Category: ରାଜ୍ୟ ଖବର

ସାମୁଦ୍ରିକ ବାତ୍ୟା ‘ମୋଚା’ ର ଗତିପଥ ଏବେ ବି ଅସ୍ପଷ୍ଟ

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୬ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ଓ ପରେ ଅବପାତରେ ପରିଣତ ହେବ। ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ…

ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବାକୁ ଅପରାଜିତାଙ୍କ ଚିଠି

ଭୁବନେଶ୍ବର : ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ପୂର୍ବରୁ ଏହି ଦୁଇ ଐତିହ୍ୟସ୍ଥଳ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ…

ମେ’ ମାସରେ ପୁଣି ବାତ୍ୟା ଭୟ: ୬ରେ ଘୂର୍ଣ୍ଣିବଳୟ, ୯ ବେଳକୁ ଲଘୁଚାପ

ଭୁବନେଶ୍ୱର : ମେ’ ମାସରେ ପୁଣି ବାତ୍ୟା ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧିବ କି ଖରା ଦିନିଆ ସାଇକ୍ଲୋନ୍‌ ? ଫନୀ, ଅମ୍ଫନ, ୟସ ଓ ଅସାନୀ ପରେ ଏବର୍ଷ ସମ୍ଭାବ୍ୟ ବାତ୍ୟା ମୋଖାର ସମ୍ଭାବନା ବଢ଼ିଛି । ଏଥର…

ସମ୍ଭାବ୍ୟ ବାତ୍ୟାକୁ ନେଇ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି

ଭୁବନେଶ୍ୱର : ଖରାଦିନିଆ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି । ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିରୋ କାଜୁଆଲିଟି ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ବିଭାଗ…

ଝାରସୁଗୁଡା ଉପନିର୍ବାଚନ: ପ୍ରଚାର ମୈଦାନରେ ସବୁ ଦଳର ପ୍ରାର୍ଥୀ

ଝାରସୁଗୁଡ଼ା : ଦୁଲୁକୁଛି ଝାରସୁଗୁଡ଼ା । ପ୍ରଚାର ଲଢ଼େଇ ଜୋରଦାର ଚାଲିଛି । ହାତରେ ଆଉ ସପ୍ତାହେରୁ କମ୍‌ ସମୟ ଥିବାରୁ ଭୋଟରଙ୍କ ମନ ଜିଣିବା ପାଇଁ ତିନି ପ୍ରମୁଖ ଦଳ ଭରପୁର କସରତ କରୁଛନ୍ତି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ…

ମଦୁଆର ହାତଗୋଡ଼ ବାନ୍ଧି ପୋଲିସ୍ ଜିମା ଦେଲେ ମହିଳା

ନବରଙ୍ଗପୁର: ମଦ୍ୟପଙ୍କୁ ମହିଳାଙ୍କ “ପେଣ୍ଟଟେଡ୍ ମେଡ଼ିସିନ” । ମଦ ପିଇଲେ କିମ୍ବା ମଦ ରାନ୍ଧିଲେ ମହିଳା ଙ୍କ ଦ୍ୱାରା ନିଆଯିବ କାର୍ଯ୍ଯାନୁଷ୍ଠାନ l କାର୍ଯ୍ଯାନୁଷ୍ଠାନ ଏପରି ହେବ ଯେ ମଦ୍ୟପ ଜଣକ ଆଉ କେବେ ମଦ ପିଇବାକୁ ସାହସ କରିବ ନାହିଁ।…

ନୟାପଲ୍ଲୀ ଜମି ଜବରଦଖଲ ଘଟଣ : ମାଷ୍ଟରମାଇଣ୍ଡ ରାଘବ ଜେନାକୁ ଗିରଫ କଲା ସ୍ପେଶାଲ ସ୍କ୍ଵାଡ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ଜମି ପଜେସନ୍‌ ଗ୍ୟାଙ୍ଗର କିଙ୍ଗପିନ୍‌ ଗିରଫ । ମାସେରୁ ଅଧିକ ଦିନ ଲୁଚକାଳି ଖେଳ ପରେ ମୁଖ୍ୟ କାର୍ପଟଦାର ରାଘବ ଜେନାକୁ କାବୁ କରିଛି ସ୍ପେଶାଲ ସ୍କ୍ଵାଡ୍‌ ଓ ନୂଆପଲ୍ଲୀ ଥାନା ପୋଲିସ । ତାର ଜଣେ…

ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍କକ ସହରକୁ ଉଡ଼ିବ ବିମାନ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍କକ ସହରକୁ ଉଡ଼ିବ ବିମାନ । ଏଥିପାଇଁ ଆଜିଠାରୁ ଅଗ୍ରୀମ ଟିକେଟ ସେବାର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ଆସନ୍ତା ଜୁନ୍‌ ୩ ତାରିଖରୁ…

ଓଲଟିଲା ଗୋରୁ ବୁଝେଇ ପିକଅପ ଗାଡି, ୪ ଗୋରୁ ମୃତ

ସୋର : ବେଆଇନ ଗୋରୁ ବୋଝେଇ ପିକଅପ ଗାଡି ଓଲଟି ୪ ଗୋରୁ ମୃତ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାଙ୍କତିରା ଛକରେ ଖଇରା ଆଡୁ ଏକ ପିକଅପ ଗାଡି ୮ଟି ଗୋରୁ ନେଇ ସୋର ଆସୁଥିବା ବେଳେ ବାଙ୍କିତିରା ଛକ…

ବିଶ୍ୱର ଟେଷ୍ଟ ମାନ୍ୟତାରେ ନଂ ୧ ସ୍ଥାନ ପାଇଲା ଟିମ୍‌ ଇଣ୍ଡିଆ, ବାଲୁକା କଳାରେ ଶୁଭେଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଟିମ୍‌ ଇଣ୍ଡିଆକୁ ବାଲୁକାକଳାରେ ଶୁଭେଚ୍ଛା । ଅଷ୍ଟ୍ରେଲିଆକୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ଟେଷ୍ଟ ମାନ୍ୟତା ପାଇଛି ଟିମ୍‌ ଇଣ୍ଡିଆ । ଏନେଇ ଟିମ୍‌ ଇଣ୍ଡିଆକୁ ବାଲୁକାକଳାରେ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।…