Spread the love

ବାଲେଶ୍ଵର : ପୁଣି ଏକ ଦନ୍ତାର ମୃତ୍ୟୁ। ମାରି ଦାନ୍ତ କାଟିନେଲେ ଶିକାରି। ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡିହା ଅଭୟାରଣ୍ୟକଳମା ଚତୁରୀ ନିକଟରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ତାକୁ ଗୁଳି ମାରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଗୋଟିଏ ବର୍ଷରେ ଅଭୟାରଣ୍ୟରେ ୭ଟି ହାତୀଙ୍କ ମୁତ୍ୟୁ ପରେ କୁଳଡିହା ରେଞ୍ଜରେ ଆଉ ଏକ ହାତୀର ମୃତ୍ୟୁ ହୋଇଛି। ହାତୀ ମୃତ୍ୟୁ ନେଇ ଡିଏଫ୍‌ଓ ତଦନ୍ତ କରି ଫେରିଥିବାବେଳେ ଭୁବନେଶ୍ଵର ସ୍ପେଶାଲ ଟାସ୍କ ଫୋର୍ସ ତଦନ୍ତ କରିବ।

Leave a Reply

Your email address will not be published. Required fields are marked *