୨ ଦନ୍ତାଙ୍କୁ ମାରି କାଟି ନେଇଥିଲେ ୪ ଦାନ୍ତ
ବାରିପଦା : ଦୁଇ ଦନ୍ତାଙ୍କୁ ମାରି କାଟି ନେଇଥିଲେ ୪ ଦାନ୍ତ। ଶିମିଳିପାଳ ବନ ବିଭାଗ ଚଢ଼ାଉ କରି ଜଣେ ଶିକାରୀକୁ ଧରିବା ସହ ତା’ ଠାରୁ ୪ ହାତୀ ଦାନ୍ତକୁ ଜବତ କରିଛି। ତେବେ ଚଢ଼ଉ ଟିମ୍କୁ ଚକମା ଦେଇ…
ବାରିପଦା : ଦୁଇ ଦନ୍ତାଙ୍କୁ ମାରି କାଟି ନେଇଥିଲେ ୪ ଦାନ୍ତ। ଶିମିଳିପାଳ ବନ ବିଭାଗ ଚଢ଼ାଉ କରି ଜଣେ ଶିକାରୀକୁ ଧରିବା ସହ ତା’ ଠାରୁ ୪ ହାତୀ ଦାନ୍ତକୁ ଜବତ କରିଛି। ତେବେ ଚଢ଼ଉ ଟିମ୍କୁ ଚକମା ଦେଇ…
ବଲାଙ୍ଗୀର : ଆନ୍ଦୋଳନରେ ଗାଈ ବଳଦ। ତାହା ପୁଣି ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ। ମାଲିକ ଗାଈମାନଙ୍କୁ ଖାଇବା ପିଇବାକୁ ଦେଇ ବସିଛନ୍ତି ଆନ୍ଦୋଳନରେ। କ’ଣ ପାଇଁ ଏ ଅଭିନବ ଆନ୍ଦୋଳନ? ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ। ବଲାଙ୍ଗିର…
ସମ୍ବଲପୁର : ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ପରଠାରୁ ଆଜି ଯାଏ ସାରା ସମ୍ୱଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଇଣ୍ଟରନେଟ୍ ସେବା ବନ୍ଦ ଯୋଗୁ ଡିଜିଟାଲ ଯୁଗରେ ଜନସାଧାରଣଙ୍କ ଜୀବନଯାତ୍ରା ଏକଦମ୍ ଠପ୍ ହୋଇଯାଇଛି। ଏପ୍ରିଲ ୧୨…
ଭୁବନେଶ୍ବର : ଦିନକୁ ଦିନ ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ଜନଗହଳୀ ପୂର୍ଣ୍ଣ ଜାତୀୟ ରାଜପଥର ଓଭର ବ୍ରିଜ୍ ଉପରୁ ହୋଟେଲ୍କୁ ହୋଇଛି ବୋମା ମାଡ଼। ଦୁଇ ଜଣ ଯୁବକ ବାଇକ୍ରେ ଆସି ବୋମା ମାଡ଼ କରି ଚମ୍ପଟ ମାରିଛନ୍ତି। ବର୍ତ୍ତମାନ…
ବାଲେଶ୍ୱର : ଉତ୍ତର ଖାତା ନୁହେଁ, ପ୍ରଶ୍ନ ପତ୍ର ନେଇଗଲେ ସାର। ଏଭଳି ଆଶ୍ୟର୍ଯ୍ୟଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ଜାମୁଝାଡି ସ୍ଥିତ ଦାମୋଦର ହାଇସ୍କୁଲରେ। ଗତ ମାର୍ଚ୍ଚ ୨୦ ତାରିଖରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷା ଥିଲା।…
ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିବା ସମୟରେ ପୁଲିସ ଷଡଯନ୍ତ୍ରର ଶିକାର ହୋଇ ଜେଲ୍ ଯାଇଥିବା ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ମିଳିବା ମାମଲାରେ ‘ସତ୍ୟମେବ ଜୟତେ, ଧର୍ମର ଜୟ’ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ…
ନୟାଗଡ଼:ଖଣି ଲିଜଧାରୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ଚାନ୍ଦପୁର ଥାନା ପୋଲିସ । ଘଟଣାକୁ ଖଣ୍ଡନ କରିବା ସହ ୨ କୋଟି…
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ମାନବ ସଂସ୍କରଣର ଏକ ଉଦାହରଣ। ଓଡ଼ିଶା ସରକାର ଯୁବପୀଢିଙ୍କ ଦକ୍ଷତା ବିକାଶ…
ଭୁବନେଶ୍ବର: ଲାଞ୍ଚ ନେଇ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଝାରସୁଗୁଡ଼ା ଏନଏଚ୍ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୁକ୍ତା ସିଂହ ଜଣେ ଠିକାଦାରଙ୍କ ଠାରୁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅତର୍କିତ ଭାବେ…
ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ପାଇଁ ସରକାର ମେ’ ମାସ ୨୧ ତାରିଖ ଠାରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଛୁଟି…