Month: April 2023

ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ନିଖୋଜ ଭାରତୀୟ ପର୍ବତାରୋହୀ ଅନୁରାଗଙ୍କ ମୃତଦେହ ଉଦ୍ଧାର

କାଠମାଣ୍ଡୁ : ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ସୋମବାର ନିଖୋଜ ହୋଇଯାଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁ ମୃତ୍ୟୁବରଣ କରିଛନ୍ତି । ମଙ୍ଗଳବାରଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରାଜସ୍ଥାନର କିଶନଗଡ଼ର ବାସିନ୍ଦା ଅନୁରାଗ ସୋମବାର ଅନ୍ନପୂର୍ଣ୍ଣା ପର୍ବତର ତୃତୀୟ ଶିବିରରୁ…

ଛତିଶଗଡ଼ କଂଗ୍ରେସ ବିଧାୟକ ବିକ୍ରମ ମାଣ୍ଡଭି ଉପରେ ନକ୍ସଲ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ

ରାୟପୁର : ଛତିଶଗଡ଼ର ବିଜାପୁର ଜିଲ୍ଲାରେ କଂଗ୍ରେସ ବିଧାୟକ ବିକ୍ରମ ମାଣ୍ଡଭି ଗାଡ଼ି ଉପରକୁ ନକ୍ସଲମାନେ ଆକ୍ରମଣ କରିଛନ୍ତି। ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ଗଙ୍ଗାଲୁର ବଜାରରେ ବିଧାୟକଙ୍କ ସମେତ ସମସ୍ତ କଂଗ୍ରେସ ନେତା ଏକ ରାସ୍ତା ସଭା କରି ମୁଖ୍ୟାଳୟକୁ…

ଅତିକ ଅହମଦ ହତ୍ୟା ଘଟଣା: ଓକିଲଙ୍କ ଘର ବାହାରେ ବୋମାମାଡ଼

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଗୋବାର ଗଲି ଅଞ୍ଚଳରେ ବୋମା ମାଡ଼ ହୋଇଛି। ଶନିବାର ଗୁଳିମାଡ଼ରେ ପ୍ରାଣ ହରାଇଥିବା ଅତିକ ଅହମଦଙ୍କ ଜଣେ ଓକିଲଙ୍କ ଘର ଏଠାରେ ରହିଛି। ଓକିଲଙ୍କ ଘର ବାହାରେ ହିଁ ଏପରି ବୋମା ମାଡ଼…

୪୦ ବିଧାୟକଙ୍କ ସହ ବିଜେପି ଆଡ଼କୁ ଢଳୁଛନ୍ତି ଏନସିପିର ଅଜିତ ପାୱାର !

ମୁମ୍ବାଇ : ମହାରାଷ୍ଟ୍ରରେ ପୁଣିଥରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର କିଛି ବିଧାୟକଙ୍କୁ ସୁପ୍ରିମକୋର୍ଟ ଦଳବଦଳ ନିୟମ ଅନୁସାରେ ଅଯୋଗ୍ୟ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥିତିରେ ବିଜେପି ଓ ସିନ୍ଦେ ମିଳିତ…

ଡନ୍‌ ଲରେନ୍ସ ବିଷ୍ଣୋଇକୁ ଦେଖି ଅନୁପ୍ରାଣିତ ହୋଇଥିଲେ ଅତିକଙ୍କ ଶୁଟର

ଲକ୍ଷ୍ନୌ : ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରିଥିବା ୩ ଯୁବକଙ୍କ ମଧ୍ୟରୁ ଜଣେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଦ୍ୱାରା ଅନୁପ୍ରାଣିତ ହୋଇଥିଲା। ଲରେନ୍ସ ବିଷ୍ଣୋଇ ଯେମିତି ଆତଙ୍କ ସୃଷ୍ଟି କରୁଥିଲା…

ଆଉ କୌଣସି ମାଫିଆ ଶିଳ୍ପପତିମାନଙ୍କୁ ଧମକ ଦେଇପାରିବେ ନାହିଁ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଆଉ କୌଣସି ମାଫିଆ ବା ଅପରାଧୀମାନେ ଶିଳ୍ପପତିମାନଙ୍କୁ ଧମକ ଦେଇପାରିବେ ନାହିଁ। ବର୍ତ୍ତମାନ ସବୁ କିଛି ବନ୍ଦ ହୋଇଯାଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଶନିବାର ଅତିକ ଅହମଦ ଓ ତାଙ୍କ ଭାଇ…

ବିଲକିସ୍‌ ବାନୋ ମାମଲା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରିବେ କେନ୍ଦ୍ର ଓ ଗୁଜରାଟ ସରକାର!

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାର ୧୧ ଦୋଷୀଙ୍କୁ ମିଳିଥିବା ସ୍ୱତନ୍ତ୍ର କ୍ଷମା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଗୁଜରାଟ ସରକାର ସମସ୍ତ ଦୋଷୀଙ୍କୁ ଆଗୁଆ ଜେଲରୁ ଖଲାସ କରି ଥିବାରୁ ଏ ସଂକ୍ରାନ୍ତ ଫାଇଲ ସୁପ୍ରିମକୋର୍ଟ…

୬ ଗୋଟି ଜାତୀୟ ପୁରସ୍କାର ପାଇଲା ଗଞ୍ଜାମ ଜିଲ୍ଲା

ଗଞ୍ଜାମ ଜିଲ୍ଲା ଓଡ଼ିଶା ପାଇଁ ସୁନାମ ଆଣିଛି, ଜାତୀୟ ପୁରସ୍କାର ପାଇଲା ଜିଲ୍ଲା ପରିଷଦ, ହିଂଜିଲିକାଟୁ ଦେଶର ଏକ ନମ୍ବର ବ୍ଲକ ଛତ୍ରପୁର(୧୭.୦୪) : କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଆୟୋଜିତ ସମାରୋହରେ ମାନ୍ୟବର ରାଷ୍ଟ୍ରପତି…

କେରଳରୁ ଧରାପଡ଼ିଲା ଠକ, ଅନ୍‌ଲାଇନ୍ ଆପ୍‌ରେ ଅର୍ଥ ଲଗାଇ ୮ଶହରୁ ଅଧିକ ହତାଶ

ଭୁବନେଶ୍ବର : ଗଞ୍ଜାମର ପ୍ରାୟ ୮୦୦ ଲୋକଙ୍କ ସମେତ ସମଗ୍ର ରାଜ୍ୟର ହଜାର ହଜାର ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଠକକୁ କେରଳରୁ ବାନ୍ଦିଛି ଇଓଡବ୍ଲୁ। ଏହି ଧୃତ ଜଣକ କେରଳ ଥୀରିସ୍‌ସୁର ଅଞ୍ଚଳର ୩୫ ବର୍ଷିୟ ଦିଲ୍ଲୀପ…

କାର୍ଯ୍ୟକ୍ଷମ ହେଲା କମିଶନରେଟ ପୁଲିସର ସିକ୍ୟୁରିଟି ଡିଭିଜନ: ଜି-୨୦ ସମ୍ମିଳନୀର ନେବ ସୁରକ୍ଷା ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଆଜି କମିଶନରେଟ ପୁଲିସର ସିକ୍ୟୁରିଟି ଡିଭିଜନ କାର୍ଯ୍ୟକ୍ଷମ ହୋଇଛି। ପୂର୍ବରୁ ଭିଭିଆଇପି, ଭିଆଇପିଙ୍କ ସୁରକ୍ଷା ଚିନ୍ତା ବଢ଼ାଉଥିଲା। କମିଶନରେଟ ପୁଲିସ ଅଧୀନରେ ପୂର୍ବରୁ ଏକ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ମଧ୍ୟ ରହିଛି। ଭୁବନେଶ୍ୱର କଟକ…