ଆଭା ପଞ୍ଜୀକରଣରେ ଏମ୍ସ ଭୁବନେଶ୍ବର ଦେଶରେ ଏକ ନମ୍ବର
ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଭୁବନେଶ୍ବର ଆଜି ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ (ଆଭା) ପଂଜୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଭାରତର ସବୁ ଏମ୍ସ ତୁଳନାରେ ଭୁବନେଶ୍ବର ଏମ୍ସ ଆଜି ସର୍ବାଧିକ ୧୧୩୧ ଜଣଙ୍କୁ ଟୋକୋନ୍ ପ୍ରଦାନ…