କେବଳ ଡାକ ବିଭାଗ ନୁହେଁ, ଶିକ୍ଷା ବିଭାଗରେ ବି ନକଲି; ୭ ଶିକ୍ଷକ ବହିଷ୍କୃତ
ରାୟଗଡା: ସାରା ରାଜ୍ୟରେ ଏବେ ଜାଲ ସାର୍ଟିଫିକେଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଧରାପଡିଥିବା ଲୋକଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତେବେ ଏଥିରୁ ରାୟଗଡା ଜିଲ୍ଲା ମଧ୍ୟ ବାଦ ପଡି ନାହିଁ। ପ୍ରଥମେ ଡାକ ବିଭାଗରେ ଫେକ…