Category: ରାଜ୍ୟ ଖବର

ଉଦାରତା ଏବଂ ସହଯୋଗ ଜରିଆରେ ଏକ ସୁସ୍ଥ ସମାଜ ଗଠନ କରାଯାଇ ପାରିବ: ରାଷ୍ଟ୍ରପତି

ବାରିପଦା: ଛାତ୍ରଛାତ୍ରୀମାନେ ଜୀବନରେ ଆଗକୁ ବଢ଼ିବା ସମୟରେ ସେମାନେ ଯେତେବେଳେ ପଛକୁ ଫେରି ଚାହିଁବେ, ସେମାନେ ଏମିତି କିଛି ଲୋକଙ୍କୁ ଦେଖିବାକୁ ପାଇବେ ଯେଉଁମାନେ ସେମାନଙ୍କ ସହିତ ପ୍ରତିଯୋଗିତା କରିବା ଲାଗି ସମର୍ଥ ନୁହନ୍ତି। ବଞ୍ଚିତ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା…

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୮ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୮ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ପରେ ଘନୀଭୂତ ହୋଇ ୯ ତାରିଖରେ ଅବପାତ ରୂପ ନେଇପାରେ । ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଗତି କରିବ…

ଆସନ୍ତାକାଲି ଝାରସୁଗୁଡ଼ାରେ ନବୀନଙ୍କ ସଭା, ଧର୍ମେନ୍ଦ୍ରଙ୍କ ରୋଡ୍ ଶୋ’

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ମଇଦାନରେ ଆସନ୍ତାକାଲି ରବିବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ ହେବେ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ସୋମବାର…

୯ରେ ନବୀନ-ନୀତିଶ ଭେଟଘାଟ

ଭୁବନେଶ୍ବର : ଆସନ୍ତା ୯ତାରିଖରେ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦି…

ହାଇୱାକୁ ପଛରୁ ଧକ୍କା ଦେଲା କୁକୁଡ଼ା ଟ୍ରକ୍: ୨ ମୃତ, ୨ ଗୁରୁତର

ସୋର: ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର କଲେଜ ଛକ ନିକଟରେ ହାଇୱାକୁ ପଛରୁ ଏକ କୁକୁଡ଼ା ଟ୍ରକ ଧକା ଦେବା ଫଳରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର…

ଓଡ଼ିଶାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ରାଇରଙ୍ଗପୁର: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ରାଇରଙ୍ଗପୁରରେ କଳା ପତାକା ପ୍ରଦର୍ଶନ କରାଯାଇଛି। ଡାଣ୍ଡବୋଷ ଗ୍ରାମକୁ ଗସ୍ତରେ ଆସିଥିଲେ। ତେବେ ଆଜି ଅଲଚିକି ଲିପିର ସ୍ରଷ୍ଟା ସ୍ବର୍ଗତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ଥିବାରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ…

ବିବାହ ବନ୍ଧନରେ ବାନ୍ଧି ହେବେ ପୁରୀ ଓ ରାୟଗଡ଼ା ଜିଲ୍ଲାପାଳ

ବିବାହ କରିବେ ପୁଣି ଆଉ ଦୁଇ ଜିଲ୍ଲାପାଳ। କିଛି ଦିନ ତଳେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ବିବାହ କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୁଣି ଦୁଇଜିଲ୍ଲାପାଳ ବିବାହ କରି ହାତକୁ ଦୁଇ…

ଗଛକୁ ଧକ୍କାଦେଇ ରାସ୍ତାକଡକୁ ଓଲଟିଲା ପୋଲିସ ପାଟ୍ରୋଲିଂ ଗାଡ଼ି, ୫ ଆହତ

ବୌଦ୍ଧ : ବୌଦ୍ଧ ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ବ୍ଲକ ସୁବଳୟା ଥାନା ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ରାତ୍ରୀ ପେଟ୍ରୋଲିଙ୍ଗ ସାରି ଫେରୁଥିବା ବେଳେ ବାଉରୀଯୋର ନିକଟରେ ଗଛରେ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଫଳରେ ଜଣେ ଏସ୍ଆଇଙ୍କ…

ହାଇୱାକୁ ଧକ୍କା ଦେଲା ବରଯାତ୍ରୀ ବସ, ୧୦ରୁ ଅଧିକ ଆହତ

ଝାରସୁଗୁଡ଼ା : ହାଇୱାକୁ ଧକ୍କା ଦେଲା ବରଯାତ୍ରୀ ବସ । ଝାରସୁଗୁଡା ବିଜୁ ଏକ୍ସପ୍ରେସ ହାଇୱେ ଠାରେ ରାଉରକେଲା ଯାଉଥିବା ବରଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ବସରେ ୪୦ଜଣ ଯାତ୍ରୀଙ୍କ ଠାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି ।…

କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ୧୧୧ କୋଟିର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଉପକୃତ ହେବେ ୮ ଲକ୍ଷରୁ ଅଧିକ ହିତାଧିକାରୀ

ଭୁବନେଶ୍ବର: କେନ୍ଦୁପତ୍ର ହିତାଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର…