Category: ରାଜ୍ୟ ଖବର

୧୭ ତାରିଖ ଯାଏଁ ସାରା ରାଜ୍ୟରେ ଜାରି ରହିବ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ବର୍ଷାର ତାଣ୍ଡବ ଏବେ ବି ଜାରି ରହିଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସରାଏ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ପାଣିପାଗ ବିଭାଗର ସଦ୍ୟତମ ସୂଚନା ଚିନ୍ତା ବଢ଼ାଇ ଦେଇଛି। ଆସନ୍ତା…

ପୁରୀ ଜିଲ୍ଲାପାଳଙ୍କ ଚିଠି ପରେ ରାଜସ୍ଥାନରେ ବନ୍ଦ ହେଲା ଅଦିନିଆ ରଥଯାତ୍ରା

ପୁରୀ: ପୁରୀ ଜିଲ୍ଲାପାଳଙ୍କ ଚିଠି ପରେ ହଲଚଲ । ରାଜସ୍ଥାନରେ ଅଦିନିଆ ରଥଯାତ୍ରା ଉପରେ ରୋକ୍ । ସିକର ପୋଲିସକୁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନାତନ ସଂସ୍କୃତି ଓ ପରମ୍ପରା ସହ କୌଣସି ବୁଝାମଣା କରାଯିବ ନାହିଁ…

କାଠଯୋଡ଼ି ପଠାରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

କଟକ:କଟକରେ ଚାଞ୍ଚଲ୍ୟ । ପୁରୀଘାଟ ଥାନା ଅନ୍ତର୍ଗତ ପୁରୀଘାଟ ଗଡ଼ା ନିକଟସ୍ଥ କାଠଯୋଡ଼ି ନଦୀ ପଠାରୁ ଜଣେ ଅଜ୍ଞାତ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଠାବ । କେହି ଦୁର୍ବୃତ୍ତ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ…

ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍‌’, ଡ୍ରାଇଭର ଫେରାର୍‌

କଟକ: ବାଦାମବାଡ଼ି ଥାନା ମଲାଚଣ୍ଡିଆ ଛକରେ ଦୁର୍ଘଟଣା। ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ବାଇକ୍‌କୁ ଧକ୍କା ଦେଇ ୪୦ ଫୁଟ ଘୋଷାଡ଼ି ନେଲା ଆମ୍ ବସ୍। ଗୁରୁତର ବାଇକ୍‌ ଆରୋହୀ ମେଡିକାଲ୍‌ରେ ଭର୍ତ୍ତି। ସେପଟେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍‌। ଦୁର୍ଘଟଣାରେ…

ଆମ୍ବୁଲାନ୍ସ ଚକା ଫାଟିବାରୁ ଚାଲିଗଲା ରୋଗୀଙ୍କ ଜୀବନ

ଭବାନୀପାଟଣା : ଆମ୍ବୁଲାନ୍ସ ଚକା ଫାଟିବାରୁ ଚକା ବଦଳା ଯିବାକୁ ଉଦ୍ୟମ ହେଲା। ତେବେ ଅନ୍ୟ ଚକଟି ମଧ୍ୟ ଖରାପ ଥିଲା। ଏଣୁ ଦୀର୍ଘ ସମୟ ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ରୋଗୀଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିବା ବେଳେ ରୋଗୀଙ୍କ…

ଏବେ ଆଇନଗତ ହେବ ଗଭୀର ସମୁଦ୍ରରୁ ମାଛ ଧରିବା, LOA ର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି

ଭୁବନେଶ୍ବର : ଭାରତର ମତ୍ସ୍ୟ ସମ୍ପଦ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଦିନ । ଭୁବନେଶ୍ବରରେ ‘ଲେଟର ଅଫ୍ ଅଥରାଇଜେସନ’ର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ଏହା ବଳରେ ଏବେ ଗଭୀର ସମୁଦ୍ରରେ ମାଛ ଧରିବା ଆଇନଗତ ହେବ । ଓଡ଼ିଶାର…

ରଥଯାତ୍ରା ପ୍ରସଙ୍ଗରେ ଗଜପତିଙ୍କ ଅନୁରୋଧକୁ ଇସ୍କନର ପ୍ରତ୍ୟାଖ୍ୟାନ

ପୁରୀ : ଗଜପତିଙ୍କ ଅନୁରୋଧକୁ ଇସ୍କନର ପ୍ରତ୍ୟାଖ୍ୟାନକୁ ନେଇ ତେଜିଲା ବିରୋଧ। ଚାରିଆଡ଼ୁ ତୀବ୍ ବିରୋଧ କରୁଛନ୍ତି ଜଗନ୍ନାଥପ୍ରେମୀ। ବିଦେଶରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ନିଜ ଜିଦରେ ଅଟଳ ରହିଲା ଇସ୍କନ। ଭାରତ ବାହାରେ ମନଇଚ୍ଛା ଓ ଅଦିନିଆ ତିଥିରେ ଶ୍ରୀଜଗନ୍ନାଥଙ୍କ…

ବାଜିଲା ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ବିଗୁଲ୍ , ଜୁଲାଇ ୨୧ରେ ହାଇଲେଭଲ୍ ମିଟିଂ

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଗୁଲ୍। ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଗୁଲ୍! । ଜୁଲାଇ ୨୧ରେ ହେବ ହାଇଲେଭଲ୍ ମିଟିଂ। ପ୍ରସ୍ତୁତ ହେବ ଭୋଟର ତାଲିକା!। ଓଡ଼ିଶାରେ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ…

ଚାକିରି କରାଇ ଦେବା ଆଳରେ ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ସୁନ୍ଦରଗଡ: ଚାକିରି କରାଇ ଦେବାକୁ କହି ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ସୁନ୍ଦରଗଡ ଜିଲ୍ଲା ବଣାଇ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି । ସଦର ମହାନ୍ତିପଡ଼ାର ଉମା ନାୟକ ଓ ତାଙ୍କ ସ୍ୱାମୀ ଲିଙ୍ଗରାଜ ନାୟକଙ୍କ ଅଭିଯୋଗ…

ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ, ମହାନଦୀକୁ ଓହ୍ଲାଇବା ମନା

କଟକ : ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ । ହୀରାକୁଦ ଗେଟ୍ ଖୋଲିବା ପରେ ସକାଳରୁ ମଧ୍ୟାହ୍ନ ସମୟ ଭିତରେ ବନ୍ୟା ଜଳ ପହଞ୍ଚିବ । ଆଜି ସକାଳ ୧୦ଟା ସୁଦ୍ଧା ମୁଣ୍ଡଳୀରେ ୨ଲକ୍ଷ ୩୨ହଜାର ୩୮୪ କ୍ୟୁସେକ୍ ଜଳ ପ୍ରବାହିତ…