଥିବାରୁ…

ରାଜ୍ୟରେ ଆଉ ୨୫ଟି ଜିଲ୍ଲା ଗଠନ ପାଇଁ ସରକାର ପାଇଛନ୍ତି ଦାବିପତ୍ର

ଭୁବନେଶ୍ବର : ରାଜ୍ୟରେ ଆଉ ୨୫ଟି ନୂଆ ଜିଲ୍ଲା ଗଠନ କରିବା ପାଇଁ ସରକାରଙ୍କ ପାଖକୁ ଆସିଛି ଦାବିପତ୍ର। ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ…

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଗାଦୀ ନେମାଳ ବଟକୁ ସର୍ବସାଧାରଣ ପୀଠ ଭାବରେ ରାୟ ପ୍ରଦାନ କଲେ କୋର୍ଟ

କଟକ: ଦୀର୍ଘ ୧୧ ବର୍ଷ ଧରି କୋର୍ଟରେ ଚାଲିଥିବା ମକଦମା ନେଇ ଗୁରୁବାର ଐତିହାସିକ ରାୟ ଆସିଛି। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଗାଦୀ ନେମାଳ ବଟକୁ ସର୍ବସାଧାରଣ ପୀଠ ଭାବରେ କୋର୍ଟ ରାୟ ପ୍ରଦାନ କରିଛନ୍ତି। ମହନ୍ତ ମହାରାଜ ଗଗନାନନ୍ଦ ଗୋସ୍ୱାମୀ ପୀଠକୁ…