Month: September 2023

ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୬ ଜଣ ସ୍କ୍ରବ ଟାଇଫସ୍ ରୋଗୀ ଚିହ୍ନଟ, ୨୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ସୁନ୍ଦରଗଡ଼: ରାଜ୍ୟରେ ବଢୁଛି ସ୍କ୍ରବ ଟାଇଫସ ଆତଙ୍କ । ସୁନ୍ଦରଗଡ ଜିଲ୍ଲାରେ ବଢ଼ିବାରେ ଲାଗିଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟ ୨୫୦କୁ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୬…

ପତ୍ନୀଙ୍କ ସହ ବିଜେପିରେ ସାମିଲ ହେଲେ ଅର୍କକେଶରୀ ଦେଓ

ଭୁବନେଶ୍ୱର: ପଦ୍ମ ଧରିଲେ ଅର୍କ କେଶରୀ ଦେଓ । ବୁଧବାର ବିଜେପିରେ ସାମିଲ ହୋଇଛନ୍ତି କଳାହାଣ୍ଡି ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ । ପତ୍ନୀ ମାଳବିକା ଦେବୀଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଜେଡି ସାଂସଦ । ଭୁବନେଶ୍ୱରରେ…

ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା

ଦିନେ ପରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ତା ପରେ ହୋଇପାରେ ଲଘୁଚାପ । ବାୟୁମଣ୍ଡଳରେ ୧.୫ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ମହିଳା ଆଟେଣ୍ଡାଣ୍ଟ ସସପେଣ୍ଡ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟ ନିଲମ୍ବିତ ହୋଇଛନ୍ତି । ଦାୟିତ୍ବରେ ଅବହେଳା ପାଇଁ ହସ୍ପିଟାଲ ନିର୍ଦ୍ଦେଶକ ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି । ଆବଶ୍ୟକ ପଡିଲେ ଦୋଷୀଙ୍କ ବିରୋଧରେ ମଧ୍ୟ କଡା…

ଇରାକରେ ଜଳିଗଲା ବିବାହ ମଣ୍ଡପ:୧୦୦ ମୃତ, ୧୫୦ରୁ ଉର୍ଦ୍ଧ୍ବ ଆହତ

ଇରାକର ଏକ ବିବାହ ସମାରୋହରେ ଘଟିଲା ଭୟଙ୍କର ଅଘଟଣ । ବିବାହ ଭୋଜି ବେଳେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି। ମୃତକଙ୍କ…

ରାଜ୍ୟ ସରକାର ବିଜ୍ଞାପନ ପାଇଁ ୧୦ ବର୍ଷରେ ୨୪୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ମଙ୍ଗଳବାର କହିଛନ୍ତି ଯେ, ଓଡ଼ିଶା ସରକାର ଗତ ୧୦ ବର୍ଷ ମଧ୍ୟରେ ନିଜର କଲ୍ୟାଣକାରୀ ଯୋଜନାର ବିଜ୍ଞାପନ ବାବଦରେ ୨୪୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ବିଧାନସଭାରେ ବିଧାୟକ ଶଙ୍କର…

ଇସ୍କନ ଦେଶର ସବୁଠୁ ବଡ ଠକ ସଂଗଠନ : ମାନେକା ଗାନ୍ଧି

ବିଜେପି ସାଂସଦ ମାନେକା ଗାନ୍ଧି ‘ଇଣ୍ଟରନ୍ୟାସନାଲ ସୋସାଇଟି ଫର୍‌ କୃଷ୍ଣ କନସିଓସାନସ ଇସ୍କନ ଉପରେ ଅଭିଯୋଗ କରିଛନ୍ତି । ଇସ୍କନକୁ ଦେଶର ସବୁଠାରୁ ବଡ ଠକ ସଂଗଠନ ବୋଲି କହିଛନ୍ତି ମାନେକା ଗାନ୍ଧି । ମାନେକା ଅଭିଯୋଗ କରିଛନ୍ତି ଯେ, ଇସ୍କନ…

ରାଜ୍ୟର ୨୮ ହଜାର ଗାଁକୁ ଏବେ ବି ପାଇପ୍ ଯୋଗେ ପାଣି ସଂଯୋଗ ହୋଇପାରିନି

ଭୁବନେଶ୍ୱର: ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମଙ୍ଗଳବାର ବିଧାନସଭାରେ କହିଛନ୍ତି ଯେ, ଓଡ଼ିଶାର ୨୮ ହଜାର ଗାଁକୁ ଏଯାବତ ପାଇପ୍ ଯୋଗେ ଜଳ ଯୋଗାଣ ହୋଇପାରିନାହିଁ। କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସେ…

ମନ୍ଦିର କୂଅରୁ ମିଳିଲା ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ

ଆଠଗଡ଼ : ମନ୍ଦିର କୂଅରୁ ମିଳିଲା ଯୁବକଙ୍କ ଗଳିତ ମୃତଦେହ । ତିନି ଦିନ ହେବ ନିଖୋଜ ଥିଲେ । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପତିତପାବନ ମନ୍ଦିର ପରିସରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ…

ଘର ଘର ବୁଲି ଦୁଷ୍କର୍ମ ପୀଡ଼ିତା ସାହାଯ୍ୟ ମାଗିବା ଘଟଣା: ଗଠନ ହେଲା ଏସଆଇଟି

ମରି ଯାଇଛି ମାନବିକତା, ହଜି ଯାଇଛି ମଣିଷ ପଣିଆ। ସାମ୍ନାକୁ ଆସିଥିବା ଘଟଣା ସମସ୍ତଙ୍କ ମୁଣ୍ଡକୁ ଲଜ୍ଜାରେ ତଳକୁ କରି ଦେଇଛି। ଆଜିର ସ୍ୱାର୍ଥପର ମଣିଷ ସମାଜର ଅସଲ ମୁଖା ଖୋଲି ଦେଇଛି ଗୋଟିଏ ଘଟଣା। ଜଣେ ଦୁଷ୍କର୍ମର ଶିକାର ହୋଇଥିବା…