ବିଜୁ ବାବୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ନେଇ ନିସର୍ତ୍ତ କ୍ଷମା ମାଗିଲେ ନିଶିକାନ୍ତ ଦୁବେ
ଭୁବନେଶ୍ୱର : କ୍ଷମା ମାଗିଲେ ନିଶିକାନ୍ତ ଦୁବେ । ବିଜୁ ବାବୁଙ୍କ ଉପରେ ମନ୍ତବ୍ୟ ନେଇ କ୍ଷମା ମାଗିଲେ ସାଂସଦ ନିଶିକାନ୍ତ ଦୁବେ । ବିଜୁ ବାବୁ ଆମ ପାଇଁ ସବୁ ବେଳେ ଶୀର୍ଷ ରାଷ୍ଟ୍ରନାୟକ ରହିଛନ୍ତି ଓ ରହିବେ ।…
ଭୁବନେଶ୍ୱର : କ୍ଷମା ମାଗିଲେ ନିଶିକାନ୍ତ ଦୁବେ । ବିଜୁ ବାବୁଙ୍କ ଉପରେ ମନ୍ତବ୍ୟ ନେଇ କ୍ଷମା ମାଗିଲେ ସାଂସଦ ନିଶିକାନ୍ତ ଦୁବେ । ବିଜୁ ବାବୁ ଆମ ପାଇଁ ସବୁ ବେଳେ ଶୀର୍ଷ ରାଷ୍ଟ୍ରନାୟକ ରହିଛନ୍ତି ଓ ରହିବେ ।…
ଭୁବନେଶ୍ୱର : ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ପଦାର୍ପଣ କରିଛି ୯୧ ବର୍ଷରେ । ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ…
କଟକ : ତିନିମହଲା ଉପରୁ ପଡ଼ି ଯୁବତୀ ମୃତ । କଟକ ବାଦାମବାଡ଼ି ଅଞ୍ଚଳରେ ଅଘଟଣ । ଫୋନରେ କଥା ହେଉଥିବା ବେଳେ ଛାତ ଉପରୁ ପଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ଘର ଜଗତସିଂହପୁର ଅଞ୍ଚଳରେ ହୋଇଥିବା…
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର । OPHWC ଅଧିକାରୀଙ୍କ ୨୯ ପ୍ଲଟ୍ ରହିଛି । ଜଟଣୀ ବ୍ରହ୍ମପୁର ଓ ଅନ୍ୟ ସ୍ଥାନରେ ରହିଛି ୨୯ଟି ପ୍ଲଟ । ଭୁବନେଶ୍ବର କଳଙ୍ଗ ବିହାରରେ ରହିଛି ଦୁଇଟି ଘର…
ଭୁବନେଶ୍ୱର : ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ । ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଗିରଫ ହେଲା ପତ୍ନୀହନ୍ତା ସ୍ବାମୀ ଗିରଫ । ବଡଗଡ ଥାନା ବାଙ୍କୁଆଳରେ ଘଟିଛି ହତ୍ୟାକାଣ୍ଡ । ଅଭିଯୁକ୍ତ ତଥା ବ୍ୟବସାୟୀ ସୁଶାନ୍ତ ସ୍ୱାଇଁ…
ବଲାଙ୍ଗିର: ଜଳିଗଲେ ମହିଳା ସ୍ବାସ୍ଥ୍ୟକର୍ମୀ । ଉଦ୍ଧାର କରିବାକୁ ଯାଇ ସ୍ବାମୀ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ରାମଚନ୍ଦ୍ରପୁର ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି ରାତିରେ ଶୋଇଥିବା ବେଳେ ହଠାତ୍ ମହିଳାଙ୍କ…
ଭୁବନେଶ୍ୱର : ରାଜ୍ୟରେ ବଢ଼ିଛି ଖାଇବା ତେଲର ମୂଲ୍ୟ । ପାମ୍ ତେଲ ଠାରୁ ଆରମ୍ଭ କରି ସୂର୍ଯ୍ୟମୁଖୀ ତେଲ ଓ ସୋରିଷ ତେଲ ପ୍ରମୁଖର ମୂଲ୍ୟ ବଢ଼ିଛି । ଇଣ୍ଡୋନେସିଆ ସରକାର ଅନ୍ତର୍ଜାତୀୟ ବଜାରରେ ସବୁଠାରୁ ଅଧିକ ପାମ ତେଲ…
ଭୁବନେଶ୍ଵର: ଓଡିଶାପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୪ଟି ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା । ଗଜପତି ଜିଲ୍ଳାରେ-ଶଙ୍କର ପ୍ରଧାନ ପଶ୍ଚିମ ଗଞ୍ଜାମ-ଦଣ୍ତପାଣି ପାତ୍ର କଟକ ସହର-ସନ୍ତୟାନ ମିଶ୍ର ବୌଦ୍ଧ- ଅବଦୁଲ କାଲିସ ଖାସ ଦୀର୍ଘଦିନ ଧରିକଂଗ୍ରେସ ପକ୍ଷରୁ ରାଜ୍ୟରେ ଜିଲ୍ଲାସଭାପତିଙ୍କ…
ଭୁବନେଶ୍ୱର : ହୋଲସେଲରେ ଆଳୁ କିଲେ ୫ ଟଙ୍କା , ଦୋକାନରେ ୨୦ । ରାଜ୍ୟରେ ଆଳୁ ଦରକୁ ନେଇ ଦୁଇଟି ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି । ଗୋଟିଏ ପଟେ ଆବଶ୍ୟକତାଠାରୁ ଅଧିକ ଷ୍ଟକ୍ ଓ ଉତ୍ପାଦନ ଥିବା ଦାବି,…
ଭୁବନେଶ୍ବର: ଦେଶବ୍ୟାପୀ ବିଜୁ ଝଡ଼ । ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନିନ୍ଦା । ବିଜୁବାବୁଙ୍କୁ ଅପମାନ ନେଇ ବିଜେପି ଉପରେ ବର୍ଷିଛନ୍ତି ଆପ ସାଂସଦ ସଞ୍ଜୟ ସିଂ । ବିଜୁ ପଟ୍ଟନାୟକ ସାରା ଭାରତର ଜଣେ…