Category: ରାଜ୍ୟ ଖବର

ମହଙ୍ଗା ହେଉଛି ହରଡ ଡାଲି, ୨୦୨୩ରେ ବଢ଼ିଲାଣି ୨୯ ଟଙ୍କା

ଭୁବନେଶ୍ୱର : ମହଙ୍ଗା ହେଉଛି ହରଡ ଡାଲି । ୨୦୨୩ରେ ବଢ଼ିଲାଣି ୨୯ ଟଙ୍କା । ଗତ ଡିସେମ୍ବରରେ ଦେଶରେ ହରଡ଼ ଡାଲି କିଲୋ ପିଛା ମୂଲ୍ୟ ପାଖାପାଖି ୧୦୦ ଟଙ୍କା ରହିଥିଲା । ଏବେ ଏହା ୧୨୯ ଟଙ୍କା ରହିଛି…

ବିଜେବି କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଆକ୍ସନ ମୋଡରେ ବିଜେବି କଲେଜ କର୍ତ୍ତୃପକ୍ଷ । କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ଏଥିପାଇ କଲେଜର ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର । ଭୁବନେଶ୍ୱର ବିଜେବି କଲେଜ ଛାତ୍ରଙ୍କୁ ଅଣଛାତ୍ରଙ୍କ ଆକ୍ରମଣ ଘଟଣା ପରେ…

ଜଗତସିଂହପୁର ବିଡିଓଙ୍କ ନାଁରେ ମାମଲା

ଜଗତସିଂହପୁର ଟାଉନ୍: ଜଣେ ସୂଚନା ଅଧିକାରୀ କର୍ମୀଙ୍କୁ ଗାଳିଗୁଲଜ, ଧମକ, ଜାତିଆଣ ଆକ୍ଷେପ ଅଭିଯୋଗ ଘଟଣାରେ ଜଗତସିଂହପୁର ବିଡିଓ ସାଗର କୁମାର ନନ୍ଦଙ୍କ ବିରୋଧରେ ମାମଲା ରୁଜୁ କରିଛି ଜଗତସିଂହପୁର ଥାନା ପୁଲିସ। ଆଇପିସି ଦଫା-୨୯୪, ୫୦୬ ଏବଂ ଏସ୍‌ସି/ଏସ୍‌ଟି ଆଇନରେ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାଷା ସଂରକ୍ଷଣ ପାଇଁ ଆୟୋଜିତ ହେଲା କର୍ମଶାଳା

ଭୁବନେଶ୍ବର : ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଏବଂ ସ୍କୁଲ ଅଫ୍ ଆଦିବାସୀ ଅଧ୍ୟୟନ ଏବଂ ସ୍ୱଦେଶୀ ଅନୁସନ୍ଧାନ (STIR) ଆଦିବାସୀ ଭାଷାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। “ଦୋଛକିରେ ଆଦିବାସୀ ଭାଷା:…

ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବମାନଙ୍କ ସହିତ ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ନେବାକୁ ଥିବା ପଦେକ୍ଷପ ଉପରେ ଏକ ବୈଠକ ଅନୁଷ୍ଠିତ…

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌, ୩୦ରୁ ୪୦ ଲକ୍ଷ ଟଙ୍କା ଓ ସୁନାଗହଣା ନେଇଗଲେ ଦୁର୍ବୃତ୍ତ

ବାଲେଶ୍ୱର: ଦିନ ଦ୍ୱିପହରରେ ବ୍ୟାଙ୍କ ଖାଲି କରିଦେଲେ ଡକାୟତ। ଆଜି ବାଲେଶ୍ୱର ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରୁ ବଡ଼ ଧରଣର ଲୁଟ ହୋଇଛି। ୭ରୁ ୮ ଜଣ ଡକାୟତ ଏହି ୟୁନିୟନ ବ୍ୟାଙ୍କ ଭିତରେ ପଶି ଡକାୟତି କରିଛନ୍ତି। ବ୍ୟାଙ୍କ କର୍ମଚାରୀ ଓ…

ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ପାଣି ଛାଡିଲା ଛତିଶଗଡ଼

ଭୁବନେଶ୍ବର : ଶେଷରେ ଛତିଶଗଡ଼ ଛାଡିଲା ପାଣି । ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଚାଲାକି କଲା ଛତିଶଗଡ଼ । ଖୋଲିଲା କଲମାର ୨୦ଟି ଗେଟ୍‌ । ଛତିଶଗଡ଼କୁ ଦ୍ଵିତୀୟ ପର୍ଯ୍ୟାୟ ଗସ୍ତ କରିବେ ଟ୍ରିବ୍ୟୁନାଲ । ଏହା ପୂର୍ବରୁ ଟ୍ରିବ୍ୟୁନାଲକୁ ଭ୍ରମିତ…

୫ ଦିନ ଯାଏଁ ହାଲୁକା ବର୍ଷାର ସମ୍ଭାବନା,୧୪ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ଆଗାମୀ ୫ ଦିନ ପର୍ଯ୍ୟନ୍ତ ହାଲୁକା ବର୍ଷାର ସମ୍ଭାବନା ରହିଛି। ଗତକାଲି ରିପୋର୍ଟ ଅନୁସାରେ କୋରାପୁଟ, ଗଜପତିରେ ଅଧିକ ବର୍ଷା ହୋଇଛି। ୧୪ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କେଉଁଝର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର,…

ନ୍ୟୁଡ ଭିଡିଓ କଲ୍‌ କରି ବରିଷ୍ଠ ନାଗରିକଙ୍କୁ ବ୍ଲାକମେଲ ଅଭିଯୋଗ, ରାଜସ୍ଥାନରୁ ୨ ସାଇବର ଅପରାଧୀ ଗିରଫ

କଟକ : ନ୍ୟୁଡ୍‌ ଭିଡିଓ କଲ୍‌ କରି ବ୍ଲାକମେଲ କରୁଥିବା ଅଭିଯୋଗରେ ରାଜସ୍ଥାନରୁ ଦୁଇ ଜଣ ସାଇବର ଅପରାଧିଙ୍କୁ ଗିରଫ କଲା କଟକ ସାଇବର ଥାନା ପୋଲିସ। କଟକର ଜଣେ ବରିଷ୍ଠ ନାଗରିକଙ୍କୁ ନ୍ୟୁଡ୍‌ ଭିଡିଓ କଲ୍‌ କରି ପାଖାପାଖି ସାଢେ…

ହାଇୱେ ଲୁଟେରା ଗ୍ୟାଙ୍ଗର ୭ ଜଣ ଗିରଫ

ଭୁବ‌ନେଶ୍ବର: ଏଆରଫିଲଡ଼ ଥାନା ପୁଲିସ ହାତରେ ହାଇୱେ ଲୁଟେରା ଗ୍ୟାଙ୍ଗର ୭ ଜଣ ସଦସ୍ୟ ଧରାପଡ଼ିଛନ୍ତି। ଗିରଫ ହୋଇଥିବା ଲୁଟେରାମାନେ ନକଲି ପୁଲିସ ସାଜି ଲୋକଙ୍କୁ ଡରାଇ, ଧମକାଇ, ମାଡ଼ ମାରି ଟଙ୍କା ଲୁଟ କରୁଥିଲେ ‌ବୋଲି ଭୁବନେଶ୍ବର ଡିସିପି ପ୍ରତୀକ…