Category: ରାଜ୍ୟ ଖବର

‘ଭାଇସ୍‌ ପ୍ରେସିଡେଣ୍ଟ ପଦବୀର ଆବଶ୍ୟକତା ନାହିଁ – ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର : କଂଗ୍ରେସ କମିଟି ଘୋଷଣା ହେଉ ହେଉ ଅସନ୍ତୋଷ ଝାଡ଼ିଛନ୍ତି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ଆଉ କହିଛନ୍ତି, ମୋତେ ଭାଇସ୍‌ ପ୍ରେସିଡେଣ୍ଟ ପଦବୀର ଆବଶ୍ୟକତା ନାହିଁ। ଭାଲୁ ବାହିନୀପତି ନାଁ କାଫି। ମୋର ଭାଇସ୍‌ ପ୍ରେସିଡେଣ୍ଟ୍‌ ପଦବୀ…

ଓଡ଼ିଶାରେ ଗଡ଼ିବ ମେଟ୍ରୋ, ଦିଲ୍ଲୀ ମେଟ୍ରୋକୁ ଦିଆଗଲା ଡିପିଆର ଦାୟିତ୍ୱ

ଭୁବନେଶ୍ବର : ଓଡ଼ିଶାରେ ମେଟ୍ରୋ ରେଲ୍‌ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋକୁ ଡିପିଆର ଦାୟିତ୍ୱ ଦିଆଯାଇଛି। ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ଏହି ଡିପିଆର ପ୍ରସ୍ତୁତ କରିବ। ପ୍ରାଥମିକ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଡିପିଆର ପ୍ରସ୍ତୁତ…

ଚାଷୀଙ୍କୁ ମିଳିବାକୁ ଥିବା ୧୨ କୋଟି ହଡ଼ପ, ଠକେଇର କୌଶଳି ଦେଖି ଇଓଡବ୍ଲୁ ତାଜୁବ୍

ଭୁବନେଶ୍ବର : ଚାଷୀ ଜାଣିପାରୁନି। କିନ୍ତୁ ଚାଷୀଙ୍କୁ ମିଳିବାକୁ ଥିବା ହକ୍ ହଡ଼ପ ହୋଇଯାଇଛି। କୃଷି ଯନ୍ତ୍ରାଂଶ ଯୋଗାଇବା ନାମରେ ପ୍ରାୟ ୧୨ କୋଟି ଟଙ୍କା ହଡ଼ପରେ ହୋଇଛି। ଟଙ୍କା ହଡ଼ପରେ ସମ୍ପୃକ୍ତ ଅନ୍ନପୂର୍ଣ୍ଣା ଅଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡର ପଞ୍ଜୀକୃତ…

ମେ’ ପହିଲାରୁ ବଢ଼ିବ ଛେନା, ପନିର ଓ ଖୁଆ ଦର

କଟକ : ମେ’ ପହିଲାରୁ ଦୁଗ୍ଧଜାତ ଦ୍ରବ୍ୟର ଦର ବଢ଼ିବ। କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ଏ ନେଇ ଆଜି ସୂଚନା ଦେଇଛନ୍ତି। ଓମ୍‌ଫେଡ କ୍ଷୀରର ମୂଲ୍ୟ ବୃଦ୍ଧି ପରେ ସଂଘ ଏଭଳି ନିଷ୍ପତ୍ତି ନେଇଛି। ଏହାଛଡ଼ା ବଜାରରେ…

ଦିନକ ପରେ ଖୋଲିବ ଜିନ୍ଦଲ ଖଣି, ୫ ବର୍ଷ ପରେ ଖଣିକୁ ଫେରିବେ ୫୦ କର୍ମଚାରୀ ଓ ୧୫୦ ଶ୍ରମିକ

କାଳିଆପାଣି : ଦିନକ ପରେ ଅର୍ଥାତ୍‌ ଆସନ୍ତା ୨୬ରେ ଜିନ୍ଦଲ ଷ୍ଟେନଲେସ୍ କାଳିଆପାଣି କ୍ରୋମାଇଟ୍‌ ଖଣି ଖୋଲିବ। ୫ ବର୍ଷ ୨ ମାସ ପରେ ପ୍ରତ୍ୟକ୍ଷ ଖଣିକାର୍ଯ୍ୟରେ ଯୋଗଦେବେ ୫୦ ଖଣି କର୍ମଚାରୀ ଓ ବିଭିନ୍ନ ବର୍ଗର ଦେଢ଼ଶହରୁ ଅଧିକ ଖଣି…

ଆସିଲା ଭିସେରା ରିପୋର୍ଟ: ମୃତ୍ୟୁ ପୂର୍ବରୁ ଇଥାଇଲ୍ ଆଲକୋହଲ୍ ସେବନ କରିଥିଲେ ଚିନ୍ମୟୀ

ସମ୍ବଲପୁର: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁର ପ୍ରାୟ ଦୁଇମାସ ପରେ ତାଙ୍କ ଭିସେରା ରିପୋର୍ଟ୍ ପୁଲିସର ହସ୍ତଗତ ହୋଇଛି। ଏହି ରିପୋର୍ଟରେ ଛାତ୍ରଜଣକ ଇଥାଇଲ୍ ଆଲକୋହଲ ସେବନ କରିଥିବାର ପ୍ରମାଣ ମିଳିଛି। ଅର୍ଥାତ୍ ଚିନ୍ମୟୀ ସେହି ରାତିରେ ମଦ୍ୟପାନ କରିଥିଲେ।…

ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଜୀବନ ହାରିଲେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ

ରାୟଗଡ଼ା: ସିଆରପିଏଫ ଚତୁର୍ଥ ବାଟାଲିଆନର ମୁଖ୍ୟ କାର୍ଯ୍ୟାଳୟରେ ସେକେଣ୍ଡ ଇନ କମାଣ୍ଡାଣ୍ଟ ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି। ତାଙ୍କ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କ ନିଜ ଘର ବିହାର ରାଜ୍ୟର ସୀତାମଣି ଗ୍ରାମରେ…

ଜି-୨୦ ସମ୍ମିଳନୀ ଲାଗି ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ: ପୁଲିସ କମିଶନର

ଭୁବନେଶ୍ବର: ଜି-୨୦ ସମ୍ମିଳନୀ ନେଇ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଜି ଏକ ବି‌ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପିୟଦର୍ଶୀ ସୂଚନା ଦେଇ କହିଛନ୍ତି, ଜି-୨୦ ସମ୍ମିଳନୀ ପାଇଁ ନିରାପତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିଗ। ଯେଉଁ ସବୁ…

ଏଡିଆର୍ ରିପୋର୍ଟରେ ଚାନ୍ଦା ବାବଦରେ ବିଜେଡିର ତଥ୍ୟ ନାହିଁ: ଶାସକ ଦଳକୁ ଘେରିଲେ ବିରୋଧୀ

ଭୁବନେଶ୍ବର: ବିଜେଡିକୁ ମିଳିଥିବା ଚାନ୍ଦାକୁ ନେଇ ଶାସକ ଦଳକୁ ବିରୋଧୀ ବିଜେପି ଓ କଂଗ୍ରେସ ଘେରିଛନ୍ତି। ଏହାର ଜବାବ ରଖିଛି ବିଜେଡି। ଏନେଇ ବିଜେପି ବିଧାୟକ ବୁଧାନ ମୁର୍ମୁ ଅଭିଯୋଗ କରିଛନ୍ତି ଯେ, ବିଜେଡି ପାଖରେ ବହୁତ ଟଙ୍କା ଅଛି। ଯେହେତୁ…

ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ, ଧରାପଡ଼ିବା ଭୟରେ ଛତିଶଗଡ଼ ଫେରାର୍‌!

ଭୁବନେଶ୍ବର: ପୂର୍ବତନ ସାଂସଦ ତଥା ଗ୍ୟାଙ୍ଗଷ୍ଟର ଅତିକ ଅହମଦର ଘନିଷ୍ଠ ସହଯୋଗୀ ତଥା କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମକୁ ଧରିବା ପାଇଁ ଉତ୍ତର ପ୍ରଦେଶ ଏସ୍‌ଟିଏଫ୍‌ର ଜୋରଦାର ଉଦ୍ୟମ କରୁଥିଲେ ବି ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ। ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍‌…