Category: ରାଜ୍ୟ ଖବର

ନବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତି ବିବାଦ: ଭୁଲ ହୋଇଗଲା, ଆଉ ଏମିତି ଭୁଲ କରିବୁନି – ପୌରାଧ୍ୟକ୍ଷ

ଅନୁଗୁଳ : ଭୁଲ ହୋଇଗଲା। ଭବିଷ୍ୟତରେ ଆଉ ଏମିତି ଭୁଲ କରିବୁନି। ନବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତି ନିର୍ମାଣ ବିବାଦ ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ। ଆଜି ପୌରପରିଷଦ ପକ୍ଷରୁ ସେ…

ପଶ୍ଚିମ ଓଡ଼ିଶାରେ ହୋଇଥିବା ଉପନିର୍ବାଚନରେ ମହିଳାଙ୍କ ସଫଳତା ଅଧିକ

ସମ୍ବଲପୁର : ପଶ୍ଚିମାଂଚଳ ରାଜନୀତି, ସମାଜ‌ସେବା ଓ ଜନ ଆନ୍ଦୋଳନଗୁଡ଼ିକରେ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ଏକଦା ରାଜନୀତି କ୍ଷେତ୍ରରେ ଉପେକ୍ଷିତ ଥିଲେ। ତେବେ, ରାଜ୍ୟର ଅନ୍ୟ ଅଂଚଳ ତୁଳନାରେ ପଶ୍ଚିମ ଓଡ଼ିଶା ଅଧିକ ସଂଖ୍ୟକ ମହିଳାଙ୍କୁ ବିଧାନସଭା ପଠାଇଛି।…

କେନ୍ଦୁଝର ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଅଧିକ ଦୋକାନ

କେନ୍ଦୁଝର: ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟି ୫୦ରୁ ଅଧିକ ଦୋକାନ ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିବାର ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ଲାଗିଛନ୍ତି। ମାର୍କେଟରେ…

ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ମାମଲା: ଗିରଫ ପରେ ନିଲମ୍ବିତ ହେଲେ ଭଦ୍ରକ ଚୂଡ଼ାମଣି ଥାନା ଏସ୍‌ଆଇ

ଭଦ୍ରକ: ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ମାମଲାରେ ନିଲମ୍ବିତ ହେଲେ ଭଦ୍ରକ ଜିଲ୍ଲା ଚୂଡ଼ାମଣି ଥାନା ଏସ୍‌ଆଇ। ଏସ୍‌ଆଇ ତପସ୍ୱିନୀ ମହାପାତ୍ର ଗିରଫ ହୋଇ ଜେଲ୍‌ ଯିବା ପରେ ଭଦ୍ରକ ଏସ୍‌ପି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ତାଙ୍କ ବେଲ୍‌ ପିଟିସନ୍‌…

କ୍ରିକେଟ୍ ଖେଳ କଳିକୁ ନେଇ ଯୁବକଙ୍କୁ ହତ୍ୟା: ୪ ଅଭିଯୁକ୍ତ ଗିରଫ

ଚୌଦ୍ବାର: କ୍ରିକେଟ୍ ଖେଳ କଳିକୁ ନେଇ ଯୁବକଙ୍କୁ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବାର ତାଜା ସୂଚନା ହସ୍ତଗତ ହୋଇଛି। ଏମାନଙ୍କୁ ଚୌଦ୍ବାର ଥାନାରେ ପଚରାଉଚରା ଚାଲିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ହଠାତ ଉତକ୍ଷିପ୍ତ ହୋଇ…

ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ଓ ଗିରଫ ଘଟଣା: ତଦନ୍ତ କରିବ ଇଡି

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ଓ ଗିରଫ ମାମଲାର ତଦନ୍ତ କରିବ। ଇଡି ଆର୍ଥିକ କାରବାରର ଖୋଳତାଡ଼ କରିବ। ଏନେଇ ଇଡି ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏହି ଘଟଣାକୁ ନେଇ…

ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାରବିମର୍ଶ ଚାଲିଛି: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସରକାରୀ ହାଇସ୍କୁଲର ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଚାକିରି ନିୟମିତ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାରବିମର୍ଶ ଚାଲିଛି। ଏଣୁ ଶିକ୍ଷକମାନେ ଆନ୍ଦୋଳନ ଛାଡ଼ି ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ। ଏଭଳି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ସୋମାଲିକାଙ୍କ ଅଭିଯୋଗ ବାବଦରେ ମୁଁ ଜାଣିନାହିଁ: ବିଜୟ ଶଙ୍କର

ଭୁବନେଶ୍ୱର: ସୋମାଲିକାଙ୍କ ଅଭିଯୋଗକୁ ନେଇ ବହୁ ଦିନ ପରେ ମୁହଁ ଖୋଲିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ସେ ପ୍ରତିକ୍ରିୟା ରଖି କହିଛନ୍ତି କେସ ବିଚାରଧିନ ରହିଛି । ବିଚାରପତି ଯାହା ନିଷ୍ପତ୍ତି ନେବେ । ସତ୍ୟତା ଅଳ୍ପ…

ବିରି ଓ ମୁଗ ଭଳି ଡାଲିର ମଧ୍ୟ ସହାୟକ ମୂଲ୍ୟ ସରକାର ବୃଦ୍ଧି କରିଛନ୍ତି, ତେଣୁ ଦର ବଢିବ: ବ୍ୟବସାୟୀ ମହାସଂଘ

ଭୁବନେଶ୍ବର: ସରକାର ଡାଲିର ଯେଉଁ ସହାୟକ ମୂଲ୍ୟ ଧାର୍ଯ୍ୟ କରୁଛନ୍ତି, ସେହି ହିସାବରେ ଏହାର ଦର ବଢୁଛି। ଗୋଟା ହରଡ଼ ସହାୟକ ମୂଲ୍ୟ ୭୨ ଶହ ଟଙ୍କା ରହିଛି। ତେଣୁ ଡ଼ାଲିର ଦର ମଧ୍ୟ ସେହି ଅନୁସାରେ ବଢିବ। ବିରି, ମୁଗ…

ସାମ୍ବାଦିକାଙ୍କ ସହ ଶାରିରୀକ ସମ୍ପର୍କ ଓ ପ୍ରତାରଣା କରିବା ଅଭିଯୋଗରେ ଲେଡି ଏସ୍‌ଆଇ ଗିରଫ

ଭଦ୍ରକ : ସମଲିଙ୍ଗୀ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମହିଳା ଏସ୍‌ଆଇ ଗିରଫ। ଏହି ମହିଳା ଏସ୍‌ଆଇ ଜଣକ ତପସ୍ୱିନୀ ମହାପାତ୍ର। ସେ ଭଦ୍ରକ ଜିଲ୍ଲା ଚୂଡ଼ାମଣି ମେରାଇନ୍ ଥାନାରେ କାମ କରନ୍ତି। ସେ ସ୍ଥାନୀୟ ୱେବ୍ ଚ୍ୟାନେଲ ଜଣେ…