Month: April 2023

ଜାପନରେ ନିପ୍ପନ ଷ୍ଟିଲର ଡାଇରେକ୍ଟରଙ୍କ ସହ ସାକ୍ଷତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଜାପାନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୋକିଓ ବିମାନବନ୍ଦରରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ଏବଂ ଦୂତାବାସର ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଓଡିଶାକୁ ପୁଞ୍ଜି ନିବେଶକକାରୀଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ଗସ୍ତ କରିଛନ୍ତି…

ଟଙ୍କା ଆବଶ୍ୟକତା ପୂରଣ ନିମନ୍ତେ ଅପହରଣ ଓ ହତ୍ୟା: ଏସ୍‌ପି ସ୍ମିତ ପରମାର

ଝାରସୁଗୁଡ଼ା : ଟଙ୍କା ଆବଶ୍ୟକତା ପୂରଣ ନିମନ୍ତେ ଅପହରଣ ଓ ହତ୍ୟା। ଝାରସୁଗୁଡ଼ା ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ପୁଲିସ ତଦନ୍ତ କରି ଏହା ପାଇଥିବା ଆଜି ଏସ୍‌ପି ସ୍ମିତ ପରମାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।…

ମୁକ୍ତେଶ୍ୱର ମନ୍ଦିରରେ ନୃତ୍ୟଶିଳ୍ପୀଙ୍କୁ ବାଡି ଧରି ଗୋଡେଇଲେ ପୂଜାରୀ

ଭୁବନେଶ୍ୱର: ଓଡ଼ିଶୀ ନୃ୍ତ୍ୟଶିଳ୍ପୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିରର ଜଣେ ପୂଜାରୀଙ୍କୁ ପୋଲିସ ଗିରଫ କରିଛି । ଗତକାଲି ସନ୍ଧ୍ୟାରେ ଏହି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଫଟୋ ସୁଟ କରୁଥିଲେ । ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା ।…

ଖେଳୁଖେଳୁ ପରିତ୍ୟକ୍ତ କୂଅରେ ପଡ଼ିଗଲେ ଦୁଇ ଶିଶୁକନ୍ୟା, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବୀରମହାରାଜପୁର: ଖେଳିବା ସମୟରେ ପରିତ୍ୟକ୍ତ କୂଅରେ ପଡ଼ି ଦୁଇ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଦୁଇ ମୃତ ଶିଶୁକନ୍ୟା ହେଲେ ଶିକ୍ଷକ ଆଲୋକ ମିଶ୍ରଙ୍କ ଝିଅ ଦିଶା (୩ବର୍ଷ…

ବଲାଙ୍ଗୀର ନକଲି ସାର୍ଟିଫିକେଟ୍‌ ମାମଲା: ୩ ଦିନିଆ ରିମାଣ୍ଡରେ ଯିବେ ମୁଖ୍ୟ ଅଭିଯୁକ୍ତ

ବଲାଙ୍ଗୀର: ବଲାଙ୍ଗୀର ନକଲି ସାର୍ଟିଫିକେଟ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ତା’ର ସହଯୋଗୀ ଆଲୋକ ଉଦ୍‌ଗାତାଙ୍କ ସହ ଦୁଇ ଆବେଦନକାରୀଙ୍କୁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଟିମ୍‌ କୋର୍ଟରେ ଆବେଦନ କରିଥିଲା। ମାନ୍ୟବର କୋର୍ଟ ୩ ଦିନ ରିମାଣ୍ଡ…

‘କଂଗ୍ରେସ ଫାଇଲସ୍‌’: ୨୦୧୨ କୋଇଲା ଦୁର୍ନୀତିକୁ ନେଇ ଆଉ ଏକ ଅଧ୍ୟାୟ ଜାରି କଲା ବିଜେପି

ନୂଆଦିଲ୍ଲୀ: ଏପିସୋଡ୍‌-୨ ରିଲିଜ୍‌ ହେବାର ଗୋଟିଏ ଦିନ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଏହାର ‘କଂଗ୍ରେସ ଫାଇଲ୍‌ସ’ ସିରିଜ୍‌ର ଏପିସୋଡ୍‌-୩ ରିଲିଜ୍‌ କରି ୨୦୧୨ କୋଇଲା ବ୍ଲକ୍‌ ଆବଣ୍ଟନ ଦୁର୍ନୀତି ଉପରେ ଆଲୋକପାତ କରିଛି। ରିଲିଜ ହୋଇଥିବା ଭିଡିଓରେ…

ପାକିସ୍ତାନୀ ଯୁବକମାନେ ବ୍ରିଟିଶ ଝିଅଙ୍କୁ ଦୁଷ୍କର୍ମ କରୁଛନ୍ତି ବୋଲି ବ୍ରିଟେନ ମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ

ଇଂଲଣ୍ଡ: ବ୍ରିଟିଶ ଗୃହ ସଚିବ ସୁଏଲା ବ୍ରେଭରମ୍ୟାନ୍‌ ଶିଶୁ ଯୌନ ନିର୍ଯାତନାକୁ ବନ୍ଦ କରିବା ପାଇଁ ନୂଆ ଯୋଜନାର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ବ୍ରିଟିଶ ପାକିସ୍ତାନୀ ପୁରୁଷମାନେ ଗ୍ରୁମିଂ ଗ୍ୟାଙ୍ଗର ସଦସ୍ୟ, ଯେଉଁମାନେ ଦୁର୍ବଳ ଇଂରାଜୀ ଝିଅମାନଙ୍କୁ ଅନୁସରଣ…

ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଲେ ନର୍ଖିଆ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଧୂଆଁଧାର ପେସ ବୋଲର ଏନ୍‌ରିକ ନର୍ଖିଆ ଦିଲ୍ଲୀ ଦଳରେ ଯୋଗ ଦେଇଛନ୍ତି। ଆଉ ସିଏ ଆସିବା ପରେ ଦିଲ୍ଲୀର ବୋଲିଂ ଅଧିକ ଘାତକ ହୋଇପାରେ ବୋଲି ଅନୁମାନ କରାଯାଉଛି | ଏନ୍‌ରିକ ନର୍ଖିଆଙ୍କ ସହ ଲୁଙ୍ଗି ଏନ୍‌ଗିଡି…

ରୁଷକୁ ଝଟକା, ନାଟୋର ସଦସ୍ୟ ହେଲା ପଡୋଶୀ ଦେଶ ଫିନଲାଣ୍ଡ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ସୁରକ୍ଷା ମେଣ୍ଟ ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ)ର ୩୧ତମ ସଦସ୍ୟ ହୋଇଛି ଫିନଲ୍ୟାଣ୍ଡ । ମଙ୍ଗଳବାର ଫିନଲାଣ୍ଡ ଔପଚାରିକଭାବେ ନାଟୋରେ ଯୋଗ ଦେଇଛି । ପୁଟିନଙ୍କ ଧମକ ସତ୍ତ୍ବେ ଫନଲାଣ୍ଡ ନାଟୋରେ ଯୋଗ ଦେଇଥିବାରୁ ଏହାକୁ…

ନ୍ୟାୟ ପ୍ରଦାନ କ୍ଷେତ୍ରରେ କର୍ଣ୍ଣାଟକ ଶୀର୍ଷରେ; ସର୍ବନିମ୍ନରେ ଉତ୍ତରପ୍ରଦେଶ

ନୂଆଦିଲ୍ଲୀ: ସମଗ୍ର ଦେଶରେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ରହିଛି କର୍ଣ୍ଣାଟକ। ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ (ଆଇଜେଆର୍‌) ଅନୁଯାୟୀ ୨୦୨୨ରେ କର୍ଣ୍ଣାଟକ ରାଜ୍ୟ ଦେଶର ଏକ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୧୮ଟି ବୃହତ୍‌ ଓ ମଧ୍ୟମ ଆକାରର ରାଜ୍ୟ ମଧ୍ୟରେ…