Month: March 2023

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ଛାତ୍ରନିବାସରୁ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ନୂତନ ଛାତ୍ରନିବାସରେ ଆଜି ଜଣେ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ମୃତ ଛାତ୍ରଜଣକ ହେଲେ ଆଇଆର୍‌ ଏଣ୍ଡ ପିଏମ୍‌ ବିଭାଗର ପ୍ରଥମ ବର୍ଷର ତାରିଣୀ ପ୍ରସାଦ ବିଶ୍ୱାଳ, ତାଙ୍କ ଘର ଜଗତସିଂହପୁର…

ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣା: ଆସିଲା ଡାଏଟମ୍ ଟେଷ୍ଟ ରିପୋର୍ଟ

ବୁର୍ଲା: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ମୃତ୍ୟୁ ମାମଲାର ଡାଏଟମ୍ ଟେଷ୍ଟ ରିପୋର୍ଟ ଆସିଛି। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି। ବ୍ୟବଚ୍ଛେଦ ରିପୋର୍ଟରେ ବି ପାଣିରେ ବୁଡ଼ି ଚିନ୍ମୟୀ ପ୍ରିୟଦର୍ଶନୀଙ୍କର ମୃତ୍ୟୁ ହୋଇଥିବା…

ବିଦ୍ୟୁତ୍ ସଟ୍‌ସର୍କିଟରୁ ଅଗ୍ନିକାଣ୍ଡ; ୧୭ ବଖରା ଭସ୍ମୀଭୂତ, ୪୦ ଜଣ ବାସହରା

ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବିଦ୍ୟାଧରପୁର ଗ୍ରାମରେ ସର୍ଟସର୍କିଟ୍‌ରୁ ନିଆଁ ଲାଗି ୧୭ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଫଳରେ ସାତଟି ପରିବାରର ଚାଳିଶରୁ ଊର୍ଦ୍ଧ୍ବ ସଦସ୍ୟ ବାସହରା ହୋଇଥିବା ଦେଖିବାକୁ ମିଳିଛି। ଏଥିସହିତ ଲକ୍ଷ୍ୟ ଲକ୍ଷ ଟଙ୍କାର ସମ୍ପତ୍ତି…

ନବରଙ୍ଗପୁରରେ ୯୭୩ ପିଲା ଦେଲେନି ମାଟ୍ରିକ୍‌ ପରୀକ୍ଷା

ନବରଙ୍ଗପୁର : ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ହେଲେ ବହୁ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି। କେବଳ ନବରଙ୍ଗପୁର ଜିଲ୍ଲାରୁ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଲାଗି ୧୫ ହଜାର ୫୩୩ ଜଣ ଛାତ୍ରଛାତ୍ରୀ…

ଗ୍ୟାସ୍‌ ସିଲିଣ୍ଡର ଭିତରେ ଗଞ୍ଜେଇ ଚାଲାଣ, ତରିକା ଦେଖି ଅବକାରୀ ଅଧିକାରୀ ତାଜୁବ୍

ବ୍ରହ୍ମପୁର : ପୁଲିସ ଡାଳେଡାଳେ ଗଲେ ଚୋର ପତ୍ରେପତ୍ରେ ଯିବାକୁ ଚେଷ୍ଟା କରୁଛନ୍ତି। ହେଲେ ଚୋର ଘର ସବୁବେଳେ ଅନ୍ଧାର ରୁହେନି। ଘରୋଇ ଗ୍ୟାସ୍ ସିଲିଣ୍ଡର ଭିତରେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ଯୁବକ ଆଜି ଅବକାରୀ ବିଭାଗ ହାତରେ ଧରାପଡ଼ିଛି।…

ମହିଳା ସରପଞ୍ଚଙ୍କ ମୁଣ୍ଡ ଉପରେ ଚଢ଼ିଗଲା ହାଇୱା

ପୁରୀ : ମହିଳା ସରପଞ୍ଚଙ୍କ ମୁଣ୍ଡ ଉପରେ ଚଢ଼ିଗଲା ହାଇୱା। ଆଜି ଅପରାହ୍ନରେ ପୁରୀ ଜିଲ୍ଲା ନିମାପଡା-ବଳଙ୍ଗା ରାସ୍ତାର ଡେଲ୍ଟା ଛକ ନିକଟରେ ଏହି ହାଇୱା ଧକ୍କାରେ ବାଇକ୍‌ରୁ ପଡ଼ି ଯାଇଥିଲେ ସରପଞ୍ଚ। ରାସ୍ତା ଉପରେ ଖସି ପଡ଼ିବା କ୍ଷଣି ତାଙ୍କ…

ଓଡ଼ିଶା ସରକାର ଜାରି କଲେ ଗାଇଡଲାଇନ୍‌: ମାସ୍କ ପିନ୍ଧିବା ସହ ସଂକ୍ରମିତଙ୍କଠୁ ଦୂରେଇ ରୁହ

ଭୁବନେଶ୍ବର : ରାଜ୍ୟରେ ୫୯ଜଣ H3N2 ସଂକ୍ରମିତ ଚିହ୍ନଟ ହେବାପରେ ରାଜ୍ୟ ସରକାର ଆଜି ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ନଥିବାରୁ ମାସ୍କ ପିନ୍ଧିବା ସହ ଛିଙ୍କିବାବେଳେ ରୁମାଲ ଉପଯୋଗ…

ମୋଦିଙ୍କ ମା’ଙ୍କ ଉପରେ ଲଞ୍ଚ ହେଲା ମାଇକ୍ରୋସାଇଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ୍‌ ୱେବସାଇଟ୍‌ରେ ‘ମା’ ନାମକ ଏକ ମାଇକ୍ରୋ ସାଇଟ୍‌ର ଶୁଭାରମ୍ଭ କରାଯାଇଛି; ଯେଉଁଥିରେ ତାଙ୍କ ମା’ଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଏବଂ ମାତୃତ୍ୱର ଅତୁଟ ଭାବନାକୁ ପ୍ରକାଶ କରାଯାଇଛି। ୨୦୨୨ ଡିସେମ୍ବର ୩୦…

ରଙ୍ଗ ବୋଳିବା ନାଁରେ ଜାପାନୀ ମହିଳାଙ୍କୁ ଅସଦାଚରଣ, ୪ ଗିରଫ

ନୂଆଦିଲ୍ଲୀ : ପୁଣି ରାଜଧାନୀରେ ଲଜ୍ଜା। ରଙ୍ଗ ବୋଳିବା ନାଁରେ ଜାପାନୀ ମହିଳାଙ୍କୁ ଅସଦାଚରଣ। ବିଚ୍ ରାସ୍ତାରେ ମହିଳାଙ୍କୁ ଦୁର୍ବ୍ୟବହାର କଲେ ଦୁର୍ବୃତ୍ତ। ଏହି ମାମଲାରେ ପୁଲିସ ଜଣେ ନାବାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ରାଜଧାନୀ ଦିଲ୍ଲୀରେ ଏହି…

୪ର୍ଥ ଟେଷ୍ଟ : ଗିଲଙ୍କ ଶତକ, ୩ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୮୯/୩

ଅହମ୍ମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ଟେଷ୍ଟର ୩ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ବିକେଟ ହରାଇ ୨୮୯ ରନ କରିଛି । ଫଳରେ ଭାରତ ଏବେ ବି ୧୯୧ରନରେ ପଛୁଆ ରହିଛି…