Month: March 2023

ଅମ୍ରିତପାଲର ସହଯୋଗୀଙ୍କୁ ମୁକ୍ତ କର, ଅଲ୍ଟିମେଟମ୍‌ ଦେଲା ଅକାଲ ତଖତ୍‌

ଚଣ୍ଡୀଗଡ଼ : ଧରାଦେଉନି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ। ସେ ବର୍ତ୍ତମାନ ସୁଦ୍ଧା ଫେରାର ଅଛି। ତାକୁ ଧରିବା ପାଇଁ ପୁଲିସ ନକେଦମ୍ ହୋଇ ସାରିଲାଣି। ଚାରିଆଡେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏହାରି ଭିତରେ ପଞ୍ଜାବ ସରକାରଙ୍କୁ ଅଲ୍ଟିମେଟମ୍ ଦେଇଛି…

ଉମେଶ ପାଲ ଅପହରଣ ଓ ହତ୍ୟା ମାମଲା: ଅତିକ ଅହମ୍ମଦ ଦୋଷୀ ସାବ୍ୟସ୍ତ

ଲକ୍ଷ୍ନୌ : ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଓ ହତ୍ୟା ମାମଲାରେ ଅତିକ ଅହମ୍ମଦ ଦୋଷୀ ସାବ୍ୟସ୍ତ। ମାଫିଆ ଅତିକ ଅହମ୍ମଦ ଓ ତାର ଭାଇ ଖଲିଦ ଅହମ୍ମଦ ଓରଫ ଅଶରଫକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଶୁଣାଣି ପାଇଁ ଆଜି…

ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କଲେ ସାବରକରଙ୍କ ନାତି

ନୂଆଦିଲ୍ଲୀ : ବଢିବାରେ ଲାଗିଛି ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ। ମୋଦି ସାଙ୍ଗିଆକୁ ନେଇ ଅପମାନଜନକ ମନ୍ତବ୍ୟ ମାମଲାରେ ପ୍ରଥମେ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ପରେ ସାଂସଦ ପଦ ରଦ୍ଦ ଆଉ ଏବେ ନୂଆ ବିବାଦ। ନିଜେ ରାହୁଲ କହିଥିବା…

ଭଗବାନ ଶଙ୍କରଙ୍କ ନିବାସସ୍ଥଳୀ : କୈଳାସ

ଶିବପୁରାଣ, ସ୍କନ୍ଦପୁରାଣ, ମତ୍ସ୍ୟପୁରାଣ ଆଦିରେ ଯେଉଁ ପର୍ବତର ମହତ୍ତ୍ୱ ସଂପର୍କରେ ବିସ୍ତୃତ ବର୍ଣ୍ଣନା ମିଳେ, ସେହି ପର୍ବତର ନାମ କୈଳାସ। କେଳି ଯୁକ୍ତ ଅ- ବା କୈଳ ହେଉଛି କ୍ରୀଡ଼ାସମୂହ। ଆସ ଅର୍ଥାତ୍ ବାସ କରିବା। ପୁରାଣର ବର୍ଣ୍ଣନା ଅନୁସାରେ, ଏହି…

ଏଫବିଆଇ ତଦନ୍ତ ନେଇ ଭାରତ ସରକାରଙ୍କଠାରୁ କୌଣସି ଉତ୍ତର ଆସିନି: ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଏ ପର୍ଯ୍ୟନ୍ତ ଏଫବିଆଇ ତଦନ୍ତ ନେଇ କେନ୍ଦ୍ର ପକ୍ଷରୁ କୌଣସି ଉତ୍ତର ଆସିନି। ଅନ୍ୟ ରାଜ୍ଯରେ ଏଫବିଆଇ ତଦନ୍ତ ନେଇ ରାଜ୍ଯ ସରକାରଙ୍କ ପାଖରେ ଖବର ନାହିଁ। କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଶ୍ନରେ…

ବଢୁଛି ରୁଚିସ୍ମିତା ମୃତ୍ୟୁ ରହସ୍ୟ !

ବଲାଙ୍ଗୀର: ଆଲବମ୍ ଅଭିନେତ୍ରୀ ତଥା ଗାୟିକା ରୁଚିସ୍ମିତା ଗୁରୁଙ୍କ ଆତ୍ମହତ୍ୟା ରହସ୍ୟ ବଢ଼ିବାରେ ଲାଗିଛି। ବିଭିନ୍ନ ପ୍ରକାର ଚର୍ଚ୍ଚା ଭିତରେ ତଦନ୍ତ ଜାରି ରଖିଛି ଟାଉନ ପୁଲିସ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୁଚିସ୍ମିତାଙ୍କ ଶବ ବ୍ୟବଚ୍ଛେଦ କରାଯାଉଛି।…

୩୦ ଜିଲ୍ଲା ପାଇଁ ୨୫ ବରିଷ୍ଠ ବିଜେଡି ନେତାଙ୍କୁ ମିଳିଲା ପର୍ଯ୍ୟବେକ୍ଷକ ଦାୟିତ୍ବ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାକୁ ବିଜେଡି ୨୫ଜଣ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି। ଏଥିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ୪ ଜିଲ୍ଲାର ଦାୟିତ୍ବ ମିଳିଥିବା ବେଳେ…

ଉଠିଲାପଡ଼ିଲା ଜିଲ୍ଲାପାଳଙ୍କ ଜନଶୁଣାଣି ଶିବର, ସ୍ୱୟଂସହାୟକ ଗୋଷ୍ଠୀ ବଚସା ସୀମା ଟପିଲା

କଟକ : ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ସ୍ୱୟଂସହାୟକ ଗୋଷ୍ଠୀ ଭିତରେ ଥିବା ଅସନ୍ତୋଷ। ପରିସ୍ଥିତି ଏପରି ହୋଇଛି ଯେ ଆଜି ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଭିତରେ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା। ଦୁଇଗୋଷ୍ଠୀ…

ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାର ୧୮୨୬୮ଜଣଙ୍କୁ ବନ୍ଧୁକ ଲାଇସେନ୍ସ : ଆବଶ୍ୟକତା ନା ଥାଟବାଟ୍‌

ଭୁବନେଶ୍ବର : ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ ବୋଲି ଦମ୍ଭୋକ୍ତି ବାଢ଼ୁଥିବା ନବୀନ ପଟ୍ଟନାୟକ ସରକାର ରାଜ୍ୟର ୧୮୨୬୮ଜଣଙ୍କୁ ବନ୍ଧୁକ ଲାଇସେନ୍ସ ପ୍ରଦାନ କରିଛନ୍ତି । ବ୍ୟକ୍ତିଗତ ସୁରକ୍ଷା, ବ୍ୟାଙ୍କ ସମ୍ପତ୍ତି ସୁରକ୍ଷା, କ୍ରୀଡ଼ା ଓ ଟାର୍ଗେଟ ଅଭ୍ୟାସ ନିମନ୍ତେ ଜିଲ୍ଲା ଏସପିଙ୍କ…

ବଦଳୁଛି ବିଜେପିର ଆଭିମୁଖ୍ୟ: ବର୍ଷିଲେ ମନମୋହନ ଓ ଜୟନାରାୟଣ

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ବିଜେଡି ସରକାର ବିରୁଦ୍ଧରେ ବିଜେପି କ୍ରମାଗତ ଭାବେ ନିଜର ଆକ୍ରମଣକୁ ଅଧିକ ଶାଣିତ କରିବାରେ ଲାଗିଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ…