ଯୁବକର ଆକ୍ରମଣରେ ବୃଦ୍ଧାଙ୍କ ସମେତ ୩ ଗୁରୁତର
ମୟୂରଭଞ୍ଜ/ଚିତ୍ରଡ଼ା: ଜନୈକ ଯୁବକର ଅତର୍କିତ ଆକ୍ରମଣରେ ତିନିଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଗୁରୁତର ତିନିଜଣଙ୍କ ମଧ୍ୟରୁ ବୃଦ୍ଧାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧିନ ଜୁଆଳିଭଙ୍ଗା ପଞ୍ଚାୟତର କାଳିଆନାଳ…