Category: ରାଜ୍ୟ ଖବର

ପଶ୍ଚିମା ଝଡ଼ ପ୍ରଭାବରେ ୧୫ରୁ ୧୯ ପର୍ଯ୍ୟନ୍ତ ବର୍ଷା; ଭିଜିବ ସାରା ରାଜ୍ୟ

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି (୧୫ ମାର୍ଚ୍ଚ/ ବୁଧବାର) ଠାରୁ ରାଜ୍ୟର ପାଗ ବଦଳିବ। ସାରା ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୧୫ ତାରିଖରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କୋରାପୁଟ,…

ଡ୍ରାଇଭର ସଂଘ ପକ୍ଷରୁ ଆସନ୍ତାକାଲିର ବନ୍ଦ ଡାକରାକୁ ସହଯୋଗ କରିବେନି ଅଟୋ ଚାଳକ

ଭୁବନେଶ୍ବର: ଡ୍ରାଇଭର ସଂଘ ପକ୍ଷରୁ ଆସନ୍ତାକାଲିର ବନ୍ଦ ଡାକରାକୁ ବିରୋଧ କରିଛି ନିଖିଳ ଓଡ଼ିଶା ଅଟୋ ମହାସଂଘ। ଆନ୍ଦୋଳନରୁ ଡ୍ରାଇଭର ଆସୋସିଏସନ ଓହରିବାକୁ ସଂଘ କହିଥିବା ବେଳେ ଆସନ୍ତାକାଲି ଆନ୍ଦୋଳନରେ ସହଯୋଗ କରିବେ ନାହିଁ ବୋଲି ସଂଘ କହିଛି। ଏନେଇ ନିଖିଳ…

୧୦ ବର୍ଷରେ ୭୮୪ ହାତୀ ମୃତ

ଭୁବନେଶ୍ବର: ୨୦୧୭-୧୮ରୁ ୨୦୨୧-୧୧ ବର୍ଷ ମଧ୍ୟରେ ରାଜ୍ୟର ୩୯ଟି ଜଙ୍ଗଲ ଡିଭିଜନରେ ବିଭିନ୍ନ କାରଣରୁ ୪୧୬ଟି ହାତୀ ମୃତ୍ୟୁବରଣ କରିଛନ୍ତି। ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରରେ ଉତ୍ତର ରଖି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦୀପ ଅମାତ…

ଅର୍ଚ୍ଚନା ନାଗ କେସର ଷ୍ଟାଟର୍ସ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ହାଇକୋର୍ଟରେ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ମାମଲାର ଶୁଣାଣି କରି କୋର୍ଟ ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ନୟାପଲ୍ଲୀ ଥାନାରେ ଅକ୍ଷୟ ପରିଜାଙ୍କ ମାମଲାର ରିପୋର୍ଟ ଦାଖଲ…

ସେବାଶ୍ରମରେ ଗରମ ଡାଲି ପଡ଼ି ଛାତ୍ର ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷୟିତ୍ରୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ନିଲମ୍ବିତ

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳାସ୍ଥିତ ସେବାଶ୍ରମରେ ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟଣାରେ ଆଦିବାସୀ ଉନ୍ନୟନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି। ସେବାଶ୍ରମର ପ୍ରଧାନଶିକ୍ଷୟିତ୍ରୀ କାର୍ମେଲା ବିଲୁଙ୍ଗ ଓ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ…

ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବାକୁ ଏସ୍‌ଏଚଜିଙ୍କ ସହାୟତା ନିଆଯାଇଛି : ପ୍ରଦୀପ ଅମାତ

ଭୁବନେଶ୍ୱର: ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବାକୁ ଏସ୍‌ଏଚଜିଙ୍କ ସହାୟତା ନିଆଯାଇଛି । ବିଧାନସଭାରେ ପ୍ରଶ୍ନକାଳରେ ଉତ୍ତର ଦେଲେ ଜଙ୍ଗଳ ମନ୍ତ୍ରୀ ପ୍ରଦୀପ ଅମାତ । ଧାନ କାଟିଲା ପରେ ବଳକା ଅଂଶରେ ଚାଷୀଚ ନିଆଁ ଲଗାଇ ଦେଉଛି । ଯେଉଁଥି ପାଇଁ…

ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍

ନବରଙ୍ଗପୁର: ପୁଣି ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ । ନବରଙ୍ଗପୁର ଜିଲ୍ଲାରେ ହିନ୍ଦୀ ଓ ସଂସ୍କୃତ ପେପର୍‌ ପ୍ରଶ୍ନ ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମେ ହିନ୍ଦୀ ପ୍ରଶ୍ନପତ୍ର ଓ ପରେ ସଂସ୍କୃତ ପ୍ରଶ୍ନର ଅବଜେକଟିଭ୍‌ ଉତ୍ତର ଲିକ୍‌…

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତିନି ବର୍ଷରେ ୨୦୮୭ଟି ରାସ୍ତା ନିର୍ମାଣ ହୋଇଛି: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଗତ ୩ ବର୍ଷରେ (୨୦୨୦-୨୦୨୩) ରାଜ୍ୟରେ ୨୪୨୨ କୋଟି ବ୍ୟୟରେ ୭୫୦ଟି ରାସ୍ତା ନିର୍ମାଣ ହୋଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ ବିଧାନସଭାରେ ସୂଚନା ଦେଇଛନ୍ତି। ଆଜି ଗୃହରେ ଏକ ମୁଲତବୀ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି,…

ଜୟନାରାୟଣ ମିଶ୍ରଙ୍କୁ ଆସନ୍ତା ୧୭ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ଵର: ବଢ଼ିଲା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଡୁଆ । ୨୦୧୮ ବିଜେପୁର ଉପନିର୍ବାଚନ ବେଳେ ହୋଇଥିବା ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ତାଙ୍କୁ ହାଜର ହେବାକୁ ନୋଟିସ୍‌ ହୋଇଛି । ଆସନ୍ତା ୧୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ…

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ଦୁଇବର୍ଷରେ ବିମାନ ଭଡ଼ା ଖର୍ଚ୍ଚ୩୧.୩୮କୋଟି

ଭୁବନେଶ୍ବର : ରାଜକୋଷ ପାଣ୍ଠିରେ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜ୍ୟର ମନ୍ତ୍ରୀମାନେ ନିଜର ବିମାନରେ ବୁଲିବା ସଉକକୁ ପୂରା କରିଛନ୍ତି । ସରକାରୀ କାର୍ଯ୍ୟ ଆଳରେ ମନଇଚ୍ଛା ବିମାନ ଭଡ଼ାରେ ନେଇଛନ୍ତି ଓ ସେଥିପାଇଁ ରାଜ୍ୟ ରାଜକୋଷରୁ ୨୦୨୧ ମାର୍ଚ୍ଚରୁ ୨୦୨୩…