Category: ରାଜ୍ୟ ଖବର

ସଉତୁଣୀର ତଣ୍ଟିଚିପି ହତ୍ୟା କଲା ସଉତୁଣୀ

କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି। ଗାଧୋଇବାକୁ ଡାକି ନେଇ ସଉତୁଣୀର ତଣ୍ଟିଚିପି ଜଣେ ମହିଳା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନଇଗାଁରେ। ମୃତ ମହିଳା ଜଣଙ୍କ ହେଲେ ଆଶା ମୁଣ୍ଡା।…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ

ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତ । ସେ କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଥମେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବଡ଼ ଆଗୁଳ ନିକଟରେ ଏକ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସେଠାରେ…

ଏକ ଫୁଲର ଗାଁ କଥା : ମହକୁଛି ଗାଁ, ମିଳୁଛି ରୋଜଗାର

କଟକ : ଆପଣମାନେ ଫୁଲର ସହର କଥା ଶୁଣିଥିବେ। କେବେ ଫୁଲର ଗାଁ କଥା ଶୁଣିଛନ୍ତି? ଆଜି ଆପଣଙ୍କୁ କହୁଛୁ ଫୁଲର ଗାଁ କଥା। ଯେଉଁଠି ଗ୍ରାମବାସୀମାନେ ପାରମ୍ପାରିକ ଚାଷ ସହ ବିଭିନ୍ନ ରକମର ଫୁଲ ଚାଷ କରିଥାନ୍ତି। ଗାଁର ପରିବେଶ…

ଋଣ ଆଣି ମାଛ ଚାଷ କରିଥିଲେ ମହିଳା, ବିଷ ପକାଇ ଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା : ଋଣ ଆଣି ମାଛ ଚାଷ କରିଥିଲେ । ଭାବିଥିଲେ କିଛି ଲାଭ ହେଲେ ପରିବାର ସୁରୁଖୁରୁରେ ଚଳିବ । ମାତ୍ର ସହି ପାରିଲେନି ଦୁର୍ବୃତ୍ତ। ବିକ୍ରି ହେବା ପୂର୍ବରୁ ପୋଖରୀରେ ବିଷ ପକାଇଦେଲେ ଦୁର୍ବୃତ୍ତ। ଫଳରେ ମଲା ମାଛଗୁଡ଼ିକ…

ଔଷଧୀୟ ଗଛର ଭୂସ୍ୱର୍ଗ ଗନ୍ଧମାର୍ଦ୍ଦନ, ମିଳିଲା ଜୈବବିବିଧତା ଐତିହ୍ୟସ୍ଥଳ ମାନ୍ୟତା

ବରଗଡ଼ : ଔଷଧୀୟ ଗଛରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବବିବିଧତା ଐତିହ୍ୟ ସ୍ଥଳ ମାନ୍ୟତା। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ଘୋଷଣା ହୋଇଛିା ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଥିବା ଏହି…

ପାରାଦୀପକୁ ପେଟ୍ରୋକେମିକାଲ ହବ୍ କରାଯିବ: ଶିଳ୍ପମନ୍ତ୍ରୀ

ଭୁବନେଶ୍ବର: ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ ରହିଛି। ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ରହିଛି ୪୫ରୁ ୪୭ ପ୍ରତିଶତ। ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ। ସେ କହିଛନ୍ତି, ମେକ ଇନ୍…

ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡ, ଏକ୍ସପୋଜ କରିବାକୁ ହୋଇଥିଲା ହ୍ଵାଟସ୍‌ ଆପ୍‌ ଗ୍ରୁପ୍

ଭୁବନେଶ୍ୱର: ଆଜେକ୍ସ-ଏକ୍ସପୋଜ-ହ୍ଵାଟସ୍‌ ଆପ୍‌ ଗ୍ରୁପ । ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ନୂଆ ସୁରାକ । ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହୋଇଥିଲା ହ୍ଵାଟସ୍‌ ଆପ୍‌ ଗ୍ରୁପ । ତିନିଜଣ ଯୁବତୀ କରିଥିଲେ ହ୍ଵାଟସ୍‌ ଆପ୍‌ ଗ୍ରୁପ । ସାଇବର…

ଗୃହ କମିଟି ବୋଡେନ ଯାଇ ରିପୋର୍ଟ ଦାଖଲ କରିବାକୁ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଦାବି

ଭୁବନେଶ୍ବର: ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଦିବାସୀଙ୍କ ଉପରେ ପୁଲିସର ଅତ୍ୟାଚାର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ବୋଡେନ ଗାଁରେ ଗୋଟେ ପଟେ ମାଓବାଦୀଙ୍କ ଭୟ, ଅନ୍ୟପଟେ ପୁଲିସର ଅତ୍ୟାଚାର ଭୟରେ ଗାଁ ଛାଡ଼ୁଛନ୍ତି ଲୋକେ। ଅଶିକ୍ଷିତ…

ହାତୀକୁ ମାରି ଦାନ୍ତ କାଟିନେଲେ ଶିକାରୀ

ବାଲେଶ୍ଵର : ପୁଣି ଏକ ଦନ୍ତାର ମୃତ୍ୟୁ। ମାରି ଦାନ୍ତ କାଟିନେଲେ ଶିକାରି। ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡିହା ଅଭୟାରଣ୍ୟକଳମା ଚତୁରୀ ନିକଟରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ତାକୁ ଗୁଳି ମାରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗୋଟିଏ ବର୍ଷରେ…

ଏପ୍ରିଲ ୩ରୁ ମାଟ୍ରିକ ଖାତା ମୂଲ୍ୟାୟନ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର ଖାତା ମୂଲ୍ୟାୟନ ଏପ୍ରିଲ ୩ରୁ ଆରମ୍ଭ ହେବ। ଏଥି ପାଇଁ ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ମୂଲ୍ୟାୟ‌ନ…