Category: ରାଜ୍ୟ ଖବର

ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ, ଯାତାୟତ ଠପ୍

ଦଶପଲ୍ଲା: ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ। ଦଶପଲ୍ଲା ବ୍ଲକ ଘୋଳାହାଣ୍ଡି ପଞ୍ଚାୟତର ଆଦିବାସୀ ବହୁଳ ନାରଦିଗୋଛା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଫଳରେ ଗ୍ରାମବାସୀଙ୍କ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡିଛି । ଏହି ରାସ୍ତାଦେଇ…

୯ ରେ ଖୋଲିବ ହୀରାକୁଦ ସ୍ଲୁଇସ ଗେଟ

ସମ୍ବଲପୁର : ଖୋଲିବ ହୀରାକୁଦ ଜଳଭଣ୍ଡାରର ସ୍ଲୁଇସ ଗେଟ l ଆସନ୍ତା ୯ ତାରିଖ ଖୋଲିବ ଜଲଭଣ୍ଡାରର ସ୍ଲୁଇସ ଗେଟ l ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଆସନ୍ତା ୦୯ ତାରିଖ…

ପ୍ରେମିକ ଘରୁ ପ୍ରେମିକାର ମୃତଦେହ ଉଦ୍ଧାର

ବ୍ରହ୍ମପୁର : ପ୍ରେମିକ ଘରେ ପ୍ରେମିକାର ଡେଡବଡି । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଏସ ନୂଆଗାଁ ପ୍ରେମିକ ଘରୁ ପ୍ରେମିକାର ମୃତଦେହ ଉଦ୍ଧାର କରାଯାଇଛି l ତେବେ ମୃତକ ନାବାଳିକା ଥିବା ସୂଚନା ମିଳିଛି l ଏସ, ନୂଆ ଗାଁ…

ରଥଯାତ୍ରା ସମୀକ୍ଷା ବୈଠକ, କର୍ଡନ୍ ଭିତରକୁ ଅନଧିକୃତ ଲୋକଙ୍କୁ ସମ୍ପୂର୍ଣ୍ଣ ବାରଣ

ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକ ଆରମ୍ଭ । ସବୁ ବିଭାଗର ରଥଯାତ୍ରା ପ୍ରସ୍ତୁତିର ହେଉଛି ସମୀକ୍ଷା । ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ…

ଚମ୍ପୁଆରେ ଏନକାଉଣ୍ଟର, ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ମହମ୍ମଦ ନାଫିସ ଗୁରୁତର

କେନ୍ଦୁଝର: ଚମ୍ପୁଆ ପୋଲିସର ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ମହମ୍ମଦ ନାଫିସକୁ ଏନକାଉଣ୍ଟର କଲା ପୋଲିସ । ତା ନାଁରେ ୩୦ ଅପରାଧୀକ ମାମଲା ରହିଛି । ଘରେ କେହି ନଥିବା ବେଳେ କବାଟ ଭାଙ୍ଗି ଲୁଟ କରିବାରେ ବେଶ ମାହିର…

ପ୍ରବଳ ବର୍ଷାରେ ନାଳରେ ଭାସିଗଲେ ଦୁଇ ଯୁବକ, ଜଣେ ନିଖୋଜ

ସମ୍ବଲପୁର: ବର୍ଷା ପାଣିର ସ୍ରୋତରେ ଭାସିଯାଇ ଯୁବକ ନିଖୋଜ, ସମ୍ବଲପୁର ସହର ନିକଟସ୍ଥ ବାଗଡିଆ ପଡ଼ା ନିକଟରେ ପାଣି ମାଡ଼ି ଆସିବାରୁ ଭାସିଗଲେ ଯୁବକ । ଦୁଇଜଣ ଯୁବକ ବାଇକରେ ଯାଉଥିବା ବେଳେ ହଠାତ୍ ପାଣି ମାଡ଼ି ଆସିଲା । ଉଭୟଙ୍କୁ…

ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା

ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା । ସରକାରଙ୍କୁ ଇସ୍ତଫା ନେବାକୁ ମାଗିଲେ ଅନୁମତି । ୨୦୧୩ ବ୍ୟାଚ ଆଇପିଏସ୍ ଅଫିସର ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର କୁ ନେଇ ବଢ଼ିଲା ଚର୍ଚ୍ଚା । ନିଜର ୧୩ବର୍ଷର କାର୍ଯ କାଳ…

ବର୍ଷାରେ ଉବୁଡୁବୁ ସମ୍ବଲପୁର ସହର, ସାରାରାତି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ସମ୍ବଲପୁର: ବର୍ଷାରେ ବୁଡ଼ିଲା ସମ୍ବଲପୁର । ସମ୍ବଲପୁର ସହରରେ ଦିନ ପରେ ରାତି ସାରା ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଅଇଁଠାପାଲି PHD ପଡିଆରେ ପଡ଼ିଥିବା ମିନାବଜ଼ାରର ସବୁଆଡେ ପାଣି…

ରଥଯାତ୍ରା ପୂର୍ବରୁ ପୁରୀରୁ କୋରାପୁଟକୁ ଗଡିଲା ନୂଆ ଟ୍ରେନ୍, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ପୁରୀ: ଶ୍ରୀକ୍ଷେତ୍ର ସହ ଯୋଡ଼ି ହେଲା ଶାବର ଶ୍ରୀକ୍ଷେତ୍ର । ପୂର୍ବରୁ ଶାବର ଶ୍ରୀକ୍ଷେତ୍ର ବା କୋରାପୁଟକୁ ଭୁବନେଶ୍ବରରୁ ଗୋଟିଏ ଟ୍ରେନ୍ ଚଳାଚଳ କରୁଥିବାବେଳେ, ଏବେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ପୁରୀରୁ କୋରାପୁଟକୁ ଗଡିଛି ନୂଆ ଟ୍ରେନ୍ । ମୁଖ୍ୟମନ୍ତ୍ରୀ…

ଏଣିକି ତୃତୀୟରୁ ଅଷ୍ଟମ ଶ୍ରେଣୀ ପାଇଁ ବର୍ଷକୁ ହେବ ୪ଟି ପରୀକ୍ଷା

ଭୁବନେଶ୍ୱର: ଏଣିକି ତୃତୀୟରୁ ଅଷ୍ଟମ ଶ୍ରେଣୀ ପାଇଁ ବର୍ଷକୁ ୪ଟି ପରୀକ୍ଷା ହେବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୪ଟି ପରୀକ୍ଷା…