ତୁନିଶା ଶର୍ମା ଆତ୍ମହତ୍ୟା ମାମଲା: ଅଭିନେତା ଶିଜାନଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ : ଟେଲିଭିଜନ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିନେତା ଶିଜାନ ଖାନଙ୍କୁ ଆଜି ଜାମିନ ମିଳିଛି। ଅଭିନେତ୍ରୀଙ୍କ ପରିବାର ଲୋକେ ତୁନିଶାଙ୍କ କୋ-ଷ୍ଟାର୍ ଶିଜାନ୍ ଖାନ୍ଙ୍କୁ ଏହି ଘଟଣା ପାଇଁ ଦାୟୀ କରିବାରୁ ପୁଲିସ ତାଙ୍କୁ…