Month: March 2023

ଫରେନ୍ସିକ ଲ୍ୟାବ୍‌ରେ ପହଞ୍ଚିଲା ପାରାଦୀପରୁ ଧରା ପଡ଼ିଥିବା ସନ୍ଦିଗ୍ଧ ପାରା

କଟକ/ପାରାଦୀପ: ପାରାଦୀପରୁ ଧରା ପଡ଼ିଥିବା ସନ୍ଦିଗ୍ଧ ପାରାକୁ କଟକ ଅଣାଯିବା ପରେ ଏଠାରୁ ଭୁବନେଶ୍ୱର ଫରେନ୍ସିକ ଲ୍ୟାବକୁ ନିଆଯାଇଥିବା ଜଣାଯାଇଛି। କଟକ କ୍ରାଇମବ୍ରାଞ୍ଚ ପିଜିଅନ ସର୍ଭିସର ଏକ ଟିମ୍ ମଧ୍ୟ ଭୁବନେଶ୍ଵର ଫରେନ୍ସିକ ଲ୍ୟାବକୁ ଆଣିଛନ୍ତି। ପାରା ଶରୀରରେ ଲାଗିଥିବା ଚିପ,…

ଓଲଟିଲା ଟ୍ରାକ୍ଟର: ଚାଲିଗଲା ଦୁଇ ଜୀବନ, ଚାରି ଜଣ ଗୁରୁତର

କାମାକ୍ଷାନଗର: ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ପାଇଁ ଜଙ୍ଗଲରୁ ଝାଟି ସଂଗ୍ରହ କରି ଫେରୁଥିବା ସମୟରେ ଟ୍ରାକ୍ଟର ଓଲଟି ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସୁରପ୍ରତାପପୁର ଗ୍ରାମର…

ରାଜସ୍ବ ବିଭାଗରେ ୫୦୦୦ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ: ପ୍ରମିଳା ମଲ୍ଲିକ

ଭୁବନେଶ୍ଵର: ଆସନ୍ତା ଏପ୍ରିଲ ମାସରୁ ୩୧୭ ତହସିଲରେ ଭର୍ଚୁଆଲ କୋର୍ଟ କାର୍ଯ୍ୟକାରୀ ହେବ। ଭିସି ମାଧ୍ୟମରେ ହେବ ଜମିଜମା ସମ୍ପର୍କିତ ମାମଲାର ଫଇସଲା କରାଯିବ। ପରୀକ୍ଷାମୂଳକ ଭାବେ ୮୦ଟି ତହସିଲ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ୩୦୦୦ ମାମଲାର ସମାଧାନ ହୋଇଛି।…

ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କ ତଣ୍ଟିକାଟି ହତ୍ୟା କରିଥିବା ଡ୍ରାଇଭର୍‌ ଗିରଫ

ହାଇଦରାବାଦ୍‌: ମଙ୍ଗଳବାର ରାତିରେ ପାକିସ୍ତାନର ହାଇଦରାବାଦ୍‌ସ୍ଥିତ ବାସଭବନରେ ଧରମ ଦେବ ରଥି ନାମରେ ଜଣେ ଡାକ୍ତରଙ୍କ ତଣ୍ଟିକାଟି ହତ୍ୟା କରାଯାଇଥିବା କଥା ପୁଲିସ ପାକିସ୍ତାନୀ ସମ୍ବାଦପତ୍ର ‘ଦି ନେସନ୍‌’କୁ କହିଛି। ଛୁରିଦ୍ବାରା ତଣ୍ଟିକାଟି ଡାକ୍ତର ରଥିଙ୍କୁ ତାଙ୍କ ଡ୍ରାଇଭର୍‌ ହନିଫ୍‌ ଲେଘାରି…

ପୁଣି ଭୂମିକମ୍ପରେ ଦୋହଲିଲା ଆଫଗାନିସ୍ତାନ

କାବୁଲ : ତୁର୍କୀରେ ବିନାଶକାରୀ ଭୂମିକମ୍ପ ପରେ ଏବେ ଆଫଗାନିସ୍ତାନରେ ମଧ୍ୟ ତୁହା କୁ ତୁହା ଭୂକମ୍ପ ହେବାରେ ଲାଗିଛି। ଆଜି ଭୋରୁ ଏଠାରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି। ଏଥିସହ…

ପାକିସ୍ତାନର ଇତିହାସ ବହିରେ ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ଭୁଲ କଥା

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ଦୁଇଟି ଅଲଗା ଦେଶ ହୋଇଥିଲେ ବି ଉଭୟଙ୍କ ଇତିହାସ ସମାନ । କାରଣ ୧୯୪୭ ପୂର୍ବରୁ ପାକିସ୍ତାନ ଭାରତରୁ ଅଲଗା ହୋଇ ଗଠନ କରାଯାଇଥିଲା । ଏହା ସତ୍ତ୍ବେ ପାକିସ୍ତାନରେ ସ୍କୁଲ ପିଲାଙ୍କୁ ଭୁଲ…

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ୍‌ ୧ମ ଦିନ: ଟସ୍‌ ଜିଣି ବ୍ୟାଟିଙ୍ଗ୍‌ କରୁଛି ଅଷ୍ଟ୍ରେଲିଆ; ଦର୍ଶକଙ୍କ ମଧ୍ୟରେ ଅଛନ୍ତି ଦୁଇ ଦେଶର ପ୍ରଧାନମନ୍ତ୍ରୀ

ଅହମଦାବାଦ: ଆଜି ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଆୟୋଜିତ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ୍‌ ମ୍ୟାଚ୍‌ ଟସ୍‌ ଜିଣି ପ୍ରଥମେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି। ସଦ୍ୟତମ ସୂଚନା ଅନୁସାରେ, ସମ୍ପ୍ରତି ଅଷ୍ଟ୍ରେଲିଆ ଏକ ଓଭର୍‌…

ମାର୍ଚ ୧୧ରେ ‘ଇଡି’ରେ ହାଜର ହେବେ ‘କେସିଆର୍‌’ଙ୍କ ଝିଅ କେ. କବିତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସଂକ୍ରାନ୍ତରେ ଜେରା ନିମନ୍ତେ ମାର୍ଚ ୧୧ ତାରିଖରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ହାଜର ହେବେ ବୋଲି ବୁଧବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ‘ଭାରତ ରାଷ୍ଟ୍ର ସମିତି’ର ନେତ୍ରୀ କ‌େ.…

ବିଲରୁ ପାଇଥିବା ୪ ବାଘଛୁଆଙ୍କୁ ଫେରାଇବା ପାଇଁ ମା ବାଘୁଣୀକୁ ୭୨ ଘଣ୍ଟା ହେବ ଖୋଜୁଛନ୍ତି ୩୦୦ ଲୋକ

ହାଇଦ୍ରାବାଦ: ଉଦ୍ଧାର କରିଥିବା ୪ଟି ବାଘଛୁଆଙ୍କୁ ଫେରାଇବା ଲାଗି ଆନ୍ଧ୍ରପ୍ରଦେଶର ନନ୍ଦିୟାଲ୍‌-କୁର୍ଣ୍ଣୂଲ୍‌ ଅଞ୍ଚଳରେ ବନ କର୍ମଚାରୀମାନେ ଗତ ୭୨ ଘଣ୍ଟା ହେବ ମା ବାଘୁଣୀକୁ ଖୋଜୁଛନ୍ତି। ଶସ୍ୟକ୍ଷେତ୍ରକୁ ଚାଲି ଆସି ବାଟ ଭୁଲିଯାଇଥିବା ବାଘଛୁଆମାନଙ୍କୁ ପ୍ରଥମେ ଗ୍ରାମବାସୀମାନେ ପାଇଥିଲେ। ବୁଲା କୁକୁରଙ୍କ…

ଏ ବ୍ୟକ୍ତି ଜଣେ ଅପରାଧୀ: ମନୀଷ ସିସୋଦିଆଙ୍କ ଟୁଇଟର୍‌ ଆକାଉଣ୍ଟ୍‌ ବ୍ଲକ୍‌ କରିବାକୁ ଏଲନ୍‌ ମସ୍କ୍‌ଙ୍କୁ କହିଲା ‘ବିଜେପି’

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇ ସମ୍ପ୍ରତି ତିହାର ଜେଲ୍‌ରେ ଥିବା ‘ଆପ୍‌’ ନେତା ମନୀଷ ସିସୋଦିଆଙ୍କ ଟୁଇଟର୍‌ ହ୍ୟା‌ଣ୍ଡଲ୍‌ ‘ବ୍ଲକ୍‌’ କରିବା ପାଇଁ ଦିଲ୍ଲୀ ‘ବିଜେପି’ ଏଲନ୍‌ ମସ୍କ୍‌ଙ୍କୁ ଅନୁରୋଧ କରିଛି। ମସ୍କ୍‌ଙ୍କ ନକଟରେ ଦିଲ୍ଲୀ ‘ବିଜେପି’…