କଂଗ୍ରେସର ସେହି ପୁରୁଣା କାହାଣୀ : ମୋ ରାଜା ବୁଦ୍ଧିମାନ
ନୂଆଦିଲ୍ଲୀ: ଅବିଭକ୍ତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ତେବେ ବିଜେପିରେ ଯୋଗ ଦେଇ କିରଣ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି | ଆନ୍ଧ୍ରପ୍ରଦେଶର ଏହି ଟାଣୁଆ ନେତା କହିଛନ୍ତି ଯେ କଂଗ୍ରେସ ଲୋକଙ୍କ…