ଭେଙ୍କଟେଶଙ୍କ ବିଶ୍ବକପ୍ ସ୍ବପ୍ନରେ ପ୍ରତିବନ୍ଧକ ସାଜିଛି ‘ଇମ୍ପାକ୍ଟ ପ୍ଲେୟାର’ ନିୟମ
ନୂଆଦିଲ୍ଲୀ: ଗତ ଦେଢ ବର୍ଷ ଧରି ଭେଙ୍କଟେଶ ଆୟରଙ୍କ ଖେଳଜୀବନ ଉତ୍ଥାନ-ପତନ ଦେଇ ଗତି କରୁଛି। ଭାରତର ଜଣେ ଉଦୀୟମାନ ଦ୍ରୁତ ବୋଲର ଭାବେ ସେ ଉଭା ହୋଇଥିଲେ ବି ତାଙ୍କୁ ଏବେ ଏଡ଼ାଇ ଦିଆଯାଇଛି। ଏବେ ସେ ଆହତ ସମସ୍ୟାରୁ…