Month: September 2023

୩ ଟଙ୍କା ପାଇଁ ଗ୍ରାହକଙ୍କୁ ଅପମାନିତ କଲେ ଦୋକାନୀ, ଏବେ ଗଣିବେ ୨୫ ହଜାର

ସମ୍ବଲପୁର : ଟଙ୍କେ/ଦୁଇ ଟଙ୍କା ବା ୫ ଟଙ୍କା ପାଇଁ ଅନେକ ସମୟରେ ଦୋକାନୀ-ଗ୍ରାହକ ମୁହାଁମୁହିଁ ହେଉଥିବା ଘଟଣା ପ୍ରାୟ ସମସ୍ତଙ୍କ ନଜରକୁ ଆସିଥିବ । ହେଲେ ଏଇ ଝଗଡା ଯେ କେତେ ମହଙ୍ଗା ପଡିପାରେ ତାହାର ଏକ ଉଦାହାରଣ ଏବେ…

କ୍ରୀଡା ଉତ୍ସବକୁ ଯିବାବେଳେ ଘାଟିରେ ଓଲଟି ପଡିଲା ବସ: ଚାଲିଗଲା ଖେଳ ଶିକ୍ଷକଙ୍କ ଜୀବନ

ନବରଙ୍ଗପୁର: ଘାଟିରେ ଓଲଟି ପଡିଲା ବସ । ପିଲାଙ୍କୁ ନେଇ କ୍ରୀଡା ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ ଖେଳ ସାର । ବାଟରେ ଚାଲିଗଲା ଜୀବନ । ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିଛି ନବରଙ୍ଗପୁର…

୬ମାସ ପାଇଁ ସାରା ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ମଣିପୁର ସରକାର

ଇମ୍ଫାଲ: ୬ମାସ ପାଇଁ ସାରା ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ମଣିପୁର ସରକାର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁର ସରକାର ବୁଧବାର ଦିନ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ(ଏଏଫଏସପିଏ) ଅନୁଯାୟୀ ସମଗ୍ର ରାଜ୍ୟକୁ ‘ଅଶାନ୍ତ…

ଆଇଏନଏସ ଚିଲିକାରୁ ପାସ୍ ହେଲେ ୨,୮୯୫ ଜଣ ଅଗ୍ନିବୀର

ଭୁବନେଶ୍ୱର: ଆଇଏନ୍ଏସ୍ ଚିଲିକାରୁ ମଙ୍ଗଳବାର ୪୪୮ ଜଣ ମହିଳାଙ୍କ ସମେତ ୨,୮୯୫ ଜଣ ଅଗ୍ନିବୀର ଉତ୍ତୀର୍ଣ୍ଣ ହୋଇଛନ୍ତି। ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ ଭାଇସ ଆଡମିରାଲ ଏମ. ଏ. ହାମ୍ପିହୋଲି ପାସିଂ ଆଉଟ୍ ପରେଡର ସମୀକ୍ଷା କରିଥିଲେ। ଏହି…

କଣ୍ଟେନର ଦୁର୍ଘଟଣାଗ୍ରସ୍ତ, ଲୁହା ବାଡ଼ ଭାଙ୍ଗି ରେଲୱେ ଟ୍ରାକ ଉପରେ ଚଢ଼ିଗଲା

ବାଲେଶ୍ବର: ଟେଷ୍ଟ ଡ୍ରାଇଭ୍ କାରକୁ ବଞ୍ଚାଇବାକୁ ଯାଇ ରେଳ ଲାଇନ୍ ଉପରେ ଚଢିଗଲା କଣ୍ଟେନର। ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ବାମପଦା ନିକଟରେ ଦୁର୍ଘଟଣା। ଲୁହା ବାଡ଼ ଭାଙ୍ଗି ଟ୍ରାକ ଉପରେ କଣ୍ଟେନରଟି ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା…

ସଂସଦରେ ଅଭଦ୍ର ବ୍ୟବହାର କରିଥିବା ସାଂସଦଙ୍କୁ ବିଜେପି ଦେଲା ନିର୍ବାଚନୀ ଦାୟିତ୍ୱ

ସଂସଦରେ ବିଏସପି ସାଂସଦ ଡାନିଶ ଅଲୀଙ୍କୁ ଅତ୍ୟନ୍ତ ଅଭଦ୍ର ବ୍ୟବହାର କରିବା ସହ ମୁସଲିମ ବିରୋଧୀ ବୟାନ ଦେଇଥିବା ବିଜେପି ସାଂସଦ ରମେଶ ବିଧୁରୀଙ୍କୁ ଦଳ ବଡ଼ ଦାୟିତ୍ୱ ଦେଇଛି। ବିଜେପି ପକ୍ଷରୁ ଆଜି ତାଙ୍କୁ ରାଜସ୍ଥାନର ଟୋଙ୍କ ନିର୍ବାଚନ ମଣ୍ଡଳୀ…

ସିଏମ୍‌ ଏନ୍‌ ବିରେନ୍‌ ସିଂଙ୍କ ବହିଷ୍କାର ଦାବି କଲେ ମଲ୍ଲିକାର୍ଜୁନ ଖଡ୍‌ଗେ

ହିଂସାର କବଳରୁ ମୁକୁଳି ପାରୁନାହିଁ ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁର। କିଛି ଦିନ ଶାନ୍ତି ପରେ ରାଜ୍ୟରେ ଇଣ୍ଟରନେଟ୍ ସେବା ପୁନଃସ୍ଥାପିତ ହେବା ପରେ ଏବେ ପୁଣି ସୋସିଆଲ ମିଡିଆରେ ଦୁଇ ଛାତ୍ରଛାତ୍ରୀଙ୍କ ହତ୍ୟାର ଫଟୋ ଭାଇରାଲ ହୋଇଛି। ଫଟୋ ଭାଇରାଲ…

ଚୋରି ମୋବାଇଲ୍ ଭାଗବଣ୍ଟା ବେଳେ ପାଟିତୁଣ୍ଡ, ଜଣେ ନାବାଳକର ମୃତ୍ୟୁ

ସମ୍ବଲପୁର: ଚୋରି ମୋବାଇଲ ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷରୁ ଜଣେ ନାବାଳକର ମୃତ୍ୟୁ ହୋଇଛି। ମଙ୍ଗଳବାର ସମ୍ବଲପୁର ସହରରେ ଚୋରି ମୋବାଇଲ ବାଣ୍ଟିବାକୁ ନେଇ ବିବାଦ ଦେଖାଦେବା ପରେ ଏକ ମୋବାଇଲ୍ ଚୋର ଗ୍ୟାଙ୍ଗ୍ ଜଣେ ସଦସ୍ୟଙ୍କୁ ହତ୍ୟା କରିଥିବା…

୬ ରାଜ୍ୟର ୫୧ଟି ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ଭାରତରେ ସକ୍ରିୟ ଥିବା ଅପରାଧୀ ସିଣ୍ଡିକେଟ୍‌ ଏବଂ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଏବଂ ପାକିସ୍ତାନ ଓ କାନାଡା ଭଳି ଦେଶରେ ରହୁଥିବା ଆତଙ୍କବାଦୀମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଖୋଜି ବାହାର କରିବା ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏକ…

ଅତିରିକ୍ତ ୩ ବର୍ଷ ଜେଲରେ ରହିଲେ ଯୁବକ

ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। କାରଣ ସତରେ କ’ଣ ଏମିତି ହୋଇପାରେ? ଆଜ୍ଞ ହଁ, ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଜଣେ ଯୁବକ ଅତିରିକ୍ତ ୩ ବର୍ଷ କାଳ ବନ୍ଦୀ ଜୀବନ ବିତାଇଛନ୍ତି। କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ…